Browsing Category
ନିଯୁକ୍ତି
NEET-UG 2025 ପାଇଁ ନିୟମ ବଦଳିବ: ପେନ-ପେପର ବଦଳରେ ଏଥର ହେବ CBT ମୋଡ଼ରେ ପରୀକ୍ଷା!
ନୂଆଦିଲ୍ଲୀ: ନୀଟ-ୟୁଜି ୨୦୨୪ ପରୀକ୍ଷାର ପେପର ଲିକ୍ ମାମଲାକୁ ନେଇ ସାରା ଦେଶରେ ବେଶ୍ ବିବାଦ ସୃଷ୍ଟି ହୋଇଥିଲା । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ଏନେଇ…
ଓପିଜିସି ତରଫରୁ ନୋଟିଫିକେସନ: ନଭେମ୍ବର ୨୮ ପୂର୍ବରୁ ହାର୍ଡ କପି ପଠାଇବେ ଆବେଦନକାରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ଲିମିଟେଡ (ଓପିଜିସି) ତରଫରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।…
ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ, FCIରେ ବାହାରିଲା ବିଜ୍ଞପ୍ତି, ବିନା ପରୀକ୍ଷାରେ ଚାକିରି
ନୂଆଦିଲ୍ଲୀ- ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ ମିଡିକାଲ ଅଫିସର ପାଇଁ ବାହାରିଲା ବିଜ୍ଞପ୍ତି । ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଲୋଡିଛି ଏଫସିଆଇ । ଏହି ଆବେଦନର ଶେଷ ତାରିଖ ୧୬ ଡିସେମ୍ବର ୨୦୨୪ । ଏହି ପଦ ପାଇଁ…
SBI ନିଯୁକ୍ତି: ୧୬୯ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଆବେଦନ ଆରମ୍ଭ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ୧୬୦ଟି ସ୍ପେଶାଲିଷ୍ଟ ଅଫିସର (ଆସିଷ୍ଟାଣ୍ଟ ମ୍ୟାନେଜର) ପଦ ପୂରଣ ପାଇଁ ପ୍ରକାଶ ପାଇଛି…
ଜାନୁଆରୀ ୫ରେ ହେବ ଆସିଷ୍ଟାଣ୍ଟ କେମିଷ୍ଟ ଲିଖିତ ପରୀକ୍ଷା: OPSC ପକ୍ଷରୁ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ କେମିଷ୍ଟ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା…
IDBI ବ୍ୟାଙ୍କ ପକ୍ଷରୁ ନିଯୁକ୍ତି: ୬୦୦ ପଦ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ବ୍ୟାଙ୍କ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୬୦୦ ପଦ ପୂରଣ ପାଇଁ ପକାଶ ପାଇଛି ବିଜ୍ଞପ୍ତି । ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ…
OSSC ତରଫରୁ ଡିସେମ୍ବର ମାସ ପାଇଁ ପରୀକ୍ଷା କ୍ୟାଲେଣ୍ଡର ଜାରି ହେଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଆସନ୍ତା ଡିସେମ୍ବର ମାସ ପାଇଁ ପରୀକ୍ଷା କ୍ୟାଲେଣ୍ଡର ଜାରି…
OPSC ଘୋଷଣା: ଡିସେମ୍ବର ୩ରେ ହେବ ରସାୟନ ବିଜ୍ଞାନ ଅଧ୍ୟାପକ ପଦ ପାଇଁ ଇଣ୍ଟରଭ୍ୟୁ ଓ ଡକ୍ୟୁମେଣ୍ଟ ଯାଞ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରସାୟନ ବିଜ୍ଞାନ (କେମିଷ୍ଟ୍ରି) ଅଧ୍ୟାପକ ପଦରେ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ମାସ ୩ ତାରିଖରେ ରସାୟନ ବିଜ୍ଞାନ ଅଧ୍ୟାପକ ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାର୍ଟିଫିକେଟ…
ରାଜ୍ୟରେ ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ପରିସଂଖ୍ୟାନ ସହାୟକ ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ପରିସଂଖ୍ୟାନ ସହାୟକ ପଦରେ ୧୭୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ…
ରାଜ୍ୟ ସୂଚନା କମିଶନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ଏହି ଦିନ ରହିଛି ଶେଷ ତାରିଖ
ଭୁବନେଶ୍ବର: ରାଜ୍ୟ ସୂଚନା କମିଶନରେ ବାହାରିଲା ଚାକିରି ସୁଯୋଗ । 4 ସୂଚନା କମିଶନର ପଦବୀ ପାଇଁ ଚାକିରି ସୁଯୋଗ ବାହାରିଛି । ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ମୋହନ ସରକାର ବର୍ତ୍ତମାନ ଏହାକୁ କ୍ରିୟାଶୀଳ କରିବା…