Browsing Category
ବାଣିଜ୍ୟ
ବିନା ଇଣ୍ଟରନେଟରେ UPI ପେମେଣ୍ଟ ପାଇଁ ଆପଣାନ୍ତୁ ଏହି ଟିପ୍ସ, ଗୋଟିଏ କ୍ଲିକରେ ହୋଇଯିବ କାମ
ନୂଆଦିଲ୍ଲୀ: UPI ପେମେଣ୍ଟ କରିବା ପାଇଁ ଇଣ୍ଟରନେଟ୍ କନେକ୍ସନ ନିହାତି ଆବଶ୍ୟକ, କାରଣ ଅନଲାଇନ ମାଧ୍ୟମରେ ହିଁ କାରବାର ହୋଇଥାଏ । ଅନେକଥର କୌଣସି ସ୍ଥାନରେ ଇଣ୍ଟରନେଟ୍ ସୁବିଧା ଧିରେ ଧିରେ ଚାଲିଥାଏ, ଫଳରେ UPI…
IRCTC ୱେବସାଇଟରୁ ବଗ୍ ବାହାର କଲେ ୧୭ ବର୍ଷର ଛାତ୍ର; ଲକ୍ଷ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷିତ
ନୂଆଦିଲ୍ଲୀ: ଜଣେ ୧୭ ବର୍ଷୀୟ ବାଳକ ତଥା ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାରୁ ବଞ୍ଚିଯାଇଛି । ଆଇଆରସିଟିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦ୍ୱାଦଶ ଶ୍ରେଣୀର…
ଆପଣ ୧୦, ୧୫ ନା ୨୦….. କେତେ ବର୍ଷରେ କୋଟିପତି ହେବାକୁ ଚାହାନ୍ତି, ଏହା ହେଉଛି ନିବେଶ କରିବାର ଫର୍ମୂଲା
ନୂଆଦିଲ୍ଲୀ: ଆଜିକାଲି ସମସ୍ତେ କମ୍ ସମୟ ମଧ୍ୟରେ ପୁଳା ପୁଳା ଟଙ୍କା ରୋଜଗାର କରିବାକୁ ଚାହାନ୍ତି । ସେଥିପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି । ସେଥିମଧ୍ୟରୁ ନିବେଶ ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ ।…
ରେଜା ଶ୍ରମିକରୁ ୧୬୦୦ କୋଟିର ମାଲିକ ଆଉ ପୁଣି ଦେବାଳିଆ; ଜାଣନ୍ତୁ କିଏ ଏହି ସୁଦୀପ ଦତ୍ତ
ନୂଆଦିଲ୍ଳୀ: ମଣିଷର ସଫଳତା ସହିତ ଏହାର ଭାଗ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ରାସ୍ତାକଡରୁ ସମ୍ରାଟ ହେବା ଏବଂ ପୁଣି ଥରେ ରାସ୍ତାକୁ ଫେରିବାର ଦୁର୍ଭାଗ୍ୟ ବହୁତ କମ ଲୋକଙ୍କୁ ମିଳିଥାଏ । ଏମିତି ଏକ କାହାଣୀ…
ଅକ୍ଟୋବର ୧ ତାରିଖରୁ ବଦଳିଯିବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପେମେଣ୍ଟ୍ ପ୍ରକ୍ରିୟା, ଜାଣନ୍ତୁ ଆରବିଆଇର ନୂଆ ନିୟମ ସମ୍ପର୍କରେ
ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୧ ତାରିଖରୁ ଅଟୋ ପେମେଣ୍ଟ ସିଷ୍ଟମ୍ ରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଅକ୍ଟୋବର ମାସରୁ ଅଟୋ ଡେବିଟ୍ ପେମେଣ୍ଟ୍ ସିଷ୍ଟମ୍ ଲାଗୁ ହେବାର ସମ୍ଭାବନା ରହିଛି । ଏହି…
ଇଜି ଅଫ ଡୁଇଙ୍ଗ ବିଜନେସ୍ ରାଙ୍କିଙ୍ଗରେ ଭାରତକୁ କ୍ଲିନ ଚିଟ୍, ନିବେଶ ପାଇଁ ଭାରତ ଭରସାଯୋଗ୍ୟ ସ୍ଥାନ, ଧୋକା ଦେଲା ଚୀନ
ନୂଆଦିଲ୍ଲୀ : ଆମେରିକାର ଲଫର୍ମ ୱିଲମରହେଲ ଦ୍ୱାରା ଏକ ସ୍ୱତନ୍ତ୍ର ଯାଞ୍ଚରୁ ଜଣା ପଡିଛି ଯେ, ବିଶ୍ୱ ବ୍ୟାଙ୍କ ଗ୍ରୁପର ଇଜି ଅଫ ଡୁଇଙ୍ଗ ବିଜନେସ୍ ରାଙ୍କିଙ୍ଗକୁ ନେଇ ଭାରତର ତଥ୍ୟରେ କୌଣସି ପ୍ରକାରର ଅନିୟମିତତା ହୋଇ…
ଖୁସି ଖବର: ପୁଣି ଖସିଲା ସୁନା ଦର, ୨ ସପ୍ତାହରେ ୧୨୦୦ ଟଙ୍କା ଶସ୍ତା; ଜାଣନ୍ତୁ ୧୦ ଗ୍ରାମକୁ କେତେ
ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନାଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଲଗାତର ଭାବେ ଦ୍ୱିତୀୟ ଦିନ ସୁନାର ଦର ଖସିଛି । ସେହିପରି ରୂପାର ମୁଲ୍ୟରେ ବି ଆଂଶିକ ହ୍ରାସ ପାଇଛି । ବିଶ୍ୱ ବଜାରରେ ସୁନାର ଚାହିଦା ଭଲ…
ଆସନ୍ତା ମାସରୁ ଏହି ବ୍ୟାଙ୍କର ଚେକବୁକ୍ ରୁ କରିପାରିବେନି ପେମେଣ୍ଟ୍, ଫଟାଫଟ୍ ବ୍ୟାଙ୍କ ସହିତ ସମ୍ପର୍କ କରନ୍ତୁ
ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଆସନ୍ତା ମାସ ଠାରୁ ଆର୍ତ୍ ଅକ୍ଟୋବର ୧ ତାରିଖରୁ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ପୁରୁଣା ଚେକ୍ ବୁକ୍…
ପିଏମ କିଷାନ ଅଧିନରେ ୪୦୦୦ ଟଙ୍କା ପାଇବାର ଶେଷ ସୁଯୋଗ! ଶୀଘ୍ର ଏପରି ଭାବେ କରନ୍ତୁ ରେଜିଷ୍ଟ୍ରେସନ୍
ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ଆସିଛି ଖୁସି ଖବର । ଯଦି ଆପଣଙ୍କୁ ପିଏମ କିଷାନ ଯୋଜନାର ୯ମ କିସ୍ତି ମିଳିନାହିଁ, ତେବେ ଆପଣ ଏବେ ୪୦୦୦ ଟଙ୍କାର ଲାଭ ଉଠାଇପାରିବେ । ଆଗାମୀ ଦିନରେ ପିଏମ କିଷାନ ଯୋଜନା ଅଧିନରେ…
ଏଣିକି ଚୋରି ହୋଇଥିବା ମୋବାଇଲ୍ ସଙ୍ଗେସଙ୍ଗେ ମିଳିଯିବ: Googleର ଏହି ଆପ୍ କରିବ ସହାୟତା, ଜାଣନ୍ତୁ ଷ୍ଟେପ୍ ବାଏ ଷ୍ଟେପ୍
ନୂଆଦିଲ୍ଲୀ: ଆଜିକାଲି ମୋବାଇଲର ବ୍ୟବହାର ବଢ଼ୁଥିବା ବେଳେ ଏହା ବହୁମାତ୍ରାରେ ଚୋରି ମଧ୍ୟ ହେଉଛି । ଫୋନ୍ ଚୋରି ହେବା ଫଳରେ ଅନେକ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟକ୍ତିଗତ ଡାଟା ଲିକ୍ ହୋଇଯିବାର ଆଶଙ୍କା ରହିଥାଏ ।…