Browsing Category
ବାଣିଜ୍ୟ
ପୁଣି ଗ୍ରାହକଙ୍କୁ ଝଟକା ଦେଲା Airtel, ବଢ଼ିପାରେ କମ୍ପାନୀର ପ୍ରିପେଡ ପ୍ଲାନ୍
ଗତ ବର୍ଷ ଟେଲିକମ କମ୍ପାନୀ ମାନେ ନିଜର ପ୍ରିପେଡ ପ୍ଲାନର ଦାମ ବଢ଼ାଇଥିଲେ । ବିଏସଏନଏଲ ବ୍ୟତୀତ ଅନ୍ୟ ସବୁ ଟେଲିକମ କମ୍ପାନୀ ସେମାନଙ୍କର ପ୍ରିପେଡ ପ୍ଲାନର ଦାମ ୧୮ ରୁ ୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ତେବେ ପୁଣି…
ଏସବିଆଇ ଗ୍ରାହକଙ୍କୁ ଚେତାବନୀ ଦେଲେ ସରକାର! କହିଲେ ତୁରନ୍ତ ଫୋନରୁ ଏହି SMS ଡିଲିଟ କର, ଅନ୍ୟଥା …
ନୂଆଦିଲ୍ଲୀ:ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଗ୍ରାହକଙ୍କୁ ସରକାର ଫେକ୍ ଆଲର୍ଟ ନେଇ ଚେତାବନୀ ଦେଇଛନ୍ତି। ସରକାରୀ ଏଜେନ୍ସୀ ପିଆଇବି ଏ ସମ୍ବନ୍ଧରେ ଆଡଭାଇରୀ ଜାରି କରିଛି। ଏଜେନ୍ସୀ ସେହି SMS ଏବଂ କଲ୍ ର ଗୁଡ଼ିକର…
ଆରାମରେ ଦେଖନ୍ତୁ ଆଇପିଏଲ ୨୦୨୨ ପ୍ଲେ ଅଫ୍! ମାଗଣାରେ ଉପଭୋଗ କରିବା ପାଇଁ ଆପଣାନ୍ତୁ ଏପରି ବ୍ୟବସ୍ଥା
ନୁଆଦିଲ୍ଲୀ: ଦୁନିଆରେ ବହୁତ୍ କମ୍ ଲୋକ ଥିବେ ଯେଉଁମାନେ ଫ୍ରୀ ସୁବିଧା ପାଇଁ ଖୁସି ହେବେ ନାହିଁ। ତେବେ ଆମେ ଯଦି କୌଣସି ଜିନିଷର ଫାଇଦା ବିନା ଖର୍ଚ୍ଚରେ ପାଇ ପାରୁଛନ୍ତି, ତେବେ ତାହାର ଖୁସି ଅଲଗା ପ୍ରକାର । ଗତ…
PPFରେ ନିବେଶ ସୀମା ହେବ ଦ୍ୱିଗୁଣ! ବିନା ଟ୍ୟାକ୍ସ ସହ ରିଟର୍ଣ୍ଣ ବି ମିଳିବ, ଜାଣନ୍ତୁ ଜବରଦସ୍ତ ଟ୍ରିକ୍
ନୂଆଦିଲ୍ଲୀ: ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ହେଉଛି ନିବେଶର ଏକ ଜବରଦସ୍ତ ମାଧ୍ୟମ, ଯାହା ମାଧ୍ୟମରେ ଭ ରିଟର୍ଣ୍ଣ ବି ମିଳିଥାଏ ।ଏହା E-E-E ବର୍ଗରେ ଆସୁଥିବା ନିବେଶ, ଅର୍ଥାତ୍ ନିବେଶ, ସୁଧ ଓ ମ୍ୟାଚୁରିଟୀ…
ଗ୍ରାହକଙ୍କୁ ଝଟକା: ପୁଣି ବଢ଼ିଲା ସିଏନଜି ଦର, ଜାଣନ୍ତୁ କ’ଣ ରହିଛି ପେଟ୍ରୋଲ ଡିଜେଲର ଦାମ
ନୁଆଦିଲ୍ଲୀ: ଦେଶରେ ବିଭିନ୍ନ ଜିନିଷର ଦରଦାମ ନିରନ୍ତର ବଢ଼ିଚାଲିଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ପୁଣିଥରେ ସିଏନଜି ଦର ବୃଦ୍ଧି ପାଇଛି । ଶୁକ୍ରବାର ବିଳମ୍ବିତ ରାତିରୁ ଲାଗୁ ହୋଇଥିବା ନୂଆ ଦର ଅନୁଯାୟୀ ପ୍ରତି କିଲୋ ପିଛା…
ସବୁ ATMରୁ ବିନା କାର୍ଡରେ ଉଠାଇପାରିବେ ଟଙ୍କା, ଜାଣନ୍ତୁ କେମିତି ?
ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେବାକୁ ସହଜ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଲଗାତାର ପଦକ୍ଷେପ ନେଉଛି । ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ରିଜର୍ଭ ବ୍ୟାଙ୍କ ଆଉ ଏକ ପଦକ୍ଷେପ ନେଇଛି । ଏବେ…
ସରକାରଙ୍କ ଏହି ଯୋଜନାରେ ମାଗଣାରେ ମିଳିବ ସିଲେଇ ମେସିନ୍: ବିନା ଖର୍ଚ୍ଚରେ କରନ୍ତୁ ଏହି କାମ
ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି ସିଲେଇର କାମ କରି ଟଙ୍କା ରୋଜକାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସିଖବର । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫ୍ରି ସିଲେଇ ମେସିନ୍ ଯୋଜନା ୨୦୨୨ର…
ବିଶ୍ୱରେ ଘୋର ଖାଦ୍ୟ ସଂକଟ: ଗ୍ରାସିଛି ଭୋକର କରାଳ ରାକ୍ଷସ, ଉତ୍କଟ ଜନକ ସ୍ଥିତିରେ କୁପୋଷଣ ଶିଶୁଙ୍କ ସଂଖ୍ୟା
ୱାଶିଂଟନ୍ : ବିଶ୍ୱରେ ଏବେ ଘୋର ଖାଦ୍ୟ ସଂକଟ । ଗ୍ରାସିଛି ଭୋକର କରାଳ ରାକ୍ଷସ । ଏହାକୁ ନେଇ ଜାତିସଂଘ ଗଭୀର ଚିନ୍ତାପ୍ରକଟ କରିଛି । ଜାତିସଂଘ ସେକ୍ରେଟାରୀ ଜେନେରାଲ ଏଣ୍ଟୋନିୟୋ ଗୁଟରେସ୍ ତାଙ୍କ ପ୍ରତିକ୍ରିୟାରେ…
ଦେଶରେ ପ୍ରଥମ ଥର ୫ଜି କଲ୍, ଆତ୍ମନିର୍ଭର ଦିଗରେ ଆଉ ଏକ ଉପଲବ୍ଧି
ଚେନ୍ନାଇ: ଦେଶରେ ସଫଳ ହେଲା ୫ଜି କଲ୍ । ଆଇଆଇଟି ମାଡ୍ରାସାରେ ୫ଜି କଲ୍ ର ସଫଳ ପରୀକ୍ଷଣ କରାଯାଇଛି । କେନ୍ଦ୍ରୀୟ ସୂଚନା ପ୍ରାଧୀକରଣ ଏବଂ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ…
ଆସିଲାଣି ଆର୍ଥିକ ମାନ୍ଦାବସ୍ଥା? ଅନଏକାଡେମୀ, ନେଟଫ୍ଲିକ୍ସ ପରେ, ଏହି କମ୍ପାନୀ ୬୦୦ କର୍ମଚାରୀଙ୍କୁ କଲା ଛଟେଇ
ନୁଆଦିଲ୍ଲୀ: କରୋନା ମହାମାରୀରୁ ସାରା ବିଶ୍ୱ ଅର୍ଥ ବ୍ୟବସ୍ଥା ବାହାରି ଆସୁଥିବା ବେଳେ ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପେଶି ହୋଇ ଗଲେଣି । ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ରହିଛି ।…