Browsing Category
ଅପରାଧ
ହୋଟେଲ ନ ଗଲେ ମୁଁ ମୋ ହାତ କାଟିଦେବି ,ପ୍ରଥମେ ବ୍ଲାକମେଲ ଆଉ ତାପରେ ବଳାତ୍କାର
ଜୟପୁର:ପୁଣି ଥରେ ରାଜସ୍ଥାନରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଭାଇ-ଭଉଣୀ ସମ୍ପର୍କ କଳୁଷିତ ହେଇଛି । ଜୟପୁରର ବସି ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଯୁବକ ତାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ହୋଟେଲକୁ ବ୍ଲାକମେଲ…
(Video) ସ୍ୱାମୀର ଗୁପ୍ତାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ: ଗିରଫ ପରେ ଦେଖାଉଛି ଡେମୋ
ସ୍ତ୍ରୀ କାଟିଲା ସ୍ୱାମୀର ଗୁପ୍ତାଙ୍ଗ । ଦ୍ୱିତୀୟ ସ୍ତ୍ରୀ କାଟିଲା ସ୍ୱାମୀର ଗୁପ୍ତାଙ୍ଗ । ଆଉ ଏବେ ପୋଲିସକୁ ଗୋଟି ଗୋଟି କରି ଦେଖାଉଛି କେମିତି କାଟିଥିଲା ସ୍ୱାମୀର ଗୁପ୍ତାଙ୍ଗ । ହଁ ଆଜ୍ଞା, ଇଏ ହେଉଛି ସେଇ ସ୍ତ୍ରୀ…
କଣ୍ଟାବାଞ୍ଜି SDPO ହୃଷିକେଶ ମେହେର ସସପେଣ୍ଡ, ଥିଲା ଟଙ୍କା ହଡପ ଅଭିଯୋଗ
ବଲାଙ୍ଗୀର: ଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜେଇ ଟଙ୍କା ହଡପ ଅଭିଯୋଗରେ କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେର ସସପେଣ୍ଡ। ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କ ରିପୋର୍ଟ ପରେ ରାଜ୍ୟ ଗୃହ ବିଭାଗ ହୃଷିକେଶ ମେହେରଙ୍କୁ ସସପେଣ୍ଡ…
ଶିକ୍ଷକଙ୍କ ଦରମାରେ ବ୍ୟାପକ ଅବ୍ୟବସ୍ଥା;କାଠ ଗଢ଼ାରେ ଶିକ୍ଷା ବିଭାଗ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଶିକ୍ଷକ ବିଭାଗରେ ବିଭିନ୍ନ ସମୟରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ପୁଣି ଜିଲ୍ଲାର ଏକ୍ସ କେଡ଼ର ଶିକ୍ଷକ ସଂଘ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯାହା…
ଫିଟୁଛି ବ୍ଲାକମେଲ କୁଇନର ଗୁମର;ଟଙ୍କା ନଦେଲେ ଟିକ୍ ଟକ୍ କରିବ ବୋଲି ଦେଉଥିଲା ଧମକ
ଭୁବନେଶ୍ୱର:ଖୋଲୁଛି ଅର୍ଚ୍ଚନାଙ୍କ ଗୁମର । ଟଙ୍କା ପାଇଁ ଜୀବନ ନେବାକୁ ଧମକାଉଥିଲା ଅର୍ଚ୍ଚନା । ୩ କୋଟି ନ ଦେଲେ କାଟି ପିସ ପିସ କରି ଦେବ ବୋଲି କହୁଥିଲା ଅର୍ଚ୍ଚନା ।ତେବେ ଏହା ଭିତରେ ଫିଲ୍ମ ପ୍ରୟୋଜକ ଅକ୍ଷୟ…
ଗୁରୁ ନା ଦାନଵ :ପରୀକ୍ଷାରେ ଫେଲ ହେଲେ ବୋଲି ନିସ୍ତୁକ ପିଟିଲେ ଶିକ୍ଷକ,ଚାଲିଗଲା ନିରୀହ ଛାତ୍ରର ଜୀବନ
ନୋଏଡା:ଗ୍ରେଟର ନୋଏଡାରେ ଜଣେ ଶିକ୍ଷକଙ୍କୁ ମାଡ ମାରିବା କାରଣରୁ ଜଣେ ନିରୀହ ଛାତ୍ରଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହା ପରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ଏକକାଳୀନ ଛଅଟି ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଶ୍ରୀ ମାନସ ରଂଜନ ସାମଲଙ୍କ ଘରେ ଭିଜିଲାନ୍ସ । ମାନ୍ୟବର ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ର ୩ ଡିଏସପି, ୧୧ ଇନ୍ସପେକ୍ଟର,୨ ସବ୍…
ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ ଜବତ କଲା BSF: ତସ୍କରୀ ପାଇଁ ପଠାଯାଉଥିଲା ବାଙ୍ଗଲାଦେଶ
ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଭାରତ-ବାଙ୍ଗଲାଦେଶ ଅନ୍ତରାଷ୍ଟ୍ରୀୟ ସୀମାରେ ନିୟୋଜିତ ବିଏସଏଫ ଯବାନ ଅନେକ ମୋବାଇଲ ଜବତ କରିଛନ୍ତି । ଯାହାର ସଂଖ୍ୟା ୩୧୭ ରହିଛି । ଏଗୁଡ଼ିକ ଚୋରାଚାଲାଣ କରାଯାଉଥିଲା । ବିଏସଏଫ ଅନୂଯାୟୀ…
‘5G Upgrade’ ମେସେଜରୁ ଖାଲି ହୋଇ ଯାଉଛି ଆକାଉଣ୍ଟ: ଏହି ଭୁଲ ନ କରିବାକୁ ପୋଲିସର ଚେତାବନୀ
ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ୫ଜି ସେବା । ବିଭିନ୍ନ ସହରରେ ଜିଓ ଏବଂ ଏୟାରଟେଲ ସର୍ଭିସ ଲଞ୍ଚ ହୋଇ ସାରିଥିବା ବେଳେ ସେପଟେ ସ୍କାମର୍ସମାନେ ମଧ୍ୟ ଆକ୍ଟିଭ ହୋଇ ଯାଇଛନ୍ତି । ୫ଜି ସର୍ଭିସ ନାଁରେ ଲୋକମାନଙ୍କୁ…
ମାଗଣା ଅପରେସନ ନାଁରେ କାଢ଼ିନେଲେ ବୃଦ୍ଧଙ୍କ ଆଖି, ଲଗାଇଦେଲେ କାଚର ଗୋଲି
ଝାଡ଼ଖଣ୍ଡରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଡାକ୍ତର ଜଣେ ବୃଦ୍ଧଙ୍କର ମାଗଣାରେ ଆଖି ଅପରେସନ କରିବା ବାହାନାରେ ଅସଲି ଆଖି କାଢ଼ି ତା’ସ୍ଥାନରେ କାଚ ବାଟି ଲଗାଇଦେଇଥିଲେ ଡାକ୍ତର । ଅପରେସନର କିଛି…