Browsing Category

ନିଯୁକ୍ତି

ସ୍ପୋର୍ଟ୍ସ ପର୍ସନଙ୍କୁ ନିଯୁକ୍ତି ଦେବ ରେଳ ବିଭାଗ: ଜାରି ହେଲା ନୋଟିଫିକେସନ, ଡିସେମ୍ବର ୧୬ ସୁଦ୍ଧା ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ରେଲୱେ ନିଯୁକ୍ତି ବୋର୍ଡ (ଆରଆରସି), ପୂର୍ବ-କେନ୍ଦ୍ରୀୟ ରେଲୱେ ତରଫରୁ ଅନେକ ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ସ୍ପୋର୍ଟ୍ସ…

OPSC ପକ୍ଷରୁ ସୂଚନା: ନଭେମ୍ବର ୧୮ରେ ହେବ ସରକାରୀ ହୋମିଓପ୍ୟାଥିକ ଅଧ୍ୟାପକ ପଦର ସାର୍ଟିଫିକେଟ ଭେରିଫିକେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୧୮ ତାରିଖରେ ସରକାରୀ ହୋମିଓପ୍ୟାଥିକ ମେଡିକାଲ କଲେଜ ଅଧ୍ୟାପକ ପଦର ସାର୍ଟିଫିକେଟ ଭେରିଫିକେସନ । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ତରଫରୁ ପ୍ରୋଗ୍ରାମ ଜାରି କରାଯାଇଛି ।…

ଇଣ୍ଡିଆନ ରେଲୱେରେ ପୁଣି ନିଯୁକ୍ତି: ଲେବଲ-୧ରୁ ଲେବଲ-୫ ପର୍ଯ୍ୟନ୍ତ ପଦ ପୂରଣ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଲେବଲ-୧ ଠାରୁ ଆରମ୍ଭ କରି ଲେବଲ-୫ ପର୍ଯ୍ୟନ୍ତ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ସ୍ପୋର୍ଟ୍ସ କୋଟାରେ ନିଯୁକ୍ତି…

ଡିସେମ୍ବର ୭ରୁ ଆରମ୍ଭ ହେବ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନିୟର ଏନଫୋର୍ସମେଣ୍ଟ ଓ ଜୁନିୟର ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାସ ୭ ତାରିଖରୁ ପ୍ରିଲିମ୍ସ ପରୀକ୍ଷା ଆରମ୍ଭ ହୋଇ ୧୧ ତାରିଖରେ ତାହା…

ନ୍ୟୁକ୍ଲିୟର ଫୁଏଲ୍ କମ୍ପ୍ଲେକ୍ସରେ ନିଯୁକ୍ତି ସୁଯୋଗ: ୩୦୦ ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ରହିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନ୍ୟୁକ୍ଲିୟର ଫୁଏଲ କମ୍ପ୍ଲେକ୍ସରେ ଅନେକ ପଦ ପୂରଣ ହେବ । ମୋଟ ୩୦୦ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ…

ନିଯୁକ୍ତି ପାଇବେ ଆଉ ୫ ହଜାର ଡାକ୍ତର: ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟସେବାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଖୁବଶୀଘ୍ର ୫ ହଜାରରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତ ପ୍ରଦାନ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ…

ITBP ପକ୍ଷରୁ ଅନଲାଇନ୍ ଆବେଦନ ଆରମ୍ଭ: ୫୨୬ଟି ଏସଆଇ, କନଷ୍ଟେବଳ ପଦ ପୂରଣ ହେବ

ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଇଣ୍ଡୋ ତିବେତାନ ବର୍ଡର ପୋଲିସ (ଆଇଟିବିପି) ପକ୍ଷରୁ ୫୨୬ଟି ପଦ ପୂରଣ ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ପ୍ରକ୍ରିୟା । ନଭେମ୍ବର ୧୫ରୁ…

ନଭେମ୍ବର ୧୮ରୁ ଆରମ୍ଭ ହେବ ATO-2024 ଲିଖିତ ପରୀକ୍ଷା: ବିସ୍ତୃତ ପ୍ରୋଗ୍ରାମ ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏନଟିସି/ଏନଏସି)-୨୦୨୪ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୧୮ ତାରିଖରୁ ୨୨ ତାରିଖ…

ବିନା ଲିଖିତ ପରୀକ୍ଷାରେ DMRCରେ ନିଯୁକ୍ତି ସୁଯୋଗ, ୬୦ ବର୍ଷର ବ୍ୟକ୍ତି କରିପାରିବେ ଆବେଦନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ(DMRC) ଏହାର ମ୍ୟାନେଜର (କ୍ଷବଦ୍ଭୟ) ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର(କ୍ଷବଦ୍ଭୟ) ପଦବୀ ପୂରଣ ପାଇଁ ଆବେଦନ ଯୋଗ୍ୟ…

ନଭେମ୍ବର ୧୬ରୁ ଆରମ୍ଭ ଓଡ଼ିଶା ପୋଲିସ ଜୁନିୟର କ୍ଲର୍କ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପୋଲିସରେ ଡିଷ୍ଟ୍ରିକ୍ଟ ପୋଲିସ ଅଫିସ (ଡିପିଓ) କ୍ୟାଡରରେ ପୂରଣ ହେବାକୁ ଥିବା କନିଷ୍ଠ କିରାଣୀ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ନଭେମ୍ବର ୧୬ ତାରିଖରୁ ଜୁନିୟର କ୍ଲର୍କ…