fbpx
Browsing Category

ବାଣିଜ୍ୟ

ବୀମା ପଲିସିରେ ‘ଫ୍ରି ଲୁକ୍ ପିରିୟଡ୍‌’ କ’ଣ? ଏଜେଣ୍ଟ ଧୋକା ଦେଲେ ଏହାର ପ୍ରୟୋଗ କରି ପ୍ରିମିୟମ ଫେରିପାଆନ୍ତୁ

ନୂଆଦିଲ୍ଲୀ: କ’ଣ ଆପଣ ଜାଣନ୍ତି କି ବୀମା ପଲିସି କ୍ରୟ କରିବା ପରେ ନିୟମ ଓ ସର୍ତ୍ତ ପସନ୍ଦ ନ ଆସିଲେ ଆପଣ ଏହାକୁ ଫେରାଇ ଦେଇପାରିବେ । ସବୁଠାରୁ ବଡ କଥା ହେଉଛି ଆପଣ ସରେଣ୍ଡର ଚାର୍ଜ ନ ଦେଇ ଏହି ପଲିସି କ୍ୟାନସେଲ…

ପେଟିଏମ୍ ୟୁଜର୍ସଙ୍କ ଲାଗି ପୁଣି ଆସିଲା ଖରାପ ଖବର, ଏବେ (NHAI) ନେଲା ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦେଶରେ ପେଟିଏମ୍ ଫାଷ୍ଟଟ୍ୟାଗର ୨ କୋଟି ୟୁଜର୍ସଙ୍କୁ ବଡ ଝଟକା ଲାଗିଛି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ((NHAI))ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌କୁ ଫାଷ୍ଟଟ୍ୟାଗ ସର୍ଭିସ୍ ଲାଗି…

୫୦୦ ଟଙ୍କା ରିହାତି ସହିତ ମୋଦୀ ସରକାରଙ୍କଠାରୁ ଶସ୍ତା ସୁନା କିଣିବାର ଆଜି ହେଉଛି ଶେଷ ସୁଯୋଗ, ଜାଣନ୍ତୁ କିପରି କିଣିବେ

ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ଠାରୁ ୫୦୦ ଟଙ୍କା ରିହାତି ସହିତ 'ଶସ୍ତା' ସୁନା କିଣିବାର ଶେଷ ସୁଯୋଗ । ସାର୍ବଭୌମ ଗୋଲ୍ଡ ବଣ୍ଡ କିଣିବାର ଆଜି ଶେଷ ତାରିଖ । ଏହି ସୁନାର ବିଶେଷତ୍ୱ ହେଉଛି ଚୋର ଏହାକୁ ଚୋରି…

ଭୁଲରେ ଏହି ନମ୍ବର ଡାଏଲ୍ କଲେ ରିସେଟ୍ ହୋଇଯିବ ଆପଣଙ୍କ ମୋବାଇଲ, ଉଡିଯିବ ସବୁ ଡାଟା

ନୂଆଦିଲ୍ଲୀ: ଟେକ୍ନୋଲୋଜିର ଏହି ଯୁଗରେ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ଅଧିକାଂଶ ଲୋକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଅନେକ ଫିଚର୍ସ ଅଛି ଏବଂ…

ଏତିକି କୋଟିର ମାଲିକାଣୀ ସୋନିଆ ଗାନ୍ଧୀ, ଇଟାଲୀରେ ବି ଅଛି ସଂପତ୍ତି, ହେଲେ ନିଜର ନାହିଁ କାର୍‌: ଆଫିଡେଭିଟରେ ଖୁଲାସା

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟୀର ମୁଖ୍ୟ ସୋନିଆ ଗାନ୍ଧୀ ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି । ସୋନିଆଙ୍କ ଦେହ ଖରାପ ଥିବାରୁ ସେ ରାୟବରେଲୀରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା…

ଗୋଟିଏ ବର୍ଷରେ ୨୦୦ ପ୍ରତିଶତ ବଢିଲା Zomatoର ଷ୍ଟକ, ଏବେ ଗ୍ଲୋବାଲ ଦଲାଲ୍ ସଂସ୍ଥା CLSA ଦେଲା ଏହି ଟାର୍ଗେଟ

ନୂଆଦିଲ୍ଲୀ: ଜୋମାଟୋର ସେୟାର ଲଗାତରା ବଢିବାରେ ଲାଗିଛି । ଏହି ଷ୍ଟକରେ ନିବେଶ କରୁଥିବା ନିବେଶକଙ୍କୁ ଗତ ଗୋଟିଏ ବର୍ଷରେ ବମ୍ପର ରିଟର୍ଣ୍ଣ ମିଳିଛି । ଏହି ଷ୍ଟକ ଗତ ଏକ ବର୍ଷରେ ୨୦୦ ପ୍ରତିଶତ ବଢିଯାଇଛି । ଏହି ସମୟରେ…

ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଗୋଲ୍ଡର ଲାଟେଷ୍ଟ ରେଟ

ନୂଆଦିଲ୍ଲୀ: ସୁନାର ମୂଲ୍ୟ ଗୁରବାର ଦିନ ଶସ୍ତା ହେବା ଦେଖାଦେଇଛି । ଇଣ୍ଡିଆନ ବୁଲିୟନ ଜ୍ୱେଲର୍ସ ଆସୋସିଏସନ ମୁତାବକ, ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୧ ହଜାର ୪୫୦ ଟଙ୍କା ହୋଇଯାଇଛି । ଏହା ପୂର୍ବରୁ ସୁନା…

ପ୍ରତି ଘଣ୍ଟାରେ ୨୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଭାରତୀୟ, ଏକାସାଙ୍ଗରେ ବ୍ୟବହାର କରୁଛନ୍ତି ୨୦ ଟି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ସମସ୍ତେ ଜଣେ ସଫଳ ବ୍ୟକ୍ତିଙ୍କ କାହାଣୀ ଶୁଣିବାକୁ ଏବଂ ଜାଣିବାକୁ ଚାହାଁନ୍ତି । ଆଜି ଆମେ ଆପଣଙ୍କୁ ଜଣେ ସଫଳ ଭାରତୀୟ ବିଷୟରେ କହିବୁ ଯାହାର ନାମ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ…

VISA-Mastercardକୁ ବଡ଼ ଝଟକା: ବାଣିଜ୍ୟିକ କାର୍ଡରେ ହେଉଥିବା ପେମେଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା RBI

ନୂଆଦିଲ୍ଲୀ: ପେଟିଏମ ଉପରେ ଆକ୍ସନ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଭିସା ଓ ମାଷ୍ଟରକାର୍ଡକୁ ଦେଇଛି ଏକ ବଡ଼ ଝଟକା । ଏହି କମ୍ପାନୀମାନଙ୍କ ଦ୍ୱାରା ବାଣିଜ୍ୟିକ କାର୍ଡ ଦ୍ୱାରା ଭେଣ୍ଡରଙ୍କୁ ଦିଆଯାଉଥିବା…

ଏବେ ସହଜରେ ମିଳିବ ହୋମ୍ ଲୋନ୍, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି ଏହି ସୁବିଧା

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତିର ସ୍ୱପ୍ନ ଥାଏ ଯେ ସେ ନିଜ ଘରେ ରହିବ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଅର୍ଥାଭାବ କାରଣରୁ ବ୍ୟକ୍ତି ଜଣଙ୍କୁ ଭଡ଼ା ଘରେ ରହିବାକୁ ପଡ଼ିଥାଏ । ଆଜିକାଲି ହୋମ୍ ଲୋନ୍ କରିଲେ ମଧ୍ୟ ଟଙ୍କା…