fbpx
Browsing Category

କରୋନା

ଏସ୍‌ବିଆଇ ପକ୍ଷରୁ ଆରୋଗ୍ୟମ୍‌ ସ୍ୱାସ୍ଥ୍ୟସେବା ବ୍ୟବସାୟ ଋଣ ସେବା ଆରମ୍ଭ, ୧୦ ଲକ୍ଷରୁ ଆରମ୍ଭ କରି ସର୍ବାଧିକ ୧୦୦ କୋଟି ପର୍ଯ୍ୟନ୍ତ ନେଇ ହେବ…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଆରୋଗ୍ୟମ୍‌ ସ୍ୱାସ୍ଥ୍ୟ ସେବା ବ୍ୟବସାୟ ଋଣକୁ ଉନ୍ମୋଚନ କରାଯାଇଛି ।…

କୋଭିଡକୁ ଦୂରେଇ ରଖିବ ଏହି ସମସ୍ତ ଖାଦ୍ୟ

ଓଡ଼ିଶା ଭାସ୍କର: କରୋନାର ସଙ୍କଟରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ରୋଗ ପ୍ରତିଶେଧକ ଶକ୍ତି ବଢାଇବାକୁ ସମସ୍ତେ ପ୍ରାଧାନ୍ୟ ଦେଉଛନ୍ତି । ଏପରି ସ୍ଥଳେ ଆମର ରୋଗ ପ୍ରତିରୋଧକ ଶକ୍ତି ଆମର ଖାଇବା ଅଭ୍ୟାସ ସହିତ…

କରୋନାର ନୂଆ ଲକ୍ଷଣ; ୧୩ ବର୍ଷୀୟ ବାଳକର ମସ୍ତିଷ୍କ ଅଚଳ

ହାଇଦ୍ରାବାଦ: କରୋନା ଭାଇରସର ପରିବର୍ତ୍ତିତ ରୂପ ଦିନକୁ ଦିନ ଭୟର ମାହୋଲ ସୃଷ୍ଟି କରିଛି । ଏହାର ବିଭିନ୍ନ ଭାରିଆଣ୍ଟରେ ନୂତନ ଲକ୍ଷଣ ମାନ ପ୍ରକାଶ ପାଉଥିବା ବେଳେ ଏକ ୧୩ ବର୍ଷୀୟ ବାଳକର ମସ୍ତିଷ୍କ ଅଚଳ ହୋଇଛି । କରୋନା…

କେତେ ଭୟଙ୍କର ହୋଇପାରେ କରୋନାର ତୃତୀୟ ଲହର, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଦେଶ ସାରା ଏହାର ପ୍ରକୋପ ଜାରି ରଖିଛି, ଯାହା ଜୀବନ ଏବଂ ଅର୍ଥ ବ୍ୟବସ୍ଥାକୁ ପ୍ରଭାବ କରିଛି । କରୋନା ଯୋଗୁଁ ଭାରତରେ ଏପର୍ୟ୍ୟନ୍ତ ପାଖାପାଖି ୪ ଲକ୍ଷ ଲୋକଙ୍କର ମୃତ୍ୟୁ…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୨୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଓଡ଼ିଶାରୁ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ରାଜ୍ୟରେ କମିବା ବଦଳରେ ବଢ଼ିବାରେ ଲାଗିଛି କରୋନା: ଆଜି ୩୪୦୮ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୩୨ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୩୨ ହଜାର ୪୫୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୫ ଲକ୍ଷ ୩୨…

ସେରମ୍‌ର ବଡ଼ ଘୋଷଣା: ଜୁଲାଇରୁ ଶିଶୁଙ୍କ ଉପରେ ଷ୍ଟେଜ୍‌-୨ ଓ ଷ୍ଟେଜ୍‌-୩ ଟିକା ଟ୍ରାଏଲ୍‌, ୯୨୦ଜଣ ପିଲାଙ୍କ ଉପରେ ହେବ ପରୀକ୍ଷଣ

ନୂଆଦିଲ୍ଲୀ/ପୁନେ (ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହର ସମୟରେ ଛୋଟ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏବେ ଶିଶୁମାନଙ୍କ ଟିକାକରଣ ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ…

ପୁଣି ବିଶ୍ୱବାସୀଙ୍କ ଭୟ ବଢ଼ାଇଲା କରୋନା ନୂଆ ଭାରିଏଣ୍ଟ : ବ୍ରିଟେନ୍‌ରେ ଲାମ୍ୱଡା ଓ ଡେଲ୍‌ଟା ଭାରିଏଣ୍ଟ୍‌ ଆତଙ୍କ, ୬ ଜଣ ଲାମ୍ୱଡା ସଂକ୍ରମିତ…

ଲଣ୍ଡନ,(ଓଡ଼ିଶା ଭାସ୍କର) : ମହାମାରୀ କରୋନାର ନୂତନ ନୂତନ ଭାରିଏଣ୍ଟ ଚିହ୍ନଟ ହେବା ପୁଣିଥରେ ବିଶ୍ୱବାସୀଙ୍କ ଭୟ ବଢ଼ାଇବାରେ ଲାଗିଲାଣି । କରୋନାର ଗୋଟିଏ ପରେ ଗୋଟିଏ ଲହର ଏବେ ଲୋକଙ୍କ ମନରେ ଆତଙ୍କ ରଚି ଚାଲିଛି ।…