Browsing Category
ଅପରାଧ
ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସକାଳୁ ସକାଳୁ ଇଡିର ଆକ୍ସନ, ଅନେକ ସ୍ଥାନରେ ଚଢ଼ଉ
କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ପଶ୍ଚିମବଙ୍ଗରେ ସକାଳୁ ସକାଳୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନେକ ସ୍ଥାନରେ ଚଢ଼ାଉ ଜାରି…
ଭୟଙ୍କର ପ୍ରେମ କାହାଣୀ: ପ୍ରଥମେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କଲେ ଲିଙ୍ଗ ପରିବର୍ତ୍ତନ, ପରେ ବିବାହ ପାଇଁ ମନା କରିବାରୁ..
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । କାଫେ ସଂଚାଳକଙ୍କ ପ୍ରେମରେ ପାଗଳ ହୋଇ ଜଣେ ଫ୍ୟାଶନ ଡିଜାଇନର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଏଥିସହ…
ରାଷ୍ଟ୍ରପତିଙ୍କ ଡ୍ୟୁଟି ବେଳେ ବଡ଼ ଅଘଟଣ: ଚୋରି ହୋଇଗଲା କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ରାଇଫଲ
ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ମହାମହିମଙ୍କ ଗସ୍ତ ସମୟରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କ ଇନସାସ ରାଇଫଲ ଗାଏବ ହୋଇ ଯାଇଥିବା ନେଇ ସୂଚନା ମିଳିଛି । ସପ୍ତମ…
BREAKING…ସନ୍ଦେଶଖାଲି ଆକ୍ରମଣ ମାମଲାରେ ଶାହଜାହାନ ଶେଖଙ୍କୁ ଗିରଫ କଲା ସିବିଆଇ
କୋଲକାତା: ସନ୍ଦେଶଖାଲି ଆକ୍ରମଣ ମାମଲାରେ ଶାହଜାହାନ ଶେଖଙ୍କୁ ଗିରଫ କଲା ସିବିଆଇ। ସନ୍ଦେଶଖାଲିରେ ଇଡି ଟିମ୍ ଉପରେ ହୋଇଥିବା ଆକ୍ରମଣ ମାମଲାରେ ସିବିଆଇ ବୁଧବାର ସନ୍ଧ୍ୟାରେ ଶାହାଜାହାଁ ଶେଖଙ୍କୁ ଗିରଫ କରିଥିଲା।…
ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲା; ଅପରାଧୀ ବିଷୟରେ ସୂଚନା ଦେଲେ ୧୦ଲକ୍ଷ ଟଙ୍କା ପୁରସ୍କାର ଦେବ NIA
ବେଙ୍ଗାଲୁରୁ: ରାମେଶ୍ୱର କ୍ୟାଫେ ବିସ୍ଫୋରଣ ମାମଲାରେ ୱାଣ୍ଟେଡ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦେବ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) । ଏନ୍ ଆଇଏ କହିଛି ଯେ, ୱାଣ୍ଟେଡ୍ ବ୍ୟକ୍ତିଙ୍କ ବିଷୟରେ…
BIG BREAKING…ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ
ଆନନ୍ଦପୁର: ବହୁଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ । କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ…
(Video) ଜାଲିଆତି କରି ଭାରତୀୟଙ୍କୁ ସେନାରେ ଭର୍ତ୍ତି କରୁଛି ରୁଷ୍; ଭିଡିଓରେ ଦୁଃଖ ବଖାଣିଲେ ୭ ପଞ୍ଜାବୀ ଯୁବକ
ନୂଆଦିଲ୍ଲୀ: ରୁଷ୍ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ଭାରତୀୟଙ୍କୁ ଧୋକା ଦେଇ ସେନାରେ ଭର୍ତ୍ତି କରୁଛି ରୁଷ୍। ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ପ୍ରଶିକ୍ଷଣ ଦେଉଥିବା ଅଭିଯୋଗ। ଭିଡିଓ ମାଧ୍ୟମରେ ଅଭେଯୋଗ…
ପୋଲିସ ନିଯୁକ୍ତି ପ୍ରଶ୍ନପତ୍ର ଲିକ୍ ମାମଲା; ଟପର୍ଙ୍କ ସମେତ ୧୪ ଜଣ ଟ୍ରେନି ସବ୍ ଇନ୍ସପେକ୍ଟର ଗିରଫ
ଜୟପୁର: ରାଜସ୍ଥାନ ପୁଲିସ ସବ୍ ଇନ୍ସପେକ୍ଟର (ଏସ୍ ଆଇ) ନିଯୁକ୍ତି ୨୦୨୧ ପେପର ଲିକ୍ ମାମଲାରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ମଙ୍ଗଳବାର ବଡ଼ ତଥ୍ୟ ସାର୍ବଜନୀନ କରିଛି। ପେପର ଲିକ୍ ମାମଲାର ତଦନ୍ତ ବେଳେ ଏସଓଜି…
ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେବା ମାମଲା; ୩ ଜଣଙ୍କୁ ଗିରଫ କରିଲା ବେଙ୍ଗାଲୁରୁ ପୋଲିସ
ବେଙ୍ଗାଲୁରୁ: କଂଗ୍ରେସ ନେତା ନାସିର ହୁସେନ ରାଜ୍ୟସଭାକୁ ନିର୍ବାଚିତ ହେବା ସମୟରେ 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦେଇଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଫରେନସିକ୍ ସାଇନ୍ସ…
୩୭୦୦ କଏଦୀ ଜେଲରୁ ଖସି ଯିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର
ନୂଆଦିଲ୍ଲୀ: କ୍ୟାରିବିଆନ୍ ଦେଶ ହାଇତିରେ କଏଦୀମାନେ ଜେଲ୍ ଭାଙ୍ଗି ପଳାଇଯିବା ଘଟଣା ସାମ୍ନାକୁ ଆସିଛି। ରବିବାର ଦିନ ସଶସ୍ତ୍ର ଗୋଷ୍ଠୀ ପୋର୍ଟ ଓ ପ୍ରିନ୍ସ ଜେଲ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅତି କମରେ ୧୨…