Browsing Category
ବାଣିଜ୍ୟ
BSNL ପାଇଁ ମଞ୍ଜୁର ହେଲା ୧.୬୪ ଲକ୍ଷ କୋଟିର ପ୍ୟାକେଜ: ୨୫ ହଜାର ଗ୍ରାମକୁ ମୋବାଇଲ କନେକ୍ଟିଭିଟି
ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ BSNLକୁ ପ୍ରବଳ କ୍ଷତିରୁ ବାହାର କରିବା ପାଇଁ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । କମ୍ପାନୀ ପାଇଁ ୧.୬୪ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଜାରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି…
ଦିଲ୍ଲୀ ପରେ ଏବେ ଏହି ରାଜ୍ୟରେ ଗଡିବ ନାହିଁ ପୁରୁଣା ଗାଡି, ବନ୍ଦ ହେବ ୭୦ ଲକ୍ଷ ବାହାନ
ନୂଆଦିଲ୍ଲୀ: ଦିଲ୍ଲୀ ପରେ ଏବେ ପଶ୍ଚିମବଙ୍ଗ ସଡକରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଗଡିବ ନାହିଁ। ବୁଧବାର ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲ(ଏନଜିଟି) ପଶ୍ଚିମବଙ୍ଗରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡିକୁ ହଟାଇବାର ଆଦେଶ…
ଏଲଆଇସି ପରେ ଆଉ ଏକ କମ୍ପାନୀର ଆଇପିଓ ଲଞ୍ଚ କରିବେ ସରକାର, ଜାଣନ୍ତୁ କେବେ କରିବେ ନିବେଶ
ମୁମ୍ବାଇ: ଭାରତୀୟ ଜୀବନ ବୀମା(ଏଲଆଇସି) ପରେ ଏବେ କେନ୍ଦ୍ର ସରକାର ଆଉ ଏକ ପ୍ରାରମ୍ଭିକ ସର୍ବସାଧାରଣ ଅଫର୍ (ଆଇପିଓ) ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛନ୍ତି। ଯୋଜନା ଅନୁସାରେ ସବୁକିଛି ଠିକ୍ ରହିଲେ ଚଳିତ ବର୍ଷ ଶେଷ…
୨୪ ଘଣ୍ଟା ମିଳିବ ମାଗଣା ବିଦ୍ୟୁତ୍: ୨୫ ବର୍ଷ ପର୍ଯ୍ୟନ୍ତ ଆସବନି ବିଲ୍, ଶୀଘ୍ର ଉଠାନ୍ତୁ ଏହି ସରକାରୀ ଯୋଜନାର ଲାଭ
ନୂଆଦିଲ୍ଲୀ: ଏସି, ଫ୍ରିଜ୍ ଯୋଗୁଁ ଅଧିକ ବିଦ୍ୟୁତ୍ ବିଲ୍ ଆସୁଛି, ଯାହାକି ଲୋକଙ୍କ ପକେଟ ଖାଲି କରିଦେଉଛି । ଏହା ସହ ବିଦ୍ୟୁତ୍ କାଟ୍ ଲୋକଙ୍କୁ ସମସ୍ୟାରେ ପକାଉଛି । ଏପରି ପରିସ୍ଥିତିରେ ଆପଣଙ୍କୁ ସବୁଜ ଶକ୍ତି ଆଡକୁ…
ବ୍ୟାଙ୍କ ଗ୍ରାହକଙ୍କୁ ଏବେ ମିଳିବ ବଡ଼ ସୁବିଧା : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା
ନୂଆଦିଲ୍ଲୀ: ଏବେ ସମବାୟ ବ୍ୟାଙ୍କର ଗ୍ରାହକଙ୍କୁ ସରକାରଙ୍କର ସମସ୍ତ କଲ୍ୟାଣକାରୀ ଯୋଜନାର ସୁବିଧା ଦିଆଯିବ । ସରକାର ଏଥିପାଇଁ ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର (ଡିବିଟି) ସହିତ ସମବାୟ ବ୍ୟାଙ୍କଗୁଡ଼ିକୁ ସଂଯୋଗ କରିବେ ।…
୧ ଅଗଷ୍ଟରୁ ବଦଳିଯିବ ଏହି ନିୟମ: ପକେଟ୍ ହୋଇପାରେ ଖାଲି
ନୂଆଦିଲ୍ଲୀ: ଆଉ କିଛି ପରେ ଆସିବାକୁ ଯାଉଛି ଅଗଷ୍ଟ ମାସ । ୧ ତାରିଖ ସହ ପ୍ରତ୍ୟେକ ମାସ ପରି ଏଥର ମଧ୍ୟ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଗ୍ୟାସର ଦାମ୍ ବ୍ୟତୀତ ବ୍ୟାଙ୍କିଂ ସିଷ୍ଟମ ସହ ଜଡ଼ିତ କିଛି ଅପଡେଟ…
ପୁଣି ମିଳିବ LPG ସବସିଡି, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା ?
ନୂଆଦିଲ୍ଲୀ: ଏଲପିଜି ସବସିଡି ସମ୍ବନ୍ଧରେ ଖୁବ୍ ସରକାର ନିଷ୍ପତି ନେଇପାରନ୍ତି। ଏଲପିଜି ସବସିଡି ଫେରାଇ ଆଣିବାକୁ ସରକାର ଚିନ୍ତା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ୨୦୨୩ ସୁଦ୍ଧା ସରକାର ଆର୍ଥିକ ଦୃଷ୍ଟିରୁ…
ବିକ୍ରି ହେବାକୁ ଯାଉଛି ଏହି ଦୁଇଟି ସରକାରୀ ବ୍ୟାଙ୍କ: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଏହି ବ୍ୟାଙ୍କ୍ରେ ଆପଣଙ୍କ ଆକାଉଣ୍ଟ ନାହିଁ ତ?
ନୂଆଦିଲ୍ଲୀ: ଘାରିଲାଣି ଘରୋଇକରଣ ନିଶା। ଦେଶରେ ଘରୋଇକରଣ ଦିଗରେ ସରକାର ଦ୍ରୁତ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ସରକାର ଖୁବ୍ ଶୀଘ୍ର ଦୁଇଟି ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କକୁ ଘରୋଇକରଣ କରିବାକୁ ଯାଉଛନ୍ତି, ଯାହାର…
ଦହି, ଲସି ଉପରେ GST ଲାଗୁ ନେଇ କିଏ ନେଇଥିଲେ ନିଷ୍ପତ୍ତି ? ଅର୍ଥମନ୍ତ୍ରୀ ଦେଲେ ଜବାବ
ନୂଆଦିଲ୍ଲୀ: GST ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ସୂଚନା ଅନୁଯାୟୀ, ଜୁଲାଇ ୧୮ ତାରିଖରୁ ଅନେକ ଜିନିଷର ମୂଲ୍ୟ ବୃଦ୍ଧି କରାଯାଇଛି, ଯାହାକୁ ନେଇ ଲଗାତାର ବିରୋଧ କରାଯାଉଛି । ବର୍ତ୍ତମାନ ସରକାର…
ରାଜ୍ୟସଭାରେ ଅର୍ଥମନ୍ତ୍ରୀଙ୍କ ସୂଚନା: ରେଜିଷ୍ଟର୍ଡ ଲିଷ୍ଟରୁ ହଟିଲା ୪ ଲକ୍ଷ କମ୍ପାନୀର ନାମ, ୫ ଲକ୍ଷ ନିର୍ଦ୍ଦେଶକ ଅଯୋଗ୍ୟ ଘୋଷିତ
ନୂଆଦିଲ୍ଲୀ: ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । କମ୍ପାନୀ ନିୟମର ଧାରା ୨୪୮ ଅନୁଯାୟୀ ନିଷ୍କ୍ରିୟ କମ୍ପାନୀଙ୍କୁ ଚିହ୍ନଟ…