Browsing Category
ବାଣିଜ୍ୟ
ଆଜି ହିଁ ସାରି ଦିଅନ୍ତୁ ସବୁ ବ୍ୟାଙ୍କ କାମ: ଏପ୍ରିଲ ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ଯଦି ଆପଣଙ୍କର କିଛି ବି ବ୍ୟାଙ୍କ କାମ ରହିଥାଏ ତା ହେଲେ ତୁରନ୍ତ ଶେଷ କରି ଦିଅନ୍ତୁ । ଆସନ୍ତା ଏପ୍ରିଲ ମାସରେ ପ୍ରାୟ ୧୫ ଦିନ ଯାଏଁ ବିଭିନ୍ନ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ମାସରେ ଗୁଡି…
ଖୁବ୍ ଶୀଘ୍ର ଆରମ୍ଭ ହେବ ସ୍ୱଦେଶୀ ୪ଜି ମୋବାଇଲ୍ ନେଟୱର୍କ, ୨୦୨୨ ଶେଷ ସୁଦ୍ଧା ୫ଜି ନେଟୱାର୍କ : ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ଦେଶରେ ଖୁବ୍ କମ୍ ସମୟ ମଧ୍ୟରେ ସ୍ୱଦେଶୀ ୪ଜି ମୋବାଇଲ୍ ନେଟୱାର୍କ ପ୍ରସ୍ତୁତ ହୋଇଛି । ଏହା ଖୁବ୍ ଶୀଘ୍ର ରୋଲଆଉଟ୍ ପାଇଁ ପ୍ରସ୍ତୁତ ହୋଇଥିବାବେଳେ ୨୦୨୨ ଶେଷ ସୁଦ୍ଧା ୫ଜି ନେଟୱାର୍କ ପ୍ରସ୍ତୁତ ହେବ…
ପୁଣି ବଢିଲା ତେଲ ଦର : ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହଙ୍ଗା ହେବୋରେ ଲାଗିଛି ତେଲ ଦର । ୧୦ ଦିନ ଭିତରେ ଡିଜେଲର ମୂଲ୍ୟ ୬.୪୦ ପଇମସା ବଢି ସାରିଛି । ରାଜଧାନୀ ନୂଆଦିଲ୍ଲୀରେ ଡିଜେଲ ଦର ୯୩ ପଇସା ବଢିଥିବା ବେଳେ ପେଟ୍ରୋଲର ମୂଲ୍ୟ ୮୦ ପଇସା…
ଡିଜିଟାଲ ପେମେଣ୍ଟ କରୁଛି ଇଣ୍ଡିଆ, ୪ ବର୍ଷରେ ଦ୍ୱିଗୁଣିତ ହେଲା ୟୁପିଆଇ କାରବାର
ନୂଆଦିଲ୍ଲୀ: ୟୁପିଆଇ ଦେଶରେ ନଗଦବିହୀନ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ ଡିଜିଟାଲ କାରବାରକୁ ସହଜ କରିଛି । ଗତ ଚାରି ବର୍ଷ ମଧ୍ୟରେ ଖୁଚୁରା ଡିଜିଟାଲ୍ ପେମେଣ୍ଟରେ ୟୁପିଆଇର ଅଂଶ ଦୁଇଗୁଣରୁ ଅଧିକ ହୋଇପାରିଛି ।…
ଋଷ-ୟୁକ୍ରେନ ଯୁଦ୍ଧରୁ ଭାରତର ଏହି ରାଜ୍ୟକୁ ମିଳିବ ବଡ ଫାଇଦା: ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଚଣ୍ଡୀଗଡ: ଋଷ-ୟୁକ୍ରେନ ମହାଯୁଦ୍ଧ ଏବେ ୩୫ ଦିନରେ ପହଞ୍ଚିଛି । ତେବେ ଏହି ଉଭୟ ରାଷ୍ଟ୍ରର ଯୁଦ୍ଧ ପାଇଁ ଅନ୍ୟ ସମସ୍ତ ଦେଶ ଚିନ୍ତାରେ ପହିଥିବା ବେଳେ ଭାରତକୁ ଏଥିରେ ଖୁବ ଲାଭ ମିଳିବାକୁ ଯାଉଛି । ଏହି ଯୁଦ୍ଧ ପାଇଁ…
୧ ଲକ୍ଷ ୬ ହଜାର କୋଟିର କାମଚଳା ବଜେଟ୍ ଉପସ୍ଥାପନ କଲେ ନିରଞ୍ଜନ ପୂଜାରୀ: ୯.୫ ଅଭିବୃଦ୍ଧ ହାରର ଲକ୍ଷ୍ୟ ଧାର୍ଯ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଅପରାହ୍ନ ଅଧିବେଶନରେ ଅର୍ଥମନ୍ତ୍ରୀ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ।…
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ବଡ଼ ଉପହାର: ୩ % ବଢ଼ିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥର ମହଙ୍ଗା…
SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ବ୍ୟାଙ୍କ କଲା ହାଇ ଆଲର୍ଟ, ଠପ୍ ହୋଇପାରେ ଆପଣଙ୍କ ବ୍ୟାଙ୍କିଂ ସେବା
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBI ଓ ପିଏନବି ନିଜ ଗ୍ରାହକମାନଙ୍କୁ ହାଇ ଆଲର୍ଟ ଜାରି କରିଛି । ଯଦି ଗ୍ରାହକମାନେ ଅଣଦେଖା କରନ୍ତି, ତେବେ ସେମାନଙ୍କ ବ୍ୟାଙ୍କିଂ ସେବା ବନ୍ଦ ହୋଇପାରେ । ୩୧ ମାର୍ଚ୍ଚ ୨୦୨୨…
ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡରେ ୯୮,୭୭୬ ଟଙ୍କାର ଋଣ ବୋଝ, ଜାଣନ୍ତୁ ଦେଶର ମୋଟ ଋଣ କେତେ
ନୂଆଦିଲ୍ଲୀ: ଆପଣଙ୍କ ମୁଣ୍ଡରେ କେତେ ଟଙ୍କାର ଋଣ ଅଛି, ସେକଥା ଆପଣ ଜାଣିଛନ୍ତି କି? ହୁଏତ ଆପଣମାନଙ୍କ ମଧ୍ୟରୁ କେହି କୌଣସି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଋଣ ନେଇ ଥାଇ ପାରନ୍ତି କିମ୍ବା ନ ଥାଇ ପାରନ୍ତି । ମାତ୍ର ଏକଥାକୁ…
ଏପ୍ରିଲ୍ ପହିଲାରୁ ଏକାଠି କାମ କରିବେ ବିଏସ୍ଏନ୍ଏଲ୍ ଏବଂ ବିବିଏନ୍ଏଲ୍, ୨.୫ ଲକ୍ଷ ଗ୍ରାମୀଣ ପଞ୍ଚାୟତରେ ଉପଲବ୍ଧ ହେବ ଫାଇବର ଅପ୍ଟିକ୍…
ନୂଆଦିଲ୍ଲୀ: ଭାରତ ସରକାର ବ୍ରଡବ୍ରାଣ୍ଡ କର୍ପୋରେସନ୍ ଲିଃ (ବିବିଏନ୍ଏଲ୍) କ୍ଷତିଗ୍ରସ୍ତ ରାଷ୍ଟ୍ରାୟତ ଟେଲକମ୍ କମ୍ପାନୀ ଭାରତ ସରକାର ସଞ୍ଚାର ନିଗମ ଲିମିଟେଡ (ବିଏସଏନ୍ଏଲ୍) ସହିତ ମିଶ୍ରଣ ପାଇଁ ପ୍ରସ୍ତୁତ…