Browsing Category

ଅପରାଧ

Boyfriend ପାଇଁ ମା’କୁ ହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ରୀ, ବେହୋସ କରି ପ୍ରେମିକ ସହ ମିଶି ଚିପିଦେଲେ ମା’ର ତଣ୍ଟି

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା, ଯାହା ସ୍ଥାନୀୟ ଅଂଚଳରେ ଭୟର ବାତାବରଣ। ପ୍ରେମିକ ପାଇଁ ମା' କୁ ବଳି ଦେଲା ଝିଅ । ପ୍ରେମିକର ପ୍ରେମ ଆଗରେ ଫିକା ପଡ଼ିଗଲା ମା'ର…

YouTuber ଲବ ହାଂସଦାଙ୍କୁ କୌଣସି ମୁହୂର୍ତ୍ତରେ ଟେକି ନେଇଯିବ ପୋଲିସ, ପ୍ରେମିକାଙ୍କୁ ହତ୍ୟା ସାଙ୍ଗକୁ ଏକାଧିକ ସଙ୍ଗିନ ଅଭିଯୋଗ ଆସିଛି…

ଭୁବନେଶ୍ୱର: ତାଞ୍ଜାନିଆ ୟୁଟ୍ୟୁବର କିଲି ପଲଙ୍କ ପୋଲ୍ ଖୋଲି ନାମ କରିଥିବା ଓଡ଼ିଆ ଟ୍ରାଭେଲ ଇନଫ୍ଲ୍ୟୁଏନ୍ସର ଲବ ହାଂସଦା ଏବେ ବିବାଦରେ । ଯେ କୌଣସି ମୁହୂର୍ତ୍ତରେ ବେଙ୍ଗାଲୁରୁ ପୋଲିସ ଲବଙ୍କୁ ଗିରଫ କରିପାରେ ।…

ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ, ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା

ପୁରୀ: କିଛି ଦିନରେ ବିରତି ପରେ ପୁଣିଥରେ ଶ୍ରୀକ୍ଷେତ୍ରରୁ ହତ୍ୟା ଖବର ସାମ୍ନାକୁ ଆସିଛି । ପଇଡ ତୋଳା ବିବାଦକୁ ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘରେ ଶୋଇଥିବା ବେଳେ ଯୁବକଙ୍କୁ ହାଣି…

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଚାଲିଗଲା ୩ ଜଣଙ୍କ ଜୀବନ

ଭୁବନେଶ୍ବର: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗଛରେ କାର୍ ପିଟି ହେବା କାରଣରୁ 3ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଭାରସାମ୍ୟ ହରାଇଲା କାର୍- ବୈପାରୀଗୁଡ଼ା ଥାନା ଚନ୍ଦ୍ରପଡ଼ା ନିକଟରେ ଏହି…

ସୁପ୍ରିମକୋର୍ଟରେ ପୀଡ଼ିତାଙ୍କୁ ବିବାହ ପ୍ରସ୍ତାବ ଦେଲେ ବଳାତ୍କାର ଅଭିଯୁକ୍ତ, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୧୫ା୫: ଗୁରୁବାର ସୁପ୍ରିମକୋର୍ଟ ଜଣେ ବଳାତ୍କାର ଦୋଷୀଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି। ଏହାର କାରଣ ହେଉଛି ଦୋଷୀ ଏବଂ ପୀଡିତା ପରସ୍ପରକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ବିଚାରପତି ବିଭି…

ଦୋକାନରେ କଳାକନା ବୁଲାଇଲା ଲଙ୍ଗଳା ଚୋର, ୨୫ ଲକ୍ଷ ଟଙ୍କାର ମୋବାଇଲ ଉଠେଇ ନେଲା

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଚୋରୀର ସିସିଟିଭି ଫୁଟେଜ୍ ଜାରି ହେବା ପରେ ସତ୍ୟସତ୍ୟ ଏବେ ବାହାରକୁ ଆସିଛି । ବେଙ୍ଗାଲୁରୁ ବୋମ୍ମାନହଲିସ୍ଥିତ ଶୋ’ରୁମ୍ରେ ହୋଇଥିବା ଚୋରି ସିସିଟିଭି…

ରାକ୍ଷସ ସ୍ବାମୀର ନାରକୀୟ କାଣ୍ଡ..ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ପୋଡିଲା, ପରେ ଅଗଣାରେ ପୋତିଦେଲା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ରାଜଧାନୀ ସିମଲାର ଘନପେରି ଗାଁରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ  ହତ୍ୟା କରି ଘର ଅଗଣାରେ ଏକ ଗାତ ଖୋଳି ତାଙ୍କ ମୃତଦେହକୁ ପୋଡ଼ି ଦେବାକୁ…

ପୁଣି ଲଜ୍ଜା: ଭାବି ସ୍ୱାମୀ ସାମ୍ନାରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ, ଭିଡିଓ ବି କଲେ ଭାଇରାଲ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାରୁ ଏକ ଲଜ୍ଜାଜନକଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟ ଯୁବତୀ ଗାଁର ୬ଜଣ ଯୁବକଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହାପରେ ଯୁବତୀ ନ୍ୟାୟ ପାଇଁ…

ବେଙ୍ଗ, ଝିଟିପିଟି ମଦ ବେଶୀ ସୁଆଦିଆ, ପଞ୍ଜାବରେ ବଢୁଛି ଏହାର ଆଦର

ପଟିଆଲା: ସରକାର ଅଧିକ ରାଜସ୍ୱ ଚାହୁଁଥିବାରୁ ପଞ୍ଜାବରେ ମଦର ମୂଲ୍ୟ ଆକାଶଛୁଆଁ ହେଉଛି, ତେଣୁ ଶସ୍ତା ମଦର ଚାହିଦା ବଢିଯାଇଛି । ମଙ୍ଗଳବାର ଦିନ ପଞ୍ଜାବର ଅମୃତସରର ଅନେକ ଗାଁରେ ବିଷାକ୍ତ ମଦ ପିଇ 21 ଜଣଙ୍କର ମୃତ୍ୟୁ…

ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ, ଜଣେ ଗିରଫ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ବୋମା। ଆଜ୍ଞା ହଁ ଏପରି ଏକ ଖବର ଶୁଣି କୋଲକାତା ବିମାନବନ୍ଦରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ମୁମ୍ବାଇ ବିମାନ ଉଡ଼ାଣକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି…