Browsing Category
ଶିକ୍ଷା
ନୌସେନାରେ ଚାକିରୀ ପାଇଁ ଇଚ୍ଛୁକ କି? ଖାଲି ପଡିଛି 250 ପଦବୀ, ଏମିତି କରନ୍ତୁ ଆବେଦନ
indian navy short service commission recruitment 2024 for 250 posts
SSC GD କନଷ୍ଟେବଳ ପଦବୀରେ ହେବ 39 ହଜାର ନିଯୁକ୍ତି, ଏମିତି କରନ୍ତୁ ଆବେଦନ
SSC GD Constable 2025 Notification Released know details
IBPS RRB PO ପ୍ରି ପରୀକ୍ଷାର ଆସିଲା ରେଜଲ୍ଟ, ଏହି ଡାଇରେକ୍ଟ ଲିଙ୍କକୁ ଯାଇ କରନ୍ତୁ ଚେକ୍
ନୂଆଦିଲ୍ଲୀ : ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକ୍ସନ୍ ପକ୍ଷରୁ ଆରଆରବି, ଗ୍ରୁପ୍ ଏ ପୋଷ୍ଟଗୁଡିକ ପାଇଁ କରାଯାଇଥିବା ପ୍ରି-ପରୀକ୍ଷାର ଫଳାଫଳ ଜାରି କରାଯାଇଛି ।
ଯେଉଁମାନେ ଆଇବିପିଏସ୍ ଆରଆରବି ପିଓ…
ମେଡିକାଲ ଶିକ୍ଷାରେ ଲାଗୁ ହେବ ‘CBME କରିକୁଲମ୍’ ପାଠ୍ୟକ୍ରମ! MBBS ସିଲାବସ୍ ପରିବର୍ତ୍ତନ ନେଇ ଗାଇଡଲାଇନ୍ସ ଜାରି କଲା NMC
ନୂଆଦିଲ୍ଲୀ: ମେଡିକାଲ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତୀୟ ମେଡିକାଲ ଆୟୋଗ (ଏନଏମସି) ଏନେଇ ଏକ ବଡ଼ ପ୍ରସ୍ତୁତି କରୁଛି । ମେଡିକାଲ ଶିକ୍ଷାର ପ୍ୟାଟର୍ଣ୍ଣ…
NCTE ସ୍ପଷ୍ଟ କଲା: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ ହେବେ ସ୍ୱତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ B.Ed କରିଥିବା ପ୍ରାର୍ଥୀ, ସମସ୍ତ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବି.ଏଡ୍ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସ୍ୱତନ୍ତ୍ର ଶିକ୍ଷାରେ ଦୁଇ ବର୍ଷିଆ ବି.ଏଡ୍ ଡିଗ୍ରୀଧାରୀ କନିଷ୍ଠ ଶିକ୍ଷକ ପାଇଁ…
ଅପେକ୍ଷାର ଘଟିଲା ଅନ୍ତ ! ଏନଟିପିସିର ୧୧୫୮୮ ପଦବୀ ପାଇଁ ନୋଟିସ୍ ଜାରି, ଜାଣନ୍ତୁ ଦରମା କେତେ
ନୂଆଦିଲ୍ଲୀ: ରେଲୱେର ଏହି ନିଯୁକ୍ତିକୁ ଦୀର୍ଘ ଦିନ ଧରି ଏହି ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ଅପେକ୍ଷା ଶେଷରେ ଶେଷ ହୋଇଛି । ଆରଆରବି ଏନଟିପିସି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ।
ଭାରତୀୟ ରେଳବାଇରେ…
OSSC ତରଫରୁ ଜରୁରୀ ସୂଚନା: ଯୁକ୍ତଦୁଇ ଧନ୍ଦାମୂଳକ (ମତ୍ସ୍ୟ) ଡିଗ୍ରୀ ଥିବା ପ୍ରାର୍ଥୀମାନେ ସିଧାସଳଖ JFTA ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ (ଜେଏଫଟିଏ) ପଦକୁ ନେଇ ଆସିଛି ଏକ ବଡ଼ ଖବର । ସିଏଚଏସଏଲ (ଯୁକ୍ତଦୁଇ) ନିଯୁକ୍ତି ପରୀକ୍ଷା ୨୦୨୪…
ଜୁନିୟର ଗ୍ରେଡ ଟାଇପିଷ୍ଟ ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ: ଓଡ଼ିଶା ହାଇକୋର୍ଟରେ ଦିଆଯିବ ନିଯୁକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ।…
ଆଖିରେ ଲୁହ, ମନରେ କୋହ… ପ୍ରଧାନଶିକ୍ଷକଙ୍କୁ କାନ୍ଦି କାନ୍ଦି ବିଦାୟ ଦେଲେ ଛାତ୍ରଛାତ୍ରୀ
ରସୁଲପୁର: ଯାଜପୁର ରସୁଲପୁର ଅନ୍ତର୍ଗତ ତୋରଡ଼ ଉଚ୍ଚ ବିଦ୍ୟାଳୟରେ ଜନ ସମାଗମ ଦେଖିବାକୁ ମିଳିଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ସାହୁ ମହୋଦୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛି ତୋରଡ଼ ଉଚ୍ଚ…
ITBP କନଷ୍ଟେବଲ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ବୟସ ସୀମା
ନୂଆଦିଲ୍ଲୀ: Indo Tibetan Border Police(ITBP)ରେ ଚାକିରି କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବର ୨, ୨୦୨୪ରୁ ଓଞଈଚ ଏହାର କନଷ୍ଟେବଲ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରୁଛି ।…