Browsing Category
ଶିକ୍ଷା
ଏଣିକି ସ୍କୁଲରେ ପାଣି ପିଇବାକୁ ନେଇ ବାଜିବ ଘଣ୍ଟି, ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ବିଭାଗ
ଭୁବନେଶ୍ୱର: ଏଣିକି ସ୍କୁଲରେ ପିଲାମାନେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଘଣ୍ଟି ବାଜିବ । ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗ ନେଲା ନିଷ୍ପତ୍ତି । ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ପାଇଁ ଏବେ…
OPSC ପକ୍ଷରୁ ଆବେଦନ ଆରମ୍ଭ: ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିନରେ…
ଦ୍ୱାଦଶ ଶ୍ରେଣୀ ଇତିହାସ ସିଲାବସ୍ ପରିବର୍ତ୍ତନ କଲା NCERT: ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ, ସିବିଏସଇକୁ ଦିଆଗଲା ସୂଚନା
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଇତିହାସ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ‘ହରପ୍ପା ସଭ୍ୟତାର ଉତ୍ପତ୍ତି ଓ ପତ୍ତନ’ ଚାପ୍ଟରକୁ ବଦଳା ଯାଇଛି…
Big Breaking; HeatWave ପାଇଁ ବଦଳିଲା ସ୍କୁଲ ସମୟ: ଶ୍ରମିକଙ୍କ କାମ କରିବା ଉପରେ ମଧ୍ୟ କଟକଣା
ସମ୍ବଲପୁର: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ଉପରମୁହାଁ ହେଉଛି । ଅସହ୍ୟ ତାତି ଏବଂ ଗରମରେ ସିଝୁଛି ସାରା ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍କୁଲ ସମୟରେ ପରିବର୍ତ୍ତନ କରିଛି ସମ୍ପଲପୁର ଜିଲ୍ଲା ପ୍ରଶାସନ ।…
୫୦୦ କର୍ମଚାରୀଙ୍କୁ ଛଟେଇ କଲା ବାଇଜୁସ୍, ଜାଣନ୍ତୁ ଏହାର କାରଣ
ବେଙ୍ଗାଲୁରୁ: ବାଇଜୁସର ସଂକଟ ବଢ଼ିବାରେ ଲାଗିଛି । କମ୍ପାନି ପ୍ରାୟ ୫୦୦ କର୍ମଚାରୀଙ୍କୁ ଛଟେଇ କରିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଟ୍ୟୁସନ୍ ଏବଂ ମାର୍କେଟିଂ କ୍ଷେତ୍ରର କର୍ମଚାରୀ ବୋଲି ଏକ ସୂତ୍ରରୁ ଜଣାଯାଇଛି ।…
ମାଗଣା ସିଭିଲ୍ ସର୍ଭିସ କୋଚିଂ: ମେ ୫ରେ ହେବ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ପ୍ରାର୍ଥୀମାନେ କିପରି ଉଚ୍ଚମାନର ପ୍ରଦର୍ଶନ କରିପାରିବେ ସେହି ଲକ୍ଷ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା ସିଭିଲ୍ ସର୍ଭିସ…
OSSC ଜାରି କଲା ବିଜ୍ଞପ୍ତି: ରାଜ୍ୟ ସରକାରଙ୍କର ୬ଟି ବିଭାଗରେ ପୂରଣ ହେବ ୬୭୩ଟି ପଦବୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ସ୍ତରୀୟ ବା ସମକକ୍ଷ ନିଯୁକ୍ତି ପରୀକ୍ଷା ପାଇଁ ଓଡ଼ିଶା କର୍ମଚାରୀ ଚୟନ…
ଏପ୍ରିଲ ୨୩ରେ ହେବ PGT ଗଣିତ ପଦ ପାଇଁ ଇଣ୍ଟରଭ୍ୟୁ: OPSC ୱେବସାଇଟରେ ଜାରି ହେଲା ଯୋଗ୍ୟ ପ୍ରାର୍ଥୀଙ୍କ ଲିଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଏପ୍ରିଲ ମାସ ୩୦ ତାରିଖରେ ପିଜିଟି ଗଣିତ ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ପାଇଁ…
୨୫୦ ଜଣ ATOଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର: ବିସ୍ତୃତ ବିଜ୍ଞପ୍ତି ଜାରି କଲା OSSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି…
OAVS ନିଯୁକ୍ତି: ୧୩୪୨ଟି ପ୍ରିନ୍ସିପାଲ ଓ ଶିକ୍ଷକ ପଦ ପୂରଣ ହେବ, ଅନଲାଇନ୍ ଆବେଦନ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ପକ୍ଷରୁ ୧୩୪୨ ଜଣ ପ୍ରିନ୍ସିପାଲ ଓ…