fbpx
Browsing Category

ବାଣିଜ୍ୟ

ଆଜିଠୁ ବଦଳିଯିବ ବ୍ୟାଙ୍କ, ରେଳ, PF, ଗ୍ୟାସ୍ ସହ ଜଡିତ ବହୁ ନିୟମ

ଦେଶରେ ଲକ୍-ଡାଉନ୍ ପ୍ରଭାବ ଜାରି ରହିଥିବା ବେଳେ ଆଜିଠାରୁ ଅର୍ଥାତ୍ ମେ ୧ରୁ ଆପଣଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ବହୁ ଜିନିଷ ବଦଳିଯିବ । ଏଥିରେ ବ୍ୟାଙ୍କ, ଏଟିଏମ୍, ରେଳ, ବିମାନ ଉଡାଣ ଆଦି ସାମିଲ ରହିଛି । ଏଥିରେ…

ଖୁସିଖବର! ଲକ୍-ଡାଉନରେ ୧୬୨.୫ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍

କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଆସିଛି ଖୁସି ଖବର । ଦେଶର ତୈଳ ମାର୍କେଟିଂ କମ୍ପାନୀଗୁଡିକ ଯଥା ଏଚପିସିଏଲ, ବିପିସିଏଲ ଓ ଏଲଓସି ବିନା ସବସିଡିଯୁକ୍ତ ଏଲପିଜି ଗ୍ୟାସ…

ଲକ୍-ଡାଉନ୍ ହଟିବାର ଯେକୌଣସି ମୁହୂର୍ତ୍ତରେ ଖୋଲିବ ବିମାନବନ୍ଦର

ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର): କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଜାରି ରହିଛି, ଯାହାର ପ୍ରଭାବରେ ବିମାନଠାରୁ ଆରମ୍ଭ କରି ବସ୍, ଟ୍ରେନ୍ ଚଳାଚଳ ଠପ୍ ହୋଇ ପଡିଛି । ଏହାରି ମଧ୍ୟରେ ଭୁବନେଶ୍ୱର…

ଜାଣନ୍ତୁ ବିଏମସିର ନିର୍ଦ୍ଦେଶନାମା ଅନୁଯାୟୀ ରାଜଧାନୀରେ କାଲିଠୁ କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ବିଏମସି ପକ୍ଷରୁ ନୂଆ ଗାଇଡ଼ ଲାଇନ ଜାରି ହୋଇଛି । ଇଲେକଟ୍ରୋନିକ୍ସ ଉପକରଣ ମରାମତି ଓ ସର୍ଭିସ ଦୋକାନ ଖୋଲା ରହିବ । ସେହିପରି ମୋଟର ଗ୍ୟାରେଜ, ବ୍ୟାଟେରୀ ଦୋକାନ, ମୋଟର ପାର୍ଟ…

ଏଣିକି ଫ୍ଲାଇଟ୍ ପାଇଁ ଦେଖାଇବାକୁ ପଡିବ ମେଡିକାଲ ସାର୍ଟିଫିକେଟ୍

କରୋନା ଭାଇରସ୍ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନର ଅବଧି ମେ ୩ରେ ସମାପ୍ତ ହେବାକୁ ଯାଉଛି । ହଟସ୍ପଟ୍ ଅଞ୍ଚଳକୁ ଛାଡି ବାକି ଅଞ୍ଚଳରେ ଲକ୍-ଡାଉନ୍ ହଟାଇବା ଉପରେ ସରକାର ବିଚାର କରୁଛନ୍ତି । କିନ୍ତୁ ଟ୍ରେନ୍ ଓ…

ଦେଶରେ ଅଢ଼େଇକୋଟି ମୋବାଇଲ ଫୋନ ପାଲଟିଛି ଖେଳନା ,ମେ ଶେଷ ସୁଦ୍ଧା ୪ କୋଟି ଲୋକଙ୍କ ପାଖରେ ନଥିବ ମୋବାଇଲ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ଦେଶରେ ଲକ ଡାଉନ ପୂର୍ବରୁ ଥିଲେ ୮୫ କୋଟି ମୋବଇଲ ଉପଭୋକ୍ତା ।ଯେଉଁଥିରୁ ଏବେ ଅଢ଼େଇକୋଟି ମୋବାଇଲ ଫୋନ ଏବେ ଅଚଳ । ୧୦ ରୁ ୧୨ କୋଟି ଲୋକ ଅନଲାଇନ ରିଚାର୍ଜ ବିଷୟରେ ଜାଣିନଥିବାରୁ…

ଆଜିଠୁ ଖୋଲିବ ସବୁ ଦୋକାନ,ମଲ ଓ ସପିଂ କମ୍ପେ୍ଳକ୍ସକୁ ନାହିଁ ଅନୁମତି

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):କରୋନା ନେଇ ସାରା ଦେଶରେ କଟକଣା । ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା ।…

ସୁନା ୧୦ ଗ୍ରାମକୁ ୮୨,୦୦୦ ଟଙ୍କା

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ସୁନା ୧୦ ଗ୍ରାମକୁ ୮୨,୦୦୦ ଟଙ୍କା । ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ ସ୍ୱଭାବିକ । କିନ୍ତ୍ୁ ଏହା ସତ । ଯଦିଓ ଏବେ ଏହା ଦର ୪୫ ହଜାର ପାଖାପାଖି ରହିଛି କିନ୍ତୁ ଆସନ୍ତା ବର୍ଷେରୁ…

ବିଜ୍ଞାପନ ବିନା ଅଣନିଶ୍ୱାସୀ ମୁଦ୍ରିତ ଗଣମାଧ୍ୟମ ,ଚିନ୍ତାରେ ପ୍ରକାଶକ

ଭୁବନେଶ୍ୱର:୨୪ ।୪ (ଓଡିଶା ଭାସ୍କର):ସାରା ଦେଶରେ ଲକ ଡାଉନ । ଆଉ ଲକ ଡାଉନ ପାଇଁ ଭୁଷୁଡି ପଡିଛି ଅର୍ଥନୀତି । ଛୋଟ ବଡ ସବୁ ଶିଳ୍ପସଂସ୍ଥା ଗରୁତର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । କିଛି ଶିଲ୍ପସଂସ୍ଥାତ…