Browsing Category

ବାଣିଜ୍ୟ

କିଙ୍ଗ୍‌ଫିସର୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ରଶ୍ମିକା ମନ୍ଦନା ଏବଂ ବରୁଣ ଧୱନ, ନୂଆ ଏବଂ ରୋମାଞ୍ଚକର ଉପାୟରେ ଗ୍ରାହକଙ୍କ ସହ ଯୋଡ଼ି…

ନୂଆଦିଲ୍ଲୀ: ୟୁନାଇଟେଡ ବ୍ରିୱେରିଜ ପକ୍ଷରୁ ଆଜି ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ ଅଭିନେତା ବରୁଣ ଧୱନଙ୍କୁ ଏହାର ଆଇକୋନିକ ବ୍ରାଣ୍ଡ, କିଙ୍ଗଫିସର ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିବା ସମ୍ପର୍କରେ…

ମୁଦ୍ରାସ୍ଫୀତି ବୃଦ୍ଧି ଉପରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ବୟାନ, ସରକାରଙ୍କୁ ରକ୍ଷା କରିବାକୁ କହିଲେ ଏମିତି କଥା

ଦେଶରେ ବଢୁଥିବା ଦରଦାମ ସାଧାରଣ ଲୋକଙ୍କୁ ଅସହାୟ କରିଦେଲାଣି । ପେଟ୍ରୋଲ, ଡିଜେଲ ଏବଂ ଇନ୍ଧନ ଗ୍ୟାସ୍ ର ବଢୁଥିବା ଦର ମଧ୍ୟରେ ଦେଶର ମଧ୍ୟମ ବର୍ଗର ଜନତା ପେଶି ହୋଇଗଲେଣି । ଏଭଳି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା…

ନେଟଫ୍ଲିକ୍ସକୁ ବଡ଼ ଝଟକା! ୧୦୦ ଦିନ ଭିତରେ କମିଲେ ଏତେ ଲକ୍ଷ ସବସ୍କ୍ରାଇବର, ଜାଣନ୍ତୁ କାହିଁକି

ହ୍ରାସ ପାଇଲା ନେଟଫ୍ଲିକ୍ସର ଗ୍ରାହକଙ୍କ ସଂଖ୍ୟା । କମିଲା ଶେୟାର ଭ୍ୟାଲ୍ୟୁ । ମଙ୍ଗଳବାର ନେଟଫ୍ଲିକ୍ସର ଶେୟାରରେ ଏକ ଚତୁର୍ଥାଂଶ ହ୍ରାସ ହୋଇଛି । କମ୍ପାନୀ ବର୍ଷର ପ୍ରଥମ ତ୍ରୈମାସିକରେ ନିଜର ଗ୍ରାହକଙ୍କ ସଂଖ୍ୟ।।ରେ…

ଇ-ଶ୍ରାମ କାର୍ଡଧାରୀଙ୍କ ପାଇଁ ଖୁସିଖବର, ମାସିକ ୩୦୦୦ ଟଙ୍କା ପେନସନ୍ ଦେବେ ସରକାର

ନୂଆଦିଲ୍ଲୀ: କୃଷକ ଓ ଶ୍ରମିକମାନଙ୍କୁ ଧ୍ୟାନରେ ରଖି ସରକାର ଅନେକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ସରକାରଙ୍କ ପକ୍ଷରୁ ଇ-ଶ୍ରମ ପୋର୍ଟାଲ ଯୋଜନା ବି ଆରମ୍ଭ ହୋଇଛି, ଯେଉଁଥିରେ କୋଟି କୋଟି ଲୋକ…

ପିଏମ୍ କିଷାନର ୧୧ତମ କିସ୍ତିକୁ ନେଇ ଆସିଲା ବଡ଼ ଖବର: ଷ୍ଟାଟସରେ ଏହି ମେସେଜ୍ ଦେଖିଲ ଟଙ୍କା ମିଳିବା ସୁନିଶ୍ଚିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନେ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ଏହି ଯୋଜନାରେ ୧୨ କୋଟିରୁ ଅଧିକ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଏକାଦଶ କିସ୍ତିର ଟଙ୍କା ଏପ୍ରିଲରୁ…

ଆଇଏମଏଫର ଆକଳନ, ୨୦୨୨-୨୩ ଆର୍ଥିକ ବର୍ଷରେ କମିବ ଭାରତର ଜିଡିପି : ପଡ଼ିବ ଋଷ ୟୁକ୍ରେନ ଯୁଦ୍ଧର ପ୍ରଭାବ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏବଂ ବିଶ୍ୱ ବ୍ୟାଙ୍କ ପରେ ଏବେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ(ଆଇଏମଏଫ) ମଧ୍ୟ ଭାରତର ଜିଡିପି ବୃଦ୍ଧି ଅନୁମାନ କମ୍ ରହିବା ନେଇ କହିଛି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଆଇଏମଏଫ…

ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଟ୍ରାନ୍ସଫର କରିବେ ସରକାର: ଜାଣନ୍ତୁ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ: ଦେଶର ସମସ୍ତ ବର୍ଗଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଖାସ୍ ଯୋଜନା ଚାଲିଛି । ସରକାରଙ୍କ ଏପରି ଏକ ଖାସ୍ ଯୋଜନା ରହିଛି, ଯେଉଁଥିରେ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ମିଳିବ । କିନ୍ତ…

କୋଇଲା ସଙ୍କଟ: ଝାଡଖଣ୍ଡ ସହ ୧୨ ରାଜ୍ୟରେ ହୋଇପାରେ ବାରମ୍ବାର ବିଦ୍ୟୁତ କାଟ୍‌

ରାଞ୍ଚି: କୋଇଲା ଷ୍ଟକ୍‌ ହ୍ରାସ ଯୋଗୁ ଝାଡଖଣ୍ଡ ସହ ୧୨ ରାଜ୍ୟରେ ହୋଇପାରେ ବାରମ୍ବାର ବିଦ୍ୟୁତ କାଟ ହେବ । ଏନେଇ ଅଲ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେସନ (ଏଆଇପିଇଏଫ) ସତର୍କ କରେଇଛି । ଥର୍ମାଲ ପାୱାର…

ଏସ୍‌ବିଆଇ ଗ୍ରାହକଙ୍କୁ ଝଟକା: ବଢ଼ିଲା ଲୋନ ଇଏମ୍‌ଆଇ, ମହଙ୍ଗା ହେବ ହୋମ୍, ପର୍ସନାଲ ଓ ଗାଡ଼ି ଲୋନ୍

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଗ୍ରାହକଙ୍କୁ ଝଟକା ଦେଇଛି । ଏସବିଆଇ ମାର୍ଜିନାଲ କଷ୍ଟ୍‌ ଅଫ୍‌ ଲେଣ୍ଡିଂ ରେଟ୍‌ (ଏମସିଏଲଆର)ରେ ୧୦ ବେସିସ୍‌ ପଏଣ୍ଟ ବୃଦ୍ଧି…

କରେନା ସଂକ୍ରମିତ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ହଂକଂକୁ ୨୪ ଏପ୍ରିଲ ଯାଏ ବିମାନ ଚଳାଚଳ ସ୍ଥଗିତ

ନୁଆଦିଲ୍ଲୀ: ଲଗାତର ତିନିଜଣ ଯାତ୍ରୀ କରୋନା ପଜିଟିଭ୍‌ ବାହାରିବା ପରେ ହଙ୍ଗକଙ୍ଗ ପକ୍ଷରୁ ଏପ୍ରିଲ୍‌ ୨୪ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ବିମାନ ଚଳାଚଳକୁ ସ୍ଥଗିତ କରାଯାଇଛି । ତେବେ ବର୍ତ୍ତମାନ ସମୟରେ ଅନ୍ୟ କୌଣସି…