Browsing Category

ବାଣିଜ୍ୟ

PF ସୁଧ ହ୍ରାସ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି କେନ୍ଦ୍ର ସରକାର, ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ର ସମସ୍ତ କର୍ମଚାରୀଙ୍କୁ ଏକ ଜବରଦସ୍ତ ଝଟକା ମିଳିଥିଲା । ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ଦ୍ୱାରା ପିଏଫ…

ଆସନ୍ତା ୧୫ ତାରିଖରୁ ଲାଗୁ ହେବ ନୂଆ UPI ନିୟମ: ଏଣିକି Aadhaar-OTP ଦ୍ୱାରା କରିହେବ ଆକ୍ଟିଭ, Debit Cardର ଆବଶ୍ୟକ ହେବନି

ନୂଆଦିଲ୍ଲୀ: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ମାଧ୍ୟମରେ ଆପଣମାନେ ସହଜରେ ଅର୍ଥ ଟ୍ରାନ୍ସଫର କରିଥାନ୍ତି । ସେଥିପାଇଁ ମୋବାଇଲ ନମ୍ବର, ୟୁପିଆଇ ଆଡି ଆଦି ତଥ୍ୟ ଦେବାକୁ ପଡ଼ିଥାଏ । ତେବେ ଏଣିକି ୟୁପିଆଇ…

୪୩ ବର୍ଷରେ ଇପିଏଫ୍‌ ସୁଧ ହେଲା ସର୍ବନିମ୍ନ, ୮.୧%କୁ ହ୍ରାସ

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଜର ସଦସ୍ୟମାନଙ୍କୁ ୮.୧% ହାରରେ ସୁଧ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) । ଏହା ୨୦୨୦-୨୧ର ୮.୫% ସୁଧ ତୁଳନାରେ ୦.୪%…

ବଦଳିଲା ବିଗ୍‌ ବଜାର ନାଁ, ଏବେ ହେଲା ‘ସ୍ମାର୍ଟ ବଜାର’:ଗୋଟିଏ ମାସରେ ଖୋଲିବ ୧୦୦ରୁ ଅଧିକ ନୂଆ ଷ୍ଟାେର

ନୂଆଦିଲ୍ଲୀ: ଫ୍ୟୁଚର୍‌ ଗ୍ରୁପ୍‌ ଅଧୀନରେ ଥିବା ବିଗ୍‌ ବଜାରକୁ ମୁକେଶ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଗତ ସପ୍ତାହରେ ନିଜ ନିୟନ୍ତ୍ରଣକୁ ନେଇଥିଲା । ନିୟନ୍ତ୍ରଣକୁ ଯିବା ପରେ ଫ୍ୟୁଚର ଗ୍ରୁପ୍‌ର ଏହି…

ଏବେ ଆଧାର କାର୍ଡ ମାଧ୍ୟମରେ UPI ସର୍ଭିସ ପାଇଁ କରିପାରିବେ ରେଜିଷ୍ଟର: ଆବଶ୍ୟକ ନାହିଁ ଡେବିଟ୍ କାର୍ଡ

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଭାରତରେ ଡିଜିଟାଲ୍ ପେମେଣ୍ଟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏପରି ପରିସ୍ଥିତିରେ ୟୁପିଆଇ ଡିଜିଟାଲ୍ ପେମେଣ୍ଟ ହେଉଛି ଅନଲାଇନ୍ ପେମେଣ୍ଟର ସବୁଠାରୁ ସାଧାରଣ ପଦ୍ଧତି । ପୂର୍ବରୁ…

EPFOର ୬ କୋଟି କର୍ମଚାରୀଙ୍କୁ ଜବରଦସ୍ତ ଝଟକା: ଏଣିକି PF ଖାତାଧାରୀଙ୍କୁ ମିଳିବ କମ୍ ସୁଧ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ର ସମସ୍ତ କର୍ମଚାରୀଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ଦ୍ୱାରା ପିଏଫ ଖାତାଧାରୀଙ୍କ ସୁଧ ହ୍ରାସ କରାଯାଇଛି ।…

Paytm Payments Bankକୁ RBI ଝଟକା: ନୂଆ ଗ୍ରାହକ ଯୋଡ଼ିବା ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ (ପିପିବିଏଲ)କୁ ଏକ ଏକ ଜବରଦସ୍ତ ଝଟକା ଲାଗିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହି କଟକଣା ଜାରି କରାଯାଇଥିବା ଜଣାପଡ଼ିଛି । ଏଣିକି ପିପିବିଏଲ ଆଉ…

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ୪୦ପ୍ରତିଶତ ଶସ୍ତା ହେବ ବିମାନ ଟିକଟ୍‌

ନୂଆଦିଲ୍ଲୀ: ଚଳିତ ମାସ ୨୭ରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ସ୍ୱାଭାବିକ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି । ଦୀର୍ଘଦିନ ଧରି ବନ୍ଦ ଥିବା ଅନ୍ତର୍ଜାତିୟ ବିମାନ ଚଳା ପୁଣି ପୂର୍ବରି ସ୍ୱାଭାବିକ ହେବାକୁ…

ବଦଳିଲା ଏଫଡି ନିୟମ, ଆସନ୍ତା ମାସରୁ କ୍ରେଡିଟ୍ କାର୍ଡରେ କିଣାକିଣି ମଧ୍ୟ ହେବ ମହଙ୍ଗା

ନୂଆଦିଲ୍ଲୀ: ଏଫଡିରେ ନିବେଶ କରି ଯଦି ଭୁଲି ଯାଉଛନ୍ତି ତାହେଲେ ଆପଣ ମାନଙ୍କୁ ଏକ ବଡ଼ ଝଟକା ଲାଗିପାରେ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଫଡିର ନିୟମରେ ବଡ଼ ପରିବର୍ତ୍ତନ ଅଣାଯାଇଛି । ଯେଉଁଥିରେ ମ୍ୟାଚୁରିଟି ପରେ ଟଙ୍କା…

ସିଏନ୍‌ସି ଗାଡ଼ି ଚାଳକ ପାଇଁ ହୋଲି ଉପହାର ଦେଲେ ଏହି ରାଜ୍ୟ ସରକାର, ଶସ୍ତା ହେବ ସିଏନ୍‌ଜି ଦର

ମୁମ୍ବାଇ: ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ବିଧାନସଭାରେ ୨୦୨୨-୨୩ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ସମୟରେ ପାୱାର କହିଛନ୍ତି ଯେ, ରାଜ୍ୟର ଅନେକ ସ୍ଥାନରେ ମହିଳାଙ୍କ ପାଇଁ…