Browsing Category
ବାଣିଜ୍ୟ
Jio 5G Launch :ଜାଣନ୍ତୁ ଆପଣଙ୍କ ଫୋନରେ ଚାଲିବ ତ ୫ଜି; କରି ନିଅନ୍ତୁ check …
ମୁମ୍ବାଇ:ଜିଓ ନିକଟରେ କହିଛି ଯେ ଏହାର ୫ଜି ନେଟୱାର୍କ ଦୀପାବଳିରେ ଆରମ୍ଭ ହେବ । ଜିଓ କହିଛି ଯେ ଏହା ଷ୍ଟାଣ୍ଡାଲୋନ (SA) ୫ଜି ନେଟୱାର୍କ ଆଣିବ ଯଥା ଜିଓ ୫ଜି ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବ । ଏହି ସମୟରେ, ଏକ ବଡ…
ସେପ୍ଟେମ୍ବର ୨୨ରୁ ବନ୍ଦ ହୋଇଯିବ ଏହି ବ୍ୟାଙ୍କ: RBI ବାତିଲ କଲା ଲାଇସେନ୍ସ
ନୂଆଦିଲ୍ଲୀ: ଆରବିଆଇ ଏପର୍ଯ୍ୟନ୍ତ ଅନେକ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନର ଲାଇସେନ୍ସ ବାତିଲ କରିଛି । ଏଥି ସହିତ ନିକଟରେ ଆରବିଆଇ ଆଉ ଏକ ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରିଛି, ଯାହା ଫଳରେ ବ୍ୟାଙ୍କକୁ ଏହି ମାସରୁ…
ଲୋକଙ୍କ ପାଇଁ ଖୁସିଖବର! ଶସ୍ତା ହେଲା ଡାଲି, ଚାଉଳ ଏବଂ ସୋରିଷ ତେଲ ସମେତ ସମସ୍ତ ସାମଗ୍ରୀ, ଜାଣନ୍ତୁ ରେଟ୍
ନୂଆଦିଲ୍ଲୀ: ଦେଶରେ ଦରଦାମ୍ ଧିରେ ଧିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ଆସିଛି ଏକ ଖୁସିଖବର । ଏହି ସପ୍ତାହରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଅଟା, ଗହମରୁ ନେଇ ଡାଲି ଓ…
ପୋଷ୍ଟ ଅଫିସର ଏହି ଯୋଜନା ଆପଣଙ୍କୁ କରିଦେବ ମାଲାମାଲ୍! ମାତ୍ର ୭ ହଜାର ଟଙ୍କା ନିବେଶରେ ୫ ଲକ୍ଷ ଟଙ୍କା ରିଟର୍ଣ୍ଣ
ନୂଆଦିଲ୍ଲୀ: ଯଦି ଆପଣ ରାତାରାତି ଲକ୍ଷପତି ହେବାର ସ୍ୱପ୍ନ ଦେଖନ୍ତି, ତେବେ ତାହା କେବଳ ସ୍ୱପ୍ନରେ ହିଁ ହୋଇପାରେ । ଲୋକମାନେ ବିନା ଟେନସନରେ ପୋଷ୍ଟ ଅଫିସ ଯୋଜନାରେ ନିବେଶ କରନ୍ତି, ଯେଉଁଥିରେ ନିବେଶକୁ ନେଇ ଦିନ ରାତି…
ଏତିକି ଟଙ୍କା ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ ! ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିବାରୁ ମିଳିଲା ସଙ୍କେତ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବଡ଼ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଅଶୋଧିତ ତୈଳ ମୂଲ୍ୟ ଗତ ୭ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ବ୍ରେଣ୍ଟ ଫ୍ରୁଡ ଅଏଲ ବ୍ୟାରେଲ ପିଛା…
ଆପଣଙ୍କ ଆଧାରକାର୍ଡର ହୋଇପାରେ ଅପବ୍ୟବହାର.. ଫଟୋକପି ଦେବା ପୂର୍ବରୁ କରି ନିଅନ୍ତୁ ଏହିସବୁ କାମ
ନୂଆଦିଲ୍ଲୀ: ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ବର୍ତ୍ତମାନ ଏହାକୁ ଆପଣଙ୍କର ରେସନ୍ କାର୍ଡ, ପାନ୍ କାର୍ଡ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ଏବଂ ଆକାଉଣ୍ଟ୍ ସହିତ ଲିଙ୍କ୍ କରିବା ମଧ୍ୟ ବାଧ୍ୟତାମୂଳକ…
ଦେଶର କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବଢ଼ିବ! ଆମେରିକା ଓ ୟୁରୋପ ମଡେଲ ଲାଗୁ ସପକ୍ଷରେ EPFO
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଦେଶରେ କର୍ମଚାରୀଙ୍କ ରିଟାୟାରମେଣ୍ଟ ବୟସ ବୃଦ୍ଧି ସପକ୍ଷରେ ରହିଛି । ଏନେଇ ଭିଜନ ଡକ୍ୟୁମେଣ୍ଟରେ ଇପିଏଫଓ ପକ୍ଷରୁ ଦର୍ଶାଯାଇଛି । ଅବସରପ୍ରାପ୍ତ ବୟସ ବୃଦ୍ଧି…
Jio ଲଞ୍ଚ କଲା ଖାସ୍ ପ୍ଲାନ୍: ଏକ ବର୍ଷ ପର୍ଯ୍ୟନ୍ତ ମିଳିବ ପ୍ରତିଦିନ ୨ ଜିବି ଡାଟା ଏବଂ କଲିଂ
ନୂଆଦିଲ୍ଲୀ: ଟେଲିକମ୍ ଇଣ୍ଡଷ୍ଟ୍ରିରେ ଜିଓ ଏହାର ୬ ବର୍ଷ ପୂରା ହେବା ଅବସରରେ ଏକ ନୂଆ ପ୍ଲାନ୍ ଲଞ୍ଚ କରିଛି । ଅବଶ୍ୟ ଏହି ପ୍ଲାନ୍ ରେ ବିଶେଷ କିଛି ନୂଆ ନାହିଁ । କିନ୍ତୁ ଅତିରିକ୍ତ ବେନିଫିଟ୍ ଦିଆଯାଉଛି । ଜିଓର ଏହି…
ଦିନ ମଜୁରୀ କରୁଥିବା ଶ୍ରମିକମାନେ ମଧ୍ୟ ମାସକୁ ୩ ହଜାର ଟଙ୍କା ପାଇବେ! EPFO ର ପ୍ରସ୍ତାବିତ ଯୋଜନା ଏବଂ ସର୍ତ୍ତଗୁଡିକ କ’ଣ ଜାଣନ୍ତୁ
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଅସଂଗଠିତ କ୍ଷେତ୍ରକୁ ଅର୍ଥାତ୍ ଦୈନିକ ମଜୁରୀ ଏବଂ କ୍ଷୁଦ୍ର ଶ୍ରମିକମାନଙ୍କୁ ବଡ଼ ଉପହାର ଦେବାକୁ ପ୍ରସ୍ତୁତ ହେଉଛି। ଏହି ଶ୍ରମିକମାନଙ୍କୁ ଇପିଏଫଓ ର…
SBI-HDFC-ICICI ବ୍ୟାଙ୍କ ପାଇଁ ବଡ଼ ଖବର: ଜୋରିମାନାରୁ ବର୍ତ୍ତିବା ପାଇଁ କରନ୍ତୁ ଏହି କାମ
ନୂଆଦିଲ୍ଲୀ: ଯଦି ଆପଣଙ୍କର ଆକାଉଣ୍ଟ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ), ଏଚଡିଏଫସି କିମ୍ବା ଆଇସିଆଇସିଆଇ ବ୍ୟାଙ୍କରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ପକ୍ଷରୁ…