Browsing Category

ଶିକ୍ଷା

UGC-NET ୨୦୨୪ ପଞ୍ଜିକରଣର ଶେଷ ତାରିଖ ପୁଣି ବଢ଼ିଲା: ମେ ୧୯ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ୟୁଜିସି-ନେଟ ଜୁନ୍ ୨୦୨୪ ପଞ୍ଜିକରଣର ଶେଷ ତାରିଖ ପୁଣି ବୃଦ୍ଧି କରାଯାଇଛି । ପ୍ରାର୍ଥୀମାନେ ମେ ୧୯ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ । ଯେଉଁ…

OPSC ପ୍ରକାଶ କଲା ୩ୟ କରିଜେଣ୍ଡମ୍: ପୁଣି ବଢ଼ିଲା ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-I) ପଦର ଅନଲାଇନ୍ ଆବେଦନ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ-୧) ପଦର ଅନଲାଇନ୍ ଆବେଦନ ଅବଧି ପୂର୍ବରୁ ଦୁଇଥର ଥର ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ଥରେ ବୃଦ୍ଧି କରାଯାଇଛି । ପ୍ରଥମେ ମାର୍ଚ୍ଚ ୧୨ରୁ ଏପ୍ରିଲ ୧୬…

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା: ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷାର ଫଳାଫଳ । କେଉଁ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ କିଛି ନିଷ୍ପତ୍ତି ହୋଇନଥିଲେ ହେଁ ଏକ ସମୟରେ କଳା, ବିଜ୍ଞାନ ଓ…

ମେ ୧୫ ପାଇଁ କିଛି ସ୍ଥାନରେ ପରୀକ୍ଷା ସେଣ୍ଟର ଓ ସମୟ ବଦଳିଲା: CUET-UG ଆଡମିଟ୍ କାର୍ଡରେ ପରିବର୍ତ୍ତନ କଲା NTA

ନୂଆଦିଲ୍ଲୀ: ମେ ୧୫ରୁ ସିୟୁଇଟି-ୟୁଜି ପରୀକ୍ଷା ଆରମ୍ଭ ହେଉଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ପ୍ରଶାସନିକ କାରଣ ପାଇଁ କିଛି ସ୍ଥାନରେ ପରୀକ୍ଷା କେନ୍ଦ୍ର ଓ ସମୟ ସୂଚୀରେ ପରିବର୍ତ୍ତନ କରଯାଇଛି । ତେଣୁ…

ଓଡ଼ିଶା ହାଇକୋର୍ଟ ପକ୍ଷରୁ ପୁଣି ନିଯୁକ୍ତି: ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ପୂର୍ବରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବେ ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ…

‘ମେମୋରୀ ଅଫ୍ ଦି ୱାର୍ଲ୍ଡ ତାଲିକା’ ରେ ସାମିଲ ହେଲା ‘ରାମଚରିତମାନସ୍’ ଏବଂ ‘ପଞ୍ଚତନ୍ତ୍ର’ର ପାଣ୍ଡୁଲିପି

ନୂଆଦିଲ୍ଲୀ: ଗୋସ୍ୱାମୀ ତୁଳସିଦାସଙ୍କ ଦ୍ୱାରା ଲିଖିତ 'ରାମଚରିତମାନସ'ର ପାଣ୍ଡୁଲିପି' ମେମୋରୀ ଅଫ୍ ୱାର୍ଲ୍ଡ ତାଲିକା'ରେ ସାମିଲ କରାଯାଇଛି । 'ରାମଚରିତମାନସ୍' ସମେତ ମୋଟ ତିନୋଟି ପାଣ୍ଡୁଲିପି ବିଶ୍ୱ ତାଲିକାରେ ସ୍ଥାନ…

ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି: ପୂରଣ ହେବ ASO ପଦ, ଅନଲାଇନ୍ ଆବେଦନ ଖୁବଶୀଘ୍ର ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମେ ୨୦ରୁ ଜୁନ ୧୮ ମଧ୍ୟରେ ଅନଲାଇନ୍ ଆବେଦନ…

ସିବିଏସଇ ଦ୍ୱାଦଶ ପରୀକ୍ଷା; ୯୯.୨% ମାର୍କ ରଖି ଟପ୍ପର ହୋଇଥିବା ସୁରଭି କହିଲେ କିପରି କରୁଥିଲେ ପ୍ରସ୍ତୁତି

ନୋଏଡା: ସିବିଏସଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ଘୋଷଣା କରିଦିଆଯାଇଛି । ତେବେ ଏଥିରେ ନୋଏଡାର ଆମିଟି ସ୍କୁଲର ଛାତ୍ରୀ ସୁରଭି ମିତ୍ତଲ ସର୍ବାଧିକ ୯୯.୨% ମାର୍କ ରଖିଛନ୍ତି । ଏଥିମଧ୍ୟରୁ ସେ ଇଂରାଜୀରେ ୧୦୦ ଓ ଗଣିତରେ ୯୮…

ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆବେଦନ: ଜାଣନ୍ତୁ କିପରି Apply କରିପାରିବେ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନୌସେନା ଦ୍ୱାରା ଅଗ୍ନିବୀର (MR) - 02/2024 ବ୍ୟାଚ୍ ତଥା ଅଗ୍ନିବୀର(SSR) - 02/2024 ବ୍ୟାଚରେ ଭର୍ତ୍ତି ପାଇଁ…

ପରୀକ୍ଷା ପ୍ରସ୍ତୁତି ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ପାଇବେ ସଫଳତା

ସାଧାରଣତଃ ପରୀକ୍ଷା ପାଖେଇ ଆସିଲେ ବିଦ୍ୟାର୍ଥୀ ପଢ଼ାପଢ଼ିରେ ବ୍ୟସ୍ତ ରୁହନ୍ତି। ପରୀକ୍ଷାରେ କିଭଳି ଭଲ ମାର୍କ ରଖିବେ, ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ସେହିପରି ଦିନରାତି ପରିଶ୍ରମ କରିବା ପରେ ମଧ୍ୟ…