fbpx
BJD SKY
BJD SKY
Browsing Category

ଅପରାଧ

ଘରେ ପଶି ନାବାଳିକାଙ୍କ ଉପରେ ଏସିଡ୍ ଆଟାକ

ଦିନକୁ ଦିନ ବଢି ଚାଲିଛି ଏସିଡ ଆଟାକ । ଅନେକ ସମୟରେ ଆକ୍ରମଣକାରୀମାନେ ଦିନ ଦ୍ୱିପ୍ରହରରେ ରାସ୍ତା ମଝିରେ ଆକ୍ରମଣ କରୁଥିବା ବେଳେ ବର୍ତ୍ତମାନ ଘରେ ପଶି କରୁଛନ୍ତି ଆକ୍ରମଣ । ବିହାରର ମୁଜଫରପୁର ଜିଲ୍ଲାରେ ଏଭଳି ଏକ…

ମହିଳା ପୋଲିସ କର୍ମୀଙ୍କ ସହ ଅଶ୍ଳୀଳ କାମ କରୁଥିବା ନଜର ଆସିଲେ କନେଷ୍ଟବଳ, ସିସିଟିଭ ଫୁଟେଜ୍ ଭାଇରାଲ

ୟୁପି: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପୋଲିସ ଷ୍ଟେସନରେ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ଡେସ୍କ ସ୍ଥାପନ କରିଛନ୍ତି । ଏହାରି ମଧ୍ୟରେ କାନପୁରରେ ପୁରୁଷ ପୋଲିସ କର୍ମଚାରୀ ନିଜ ବିଭାଗର ମହିଳା…

ପୋଲିସ ପରିଚୟ ଦେଇ ବନ୍ଧୁକ ମୁନରେ ଅପହରଣ : ଯୁବକଙ୍କୁ ଛାଡ଼ିବା ପାଇଁ ୭ ଲକ୍ଷ ଡିମାଣ୍ଡ କଲେ ଦୁବୃର୍ତ୍ତ, ୩ ଲକ୍ଷ ଦେଲେ ପରିବାରଲୋକ !

ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଘରୁ ଅପହଣର କରି ନିଆଯାଇଥିଲା । ପରେ ୭ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଯୁବକ ଜଣକ…

କାଠ କାଟିବା ମେସିନ୍‌ରେ ବେକ କାଟି ଯବାନଙ୍କ ଆତ୍ମହତ୍ୟା, ତଦନ୍ତ ଆରମ୍ଭ କଲା ପୋଲିସ

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା । ବିଜାପୁରରେ ମୁତୟନ ଜଣେ ସିଆର୍‌ପିଏଫ୍‌ ଯବାନ କାଠ କାଟିବା ମେସିନ୍‌ରେ ବେକ କାଟି ଆତ୍ମହତ୍ୟା କରିଛନ୍ତି । ଜିଲ୍ଲାର ଜେତାଲୁର ମାର୍ଗ ଠାରେ…

ପୁଣି ଠାବ ହେଲା ନକଲି କାରଖାନା, ରେଡ୍ କରି ଜବତ କଲା କମିଶନରେଟ ପୋଲିସ୍

କଟକ: ଜଗତପୁରରେ ଠାବ ହେଲା ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି  । ଶୁକ୍ରବାର ସିଏମସି, ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସର ମିଳିତ ରେଡ୍ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କମ୍ପାନୀ । ଏଠାରେ ଅନେକ ନାମୀଦାମୀ…

ଶ୍ୱଶୁର ଘରେ ବିଷ ପଇ ଆତ୍ମହତ୍ୟା କଲା ଜ୍ବାଇଁ, ଆଜି ହେବ ଶବ ବ୍ୟବଚ୍ଛେଦ

ବାଲିାଟଣା (ଭାସ୍କର ନ୍ୟୁଜ୍‌): ବାଲିପା।ଟଣା ଥାନା ଅନ୍ତର୍ଗତ ସାହବ ନଗର ଗ୍ରାମର ପ୍ରଦିପ୍ତ କୁମାର ରାୟ (୪୫) କିଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ପ୍ରଦିପ୍ତ କୁମାର ରାୟ ଓରଫ୍‌…

ଚିକିଟି ଅଞ୍ଚଳରୁ ବିପୁଳ ପରିମାଣର ମହୁଲି ମଦ ଜବତ, ୨ମହିଳା ଓ ୨ ପୁରୁଷ ବେପାରୀ ଗିରଫ

ଚିକିଟି, (ଭାସ୍କର ନ୍ୟୁଜ୍‌) : ଗଞ୍ଜମ ଜିଲ୍ଲା ଅନ୍ତର୍ଗତ ଚିକିଟି ଅବକାରୀ ବିଭାଗ ଇଲାକାର ବିଭିନ୍ନ ଜାଗାରେ ବିଭାଗର ଅଧିକ୍ଷ ରମେନ୍ଦ୍ର ନାୟକୟଙ୍କ ନିର୍ଦ୍ଦେଶକ୍ରମେ ଘନ ଘନ ଚଢ଼ାଉ ହୋଇଥିଲା । ଏହି ଚଢ଼ାଉ ଚିକିତପେଙଋ,…

ଧଳା ଜହର କବଳରେ ଯୁବପୀଢ଼ି ! ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ନାବାଳିକା ସମେତ ୪ ଗିରଫ

ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍‌): ବ୍ରାଉନସୁଗର ଜହର କବଳରେ ପିଲାଠାରୁ ଯୁବପିଢ଼ୀ । ଏହି ଜହର ମାୟାରେ ପଡି ବହୁ ଯୁବପିଢ଼ୀ ବାଟବଣା ହେବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ବିଶେଷକରି ଖୋର୍ଦ୍ଧା…

ଶ୍ୱଶୁର ଘରର ଜିଦ୍‌ ଯୋଗୁ ଜୀବନ ହାରିଲା ଜ୍ୱାଇଁ ! ବିବାହର ୯ ଦିନ ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ

ମାଲକାନଗିରି (ଭାସ୍କର ନ୍ୟୁଜ୍‌): ବିବାହର ୯ ଦିନ ପରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଦେଲେ ଜଣେ ଯୁବକ । ଶ୍ବଶୁର ଘରର ଜିଦ୍‌ ଯୋଗୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର ଧରିଛି । ପତ୍ନୀକୁ ତାଙ୍କ ପରିବାର ଲୋକେ…

ସ୍ନେହଲତା ହତ୍ୟା ଘଟଣାକୁ ବିତିଲା ୭ ବର୍ଷ: ଆଜି ପର୍ଯ୍ୟନ୍ତ କୋର୍ଟରେ ଦାଖଲ ହୋଇନି ଚାର୍ଜସିଟ୍‌ !

ବଲାଙ୍ଗିର, (ଭାସ୍କର ନ୍ୟୁଜ୍‌): ଆଜିକୁ ଠିକ୍‌ ୭ ବର୍ଷ ତଳେ ବଲାଙ୍ଗିର ଜିଲ୍ଲାର ଖପ୍ରାଖେଲ ବ୍ଲକ ସର୍ଗି ।ଲି ଗାଁରେ ସ୍ନେହଲତା ଛତ୍ରିଆ ନାମକ ଏକ ଦଳିତ, ମେଧାବୀ ଛାତ୍ରିକୁ ଗଣଧର୍ଷଣ ପରେ ହତ୍ୟା କରାଯାଇଥିଲା । ଉକ୍ତ…