Browsing Category

ଅପରାଧ

ଉଡ଼ନ୍ତା ବିମାନରେ ଶୋଇଗଲେ ଉଭୟ ପାଇଲଟ୍; ହେଲେ ସୁରକ୍ଷିତ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ବିମାନ ବାଟିକ୍ ଏୟାରର ଦୁଇ ପାଇଲଟ୍ ବିମାନ ମଝିରେ ଶୋଇ ପଡ଼ିଥିଲେ । ଇଣ୍ଡୋନେସିଆ ସରକାର ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରୁଛନ୍ତି । ଜାନୁଆରୀ ୨୫ ରେ ବାଟିକ୍ ଏୟାର ର ବିମାନଟି…

(Video) ଖୋର୍ଦ୍ଧା ରୋଡ ଷ୍ଟେସନରେ ୩ ପେଟି ଗୋମାଂସ ଜବତ, ଜଣେ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ଜବତ ହେଲା ତିନିବାକ୍ସ ମାଂସ । ଜବତ ମାଂସ ଗୋମାଂସ ବୋଲି ସନ୍ଦେହ । ଏଇ ନେଇ ଜଣକୁ ଅଟକ ରଖିଛି ଖୋର୍ଦ୍ଧା ରୋଡ ଏଜଚ । କିଛି ଦିନ ହବ ଖୋର୍ଦ୍ଧା ରୋଡ…

ଜିଏନ୍ ସାଇବାବାଙ୍କ ମୁକ୍ତିକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବାଙ୍କ ମୁକ୍ତିକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ…

ପାଣି ବଦଳରେ ନଳକୂପରୁ ଛୁଟିଲା ମଦର ସୁଅ, ବୁଲଡୋଜର ଲଗାଇ ପୋଲିସ କଲା ସନ୍ଧାନ

ଝାନ୍‌ସୀ: ଝାନ୍‌ସୀରେ ନଳକୂପରୁ ପାଣି ବଦଳରେ ବାହାରୁଛି ମଦ । ପୋଲିସ ଏଠାରେ ଅବୈଧ ମଦ କାରବାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପହଞ୍ଚିଥିଲା । ଏହି ସମୟରେ ଭୂମି ତଳେ ବହୁ ଫୁଟ ତଳେ ଡ୍ରମ୍‌ରେ ଲୁଚାଇ…

ଶିବରାତ୍ରୀରେ ସାମ୍ନାକୁ ଆସିଲା ଭୟାନକ ଚିତ୍ର, ମଶାଣୀରେ ଜଳନ୍ତା ଚିତାରେ ୩ ଯୁବକ କରୁଥିଲେ ତନ୍ତ୍ର ସାଧନା

ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶ ଗୁନାର ଗୋପାଳପୁର ସ୍ଥିତ ଶ୍ମଶାନ ଘାଟରୁ ଯେଉଁ ଖବର ଆସିଛି ତାହା ଜାଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ । ଗୋପାଳପୁର ଶ୍ମଶାନରେ ୩ ଜଣ ତାନ୍ତ୍ରିକ ଜଳୁଥିବା ଚିତା ସହ ତନ୍ତ୍ର ସାଧନା…

ସମଲିଙ୍ଗି ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ମନା କରିବାରୁ ସାଙ୍ଗକୁ ମାରିଦେଲେ ସାଙ୍ଗ

ଜୟପୁର: ସମାଜରେ ଦିନକୁ ଦିନ ବଢିବାରେ ଲାଗିଛି ଯୌନ ସମ୍ପର୍କିତ ଅପରାଧ। ଯଦି ଦେଖିବା ଏଇ କେଇଦିନ ଭିତରେ ସମଲିଙ୍ଗି ଅପ୍ରାକୃତିକ ଯୌନ ସମ୍ପର୍କିତ ଅପରାଧ ଅଧିକ ମାତ୍ରାରେ ବୃଦ୍ଧି ପାଇଛି। ରାଜସ୍ଥାନରେ ବନ୍ଧୁତାର…

ମଣିପୁରରେ ଭାରତୀୟ ସେନାର ଜେସିଓଙ୍କୁ ଘରୁ ଅପହରଣ କରିନେଲେ ଦୁର୍ବୃତ୍ତ; ସର୍ଚ୍ଚ ଅପରେସନ ଜାରି

ଇମ୍ଫାଲ୍: ଭାରତୀୟ ସେନାର ଜଣେ କନିଷ୍ଠ କମିଶନଅଫିସରଙ୍କୁ ମଣିପୁରର ଥୋବାଲ ଜିଲ୍ଲାରେ ଥିବା ତାଙ୍କ ବାସଭବନରୁ ଅପହରଣ କରାଯାଇଛି। ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଛି। କୋହିମାରେ ଅବସ୍ଥାପିତ ଭାରତୀୟ…

ସନ୍ଦେଶଖାଲି ମାମଲା: ଅଭିଯୋଗକୁ ଖଣ୍ଡନ କଲେ ଅଭିଯୁକ୍ତ ଶାହାଜାହାଁ ଶେଖ୍

କୋଲକାତା: ପଶ୍ଚିମବଙ୍ଗରେ ସନ୍ଦେଶଖାଲି ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖ୍ ଶୁକ୍ରବାର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରଥମ ଥର ପାଇଁ ଶାହାଜାହାନ ଶେଖ ତାଙ୍କ ସ୍ପଷ୍ଟୀକରଣରେ…

ଅମୃତପାଲ ସିଂହଙ୍କ ନିକଟରୁ ନିଶା ଦ୍ରବ୍ୟ ଜବତ ଘଟଣାରେ ଗିରଫ ହେଲେ ଡିବ୍ରୁଗଡ଼ ଜେଲ୍ ଅଧୀକ୍ଷକ

ନୂଆଦିଲ୍ଲୀ: ଗୁରୁବାର ରାତିରେ ଡିବ୍ରୁଗଡ଼ ସେଣ୍ଟ୍ରାଲ ଜେଲ୍ ଅଧୀକ୍ଷକ ନିପେନ ଦାସଙ୍କୁ ଆସାମ ପୁଲିସ ଗିରଫ କରିଛି। ଡିବ୍ରୁଗଡ଼ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା 'ଓ୍ଵାରିସ୍ ପଞ୍ଜାବ ଦେ' ସଂଗଠନର ମୁଖ୍ୟ ତଥା ଖାଲିସ୍ତାନ…

ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସକାଳୁ ସକାଳୁ ଇଡିର ଆକ୍ସନ, ଅନେକ ସ୍ଥାନରେ ଚଢ଼ଉ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ପଶ୍ଚିମବଙ୍ଗରେ ସକାଳୁ ସକାଳୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନେକ ସ୍ଥାନରେ ଚଢ଼ାଉ ଜାରି…