Browsing Category
ଅପରାଧ
ରାତିକୁ ୬ ହଜାର, ଗେଷ୍ଟ ହାଉସ୍ରେ ସେକ୍ସ ରାକେଟ୍, ଅଡିଓ କ୍ଲିପ ଭାଇରାଲ ପରେ ଆକ୍ସନ
ଗୌହାଟି: ଆସାମର ଗୌହାଟିର ଏକ ଗେଷ୍ଟ ହାଉସ୍ରେ ଚାଲିଥିଲା ସେକ୍ସ ରାକେଟ। ଯେଉଁଠାରେ ଗୋଟିଏ ରାତି ପାଇଁ ୬୦୦୦ ଟଙ୍କା ହେଉଥିଲା ଆଦାୟ।
ଗୌହାଟି ସହରର ଜୋୟା ନଗର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଖୁଲାସା ହୋଇଛି। ପୋଲିସ…
କପିଲ ଶର୍ମାଙ୍କ କାନଡା କାଫେରେ ପୁଣି ଗୁଳିକାଣ୍ଡ, ଜେଲରେ ଥିବା ଗ୍ୟାଙ୍ଗଷ୍ଟରର ହାତ!
ମୁମ୍ବାଇ: ବଲିଉଡ ଅଭିନେତା ଏବଂ ସୁପରହିଟ୍ କମେଡିଆନ୍ କପିଲ ଶର୍ମାଙ୍କ କାଫେକୁ ଫାୟାରିଂ। ଦ୍ୱିତୀୟ ଥର କପିଲଙ୍କ କାନଡା କାଫେରେ ଫାୟାରିଂ ହୋଇଛି। କାଫେର ଝରକାରେ ୬ଟି ଗୁଳିର ଚିହ୍ନ ମିଳିଛି।
କାନଡା କାଫେ ଉପରେ…
ସଇତାନ ସାଙ୍ଗ; ୩ ବର୍ଷର ପୁରୁଣା ଝଗଡ଼ା, ବାରରେ ଛୁରୀ ଭୁସି ନେଲେ ପ୍ରତିଶୋଧ
କର୍ଣ୍ଣାଟକ: ବନ୍ଧୁ ହେଲା ଶତ୍ରୁ। ୩ବର୍ଷ ପୁରୁଣା ପ୍ରତିଶୋଧ ନେଲା ସାଙ୍ଗ। ନିଶାଗ୍ରସ୍ତ ଅବସ୍ଥାରେ ୩ ଜଣ ସାଙ୍ଗ ଆସିଲେ ଅନ୍ୟ ସାଙ୍ଗକୁ ଅତି ନିର୍ମମ ଭାବେ ଛୁରୀରେ କଲେ ଆକ୍ରମଣ।
କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ…
ରାସ୍ତା ଉପରେ ମହିଳାଙ୍କ ହାଇଡ୍ରାମା, ସାଲାରୀ କଟିବାରୁ କ୍ଲର୍କଙ୍କୁ ଜୋତାରେ ନିର୍ଧୁମ ସେକିଲେ
ଉତ୍ତରପ୍ରଦେଶ: ରାସ୍ତା ଉପରେ ହାଇଡ୍ରାମା କଲେ ମହିଳା। ସାଲାରୀ କଟିବାରୁ ରାଗିଯାଇ କ୍ଲର୍କଙ୍କୁ ଚପଲରେ ସେକିଦେଲେ। ଯେତେ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ଅଟକିଲେନି ମହିଳା।
ଯାହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ…
ଈଶ୍ୱରଙ୍କ ନାମ ଜପୁଥିବା ସାଧୁ; ସ୍ତ୍ରୀ’ ମୁଣ୍ଡକୁ ହାତୁଡ଼ିରେ ଛେଚି କଲା ହତ୍ୟା
ନୂଆଦିଲ୍ଲୀ: ସାଉଥ୍ ଦିଲ୍ଲୀର ନେବ ସରାଇରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଯେଉଁଥିରେ ଜଣେ ୫୫ ବର୍ଷୀୟ ସ୍ୱାମୀ କରିଛନ୍ତି ସ୍ତ୍ରୀ’ର ହତ୍ୟା ।
ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ପ୍ରମୋଦ…
ପଞ୍ଚମ ଶ୍ରେଣୀ ଛାତ୍ରର ଆତଙ୍କୀ କାର୍ଯ୍ୟ, କଥା ମାନିଲେନି କ୍ଲାସ୍ ମେଟ୍, ପାଣି ଟାଙ୍କିରେ ମିଶାଇଦେଲା ବିଷ
କର୍ଣ୍ଣାଟକ: ପଞ୍ଚମ ଶ୍ରେଣୀ ଛାତ୍ରର ଅପରାଧିକ ଚିନ୍ତାଧାରା। ଶ୍ରେଣୀର ମନିଟର କରାଯାଇଥିବା ଜଣେ ଛାତ୍ର, ଅନେକ ତାଗିଦ୍ ପରେ ତା କଥା କ୍ଲାସ୍ ମେଟ୍ ମାନେ ଶୁଣୁନଥିଲେ। ଯେଉଁଥିପାଇଁ ଛାତ୍ର ଜଣକ ରାଗିଯାଇଥିଲା।
ଆଉ…
ଝିଅ କହିଦେଲା ହତ୍ୟାର କାହାଣୀ; ବାପାଙ୍କୁ ମାରିଥିଲା ମା’ର ପ୍ରେମିକ, ପୋଲିସକୁ ଭୂଆଁ ବୁଲାଉଥିଲା ହତ୍ୟାକାରୀ ମା’
ମୁମ୍ବାଇ: ପ୍ରେମ ସମ୍ପର୍କ ଭାଙ୍ଗି ଦେଲା ପରିବାର। ପ୍ରେମିକ ହାତରୁ ସ୍ୱାମୀ ଖାଉଥିଲେ ମାଡ଼। ଠିଆ ହୋଇ ଦେଖୁଥିଲେ ସ୍ତ୍ରୀ। ରୋକିବାକୁ କଲେନି ଚେଷ୍ଟା। ଖାଲି ଏତିକିରେ ସରିନଥିଲା କଥା। ମାଡ଼ ଖାଇ ସ୍ୱାମୀଙ୍କ ଅବସ୍ଥା…
ଟିକା ନେଇ ଆଖି ବୁଜିଲା ଅଢେଇ ମାସର ଶିଶୁ ! ଅଭିଯୋଗ କଲେ ପରିବାର
ପଦ୍ମପୁର: ଟିକା ନେଇ ଅଢେଇ ମାସର ଶିଶୁ ମୃତ ହୋଇଥିବା ଅଭିଯୋଗ ହୋଇଛି । ପାଇକମାଳା ଥାନା ଟେମରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଟୀକାକରଣ କେନ୍ଦ୍ରରେ ଟିକା ନେଇ ଶିଶୁଟି ଅସୁସ୍ଥ ହୋଇଥିବା ଅଭିଯୋଗ କରିଛନ୍ତି…
Videoରେ ଦେଖନ୍ତୁ ରୋଡ ରୋମିଓଙ୍କ କୀର୍ତ୍ତି: ଯୁବତୀଙ୍କ ଆଗରେ ପ୍ୟାଣ୍ଟ ଖୋଲି ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ….
ଗୁରୁଗ୍ରାମ: ଗୁରୁଗ୍ରାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ମହିଳାମାନଙ୍କ ପାଇଁ ଆଜିକାଲି କୌଣସି ଜାଗା ସୁରକ୍ଷିତ ନୁହେଁ ।
ଯୁବତୀ ଜଣକ ଜୟପୁରରୁ ଗୁରୁଗ୍ରାମ ଆସୁଥିଲେ । ରାଜୀବ ଚୌକରେ ଯୁବତୀ…
ଝିଅ ବୁଝିଲାନି ବାପାର କଷ୍ଟ! ପ୍ୟାନରେ ବାପା ମୁଣ୍ଡକୁ ମାରି ପଠାଇଦେଲା ଆର ପାରି
ନୂଆଦିଲ୍ଲୀ: ବାପାଙ୍କୁ ହତ୍ୟା ଅଭିଯୋଗରେ ଝିଅକୁ ବାନ୍ଧିଛି ପୋଲିସ । ନୂଆଦିଲ୍ଲୀ ସ୍ଥିତ ଜିଟିବି ହସ୍ପିଟାଲରୁ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଅପରାହ୍ନ ୩ଟା ୩୫ ମିନିଟରେ ସୂଚନା ପାଇଥିଲା ।
ମୃତକଙ୍କ ପୁଅ ଶିବମ…