CHARIDHAM
Browsing Category

ଶିକ୍ଷା

ଶିକ୍ଷୟିତ୍ରୀଙ୍କ ନୃଶଂସ କାଣ୍ଡ ! ଲେଖା ପସନ୍ଦ ଆସିଲାନି, ଜଳନ୍ତା ମହମବତୀରେ 7 ବର୍ଷର ଛାତ୍ରର ହାତ ପୋଡ଼ିଦେଲେ

ମୁମ୍ବାଇ: କ’ଣ ଜଣେ ଶିକ୍ଷକ ଏତେ ନୃଶଂସ ହୋଇପାରେ ? ସାମାନ୍ୟ ଖରାପ ହ୍ୟାଣ୍ଡ ରାଇଟିଙ୍ଗ ପାଇଁ ନିର୍ଦ୍ଦୋଷ ଛାତ୍ର ହାତ ପୋଡ଼ିଦେଲେ ଶୀକ୍ଷୟତ୍ରୀ । ଏହି ଆଶ୍ଚର୍ଯ୍ୟଜନକ ଘଟଣା ମହାରାଷ୍ଟ୍ରର ମଲାଡ଼ ଅଞ୍ଚଳର। ଯେଉଁଠାରେ…

ବାତିଲ ହେଲା RI, ARI, ଅମିନ, ICDS ପରୀକ୍ଷା; ପରୀକ୍ଷାର୍ଥୀ ଅସନ୍ତୋଷ

ଭୁବନେଶ୍ବର: RI - ଅମିନ ପରୀକ୍ଷା ହେଲା ବାତିଲ। ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି। ୨୮୯୫  ପଦବି ଖାଲି ଥିଲା। ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେବା…

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବନ୍ଧା ହେଲେ ୬ ଅଭିଯୁକ୍ତ

ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (OTET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଓଡ଼ିଶା ପୋଲିସର କ୍ରାଇମ୍‌ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରସମିଟରେ ଏ ନେଇ ସୂଚନା ଦେଲେ କ୍ରାଇମବ୍ରଞ୍ଚ ଡିଜି ।…

ଲଣ୍ଡନ କି ଆମେରିକା ନୁହେଁ, ଏହି ଦେଶରେ ଚାକିରି ପାଇବା ସମ୍ଭାବନା ସବୁଠୁ ଅଧିକ, ଜାଣନ୍ତୁ ପୂରା ବିବରଣୀ…

ସାଧାରଣତଃ ଲୋକମାନେ ଭାବନ୍ତି ଯେ, କାନାଡା, ଆମେରିକା କିମ୍ବା ବ୍ରିଟେନ ଭଳି ଦେଶରେ ଅଧିକ ନିଯୁକ୍ତି ସୁଯୋଗ ରହିଥାଏ । ମାତ୍ର ଲୋକଙ୍କର ଏହି ଧାରଣା ଏବେ ଭୁଲ୍ ପ୍ରମାଣିତ ହୋଇଛି । ଏବେ ସମସ୍ତଙ୍କୁ ପଛରେ ପକାଇ ସଂଯୁକ୍ତ…

ପୁଣି ରଙ୍ଗ ବଦଳାଇଲେ ମୋହନ ସରକାର; ଏବେ ସବୁଜ ନୁହେଁ, ଗେରୁଆ ଆଇ-କାର୍ଡ ପିନ୍ଧିବେ ସ୍କୁଲ ପିଲା

ଭୁବନେଶ୍ବର: ପ୍ରଥମେ ଡ୍ରେସକୋର୍ଡ ଆଉ ଏବେ ଆଇ କାର୍ଡ । ପୁଣିଥରେ ରଙ୍ଗ ବଦଳାଇଛନ୍ତି ମୋହନ ସରକାର । ଏଣିକି ଆଉ ଅଲଗା ଅଲଗା ରଙ୍ଗର ନୁହେଁ ବରଂ ଗେରୁଆ ରଙ୍ଗର ଆଇ-କାର୍ଡ ପକାଇ ସ୍କୁଲ ଆସିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ…

Googleର ବଡ଼ ଘୋଷଣା ! ୨୫ ଅଗଷ୍ଟରୁ ବନ୍ଦ ହେବ ଏହି ସେବା, ଏବେ କ’ଣ କରିବେ ୟୁଜର୍ସ ?

ନୂଆଦିଲ୍ଲୀ: ବଡ଼ ଘୋଷଣା କଲା ଲୋକପ୍ରିୟ Google । Google URL Shortener, ଯାହା ଲମ୍ବା ଲିଙ୍କଗୁଡ଼ିକୁ ଛୋଟ ଏବଂ ସେୟାର କରିବାରେ ସହଜ ପାଇଁ ଡିଜାଇନ୍ କରାଯାଇଥିଲା, ଏବେ ତାହା ୨୫ ଅଗଷ୍ଟ, ୨୦୨୫ ରୁ ସମ୍ପୂର୍ଣ୍ଣ…

ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍; ପୋଷ୍ଟ ହୋଇଛି ଅଶ୍ଳୀଳ ଭିଡ଼ିଓ, ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ୍ ବି ହ୍ୟାକ୍

ଭୁବନେଶ୍ବର: ଉଚ୍ଚଶିକ୍ଷାରେ ହ୍ୟାକର ଆତଙ୍କ। ଉଚ୍ଚଶିକ୍ଷା ବିଭାଗର ଇନ୍ ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍। ସେପଟେ ରେଭେନ୍ସା ବିଶ୍ବବିଦ୍ୟାଳୟ ୱେବସାଇଟକୁ ହ୍ୟାକ କରିଛନ୍ତି ହ୍ୟାକର। ୪ ତାରିଖରୁ ଉଚ୍ଚଶିକ୍ଷା ବିଭାଗ…

CRPF ଯବାନମାନଙ୍କ ପାଇଁ ବଡ଼ ରିଲିଫ: ଅପରେସନରେ ଆହତ ହେଲେ ମଧ୍ୟ ମିଳିବ ପୂର୍ଣ୍ଣ ଦରମା, ପାଇବେ ପଦୋନ୍ନତି

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ୮୭ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ରୀୟ ଗୃହ ସଚିବ ଗୋବିନ୍ଦ ମୋହନ ଯବାନମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅପରେସନ ସମୟରେ ଆହତ…

ଆଇବି ସିକ୍ୟୁରିଟି ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ, ୧୦ମ ପାସ୍ କରିଥିବା ପ୍ରାର୍ଥୀ କରିପାରିବେ ଆପ୍ଲାଏ

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ (MHA) ଅଧୀନରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ସିକ୍ୟୁରିଟି ଆସିଷ୍ଟାଣ୍ଟ/ଏକ୍ସଇକ୍ୟୁଟିଭ (SA/Exe) ପଦବୀ ପାଇଁ ୪,୯୮୭ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହା…

ଏଣିକି ପିଲାଙ୍କ ବହିରେ ରହିବ ‘ଅପରେସନ୍ ସିନ୍ଦୂର’ର କାହାଣୀ, ଛାତ୍ରଛାତ୍ରୀ ପଢ଼ିବେ ସେନାଙ୍କ ସାହାସର ଗାଥା

ଭୁବନେଶ୍ୱର:  ପିଲାଏ ପଢ଼ିବେ ସେନାଙ୍କ ସୌର୍ଯ୍ୟ 'ଅପରେସନ୍ ସିନ୍ଦୂର'ର କାହାଣୀ। NCERT ପିଲାଙ୍କ ବହିରେ ଅପରେସନ୍ ସିନ୍ଦୂର କଥା ସ୍ଥାନ ଦେବ।  ଦୁଇଟି ମଡେଲ ଭାବରେ ଏହାକୁ ଲାଗୁ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର…