Browsing Category
ବାଣିଜ୍ୟ
Ration Card: କଣ ଆପଣଙ୍କୁ ମିଳୁଛି କି କମ୍ ରାସନ, ଫଟାଫଟ୍ ଏହି ନମ୍ବରରେ କରନ୍ତୁ ଅଭିଯୋଗ
ନୂଆଦିଲ୍ଲୀ: ରାସନ କାର୍ଡ ମାଧ୍ୟମରେ ସରକାର ନିଜ ରାଜ୍ୟରେ ରହୁଥିବା ଗରିବ ପରିବାରକୁ ରାସନ ଯୋଗାଉଛନ୍ତି। କିନ୍ତୁ ଅନେକ ଥର ଏହା ଘଟେ ଯେ ଡିଲରମାନେ ରାସନ କାର୍ଡ ଧାରକମାନଙ୍କୁ ରାସନ ଦେବାକୁ ମନା କରନ୍ତି ତ କେତେବେଳେ…
୪୦ ବର୍ଷ ବୟସରେ ପେନସନ ଉପଲବ୍ଧ କରାଇବାକୁ LIC ଆଣିଛି ଜବରଦସ୍ତ ପ୍ଲାନ୍, ଜାଣନ୍ତୁ କିପରି ଉଠାଇବେ ଲାଭ
ନୂଆଦିଲ୍ଲୀ: ବର୍ତ୍ତମାନ ପେନସନ ପାଇବା ପାଇଁ ଆପଣଙ୍କୁ ୬୦ ବର୍ଷ ଯାଏ ଅପେକ୍ଷା କରିବାକୁ ପଡିବ ନାହିଁ । ନିକଟରେ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ (ଖଓଉ) ଏକ ନୂତନ ଯୋଜନା ଆରମ୍ଭ କରିଛି, ଯେଉଁଥିରେ ଏକଲକ୍ଷ ଟଙ୍କା ଜମା…
ଭାରତୀୟ ଏଜେନ୍ସି ଗୁଡିକୁ ଝଟକା, ପଳାତକ ମେହୁଲ୍ ଚୋକ୍ସିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
ରୋସେଉ, (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଋଣ ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାରତରୁ ପଳାତକ ମେହୁଲ ଚୋକ୍ସିଙ୍କୁ ସୋମବାର ଡୋମିନିକାର ଏକ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି…
କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର! ସେପ୍ଟେମ୍ବରରୁ ବଢ଼ିଯିବ ଦରମା
ନୂଆଦିଲ୍ଲୀ: କେନ୍ଦ୍ରକର୍ମଚାରୀଙ୍କ ପାଇଁ ଏଥର ଦିପାବଳୀ ଓ ଦଶହରା ଖୁବ୍ ସାନଦାର୍ ହେବାକୁ ଯାଉଛି, କାରଣ ସେମାନଙ୍କ ଆକାଉଣ୍ଟକୁ DA , DRର ମୋଟା ଅଙ୍କର ଟଙ୍କା ଆସିବାକୁ ଯାଉଛି । ରିପୋର୍ଟ ମୁତାବକ, DA ଓ DRର ବୃଦ୍ଧି…
ବ୍ୟାଙ୍କ ଖାତାରୁ ଟଙ୍କା ହଡପ ହୋଇଗଲେ କଣ କରିବା ଉଚିତ୍, କେମିତି ଫେରି ପାଇବେ ପୂରା ପଇସା ? ଜାଣନ୍ତୁ…
ନୂଆଦିଲ୍ଲୀ: ଆଜିକା ସମୟରେ ଦୁନିଆ ଯେତେ ଡିଜିଟାଲ୍ ହେଉଛି ସେତେ ପରିମାଣରେ ଅନଲାଇନ୍ ଠକେଇ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବ୍ୟାଙ୍କିଙ୍କ୍ କ୍ଷେତ୍ରରେ ଅଧିକ ମାତ୍ରାରେ ଠକେଇ ହେଉଥିବା ଖବର ଅଧିକ ସାମନାକୁ…
AIRTELର 5-G ଟ୍ରାଏଲ ସ୍ପିଡ ୧.୨ଜିବି/ସେକେଣ୍ଡ; ଭାରତର ଦ୍ରୁତତମ ନେଟୱର୍କର ମାନ୍ୟତା
ମୁମ୍ବାଇ: ଭାରତରେ ପ୍ରବେଶ କରିବାକୁ ଯାଉଛି ୫ଜି ଟେକ୍ନୋଲୋଜି । ଏଥିପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ଟେଷ୍ଟିଂ ଆରମ୍ଭ କରାଯାଇଥିବା ବେଳେ ସୋମବାର ଏୟାରଟେଲ ମୁମ୍ବାଇରେ ଏହାର ୫ଜି ସେବାର ପରୀକ୍ଷଣ କରାଇଛି । କମ୍ପାନୀର…
ଗୋଟିଏ ଦିନରେ Google Payରୁ ଏତିକି ଟଙ୍କା ଟ୍ରାନ୍ସଫର କରିପାରିବେ ଆପଣ, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଦେଶରେ ଯେବେଠୋରୁ ନୋଟବନ୍ଦୀ ହୋଇଥିଲା, ସେବେଠାରୁ ଅଧିକାଂଶ ଲୋକେ ଡିଜିଟାଲ ପେମେଣ୍ଟକୁ ବିକଳ୍ପ ଭାବେ ଚୟନ କରିବା ଆରମ୍ଭ କରିଛନ୍ତି । ଅନ୍ୟପଟେ ଏବେ କରୋନା ସଂକ୍ରମଣ ଯୋଗୁଁ ଲୋକମାନେ ୟୁପିଆଇ ଜରିଆରେ…
କରୋନା କାଳରେ ୨୬,୮୦୦ କୋଟି ଟଙ୍କା ଫଣ୍ଡିଂ ଯୋଗାଡ କଲା ଫ୍ଲିପକାଟ୍, ଏତିକି ଅରବ ଡଲାରରେ ପହଞ୍ଚିଲା କମ୍ପାନୀର ଭେଲୁଏସନ
ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ୩.୬ ଅରବ୍ ଡଲାର୍ ଅର୍ଥାତ୍ ୨୬ହଜାର ୮୦୦ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଛି । ଆଉ ଏହି ଫଣ୍ଡିଂ ପରେ କମ୍ପାନୀର ଭେଲୁଏସନ୍ ୩୭.୬ ଅରବ୍ ଡଲାର୍ ହୋଇଯାଇଛି ।…
ଆଧାର କାର୍ଡ ସମ୍ପର୍କିତ ଏହି ଦୁଇ ସେବା ବନ୍ଦ କଲା UIDAI, ଆପଣଙ୍କ ଉପରେ ପଡ଼ିପାରେ ବଡ଼ ପ୍ରଭାବ
ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ହେଉଛି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଏକ ଦସ୍ତାବିଜ୍ ନୁହେଁ ବରଂ ଏହା ହେଉଛି ପ୍ରତିଟି ନାଗରିକଙ୍କ ପରିଚୟ ପତ୍ର । ଯେକୌଣସି ଅର୍ଥ…
କେତେ ଟଙ୍କା ଅଛି ଆପଣଙ୍କର ପିଏଫ୍ ଆକାଉଣ୍ଟରେ? ଗୋଟିଏ ମିସ୍ କଲ୍ କିମ୍ବା ମେସେଜ କରି ଜାଣନ୍ତୁ
ନୂଆଦିଲ୍ଲୀ: କରୋନା କାଳରେ ଅନେକ ଲୋକ ନିଜର ଚାକିରି ହରାଇଛନ୍ତି । ପରିସ୍ଥିତି ଏମିତି ହେଲା ଯେ, କିଛି ଲୋକ ନିଜର ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ୍)ରୁ ଟଙ୍କା ବାହାର କରିବାକୁ ପଡ଼ିଲା । ହେଲେ ଇତି ମଧ୍ୟରେ କିଛି ଲୋକଙ୍କୁ…