Browsing Category

ଅପରାଧ

ଦୁଷ୍କର୍ମ ପାଇଁ ଦେଲେ ହିନ୍ଦୁ ଦେବଦେବୀଙ୍କ ଉଦାହରଣ: ଆଲିଗଡ ମୁସଲିମ ୟୁନିଭର୍ସିଟି ପ୍ରଫେସରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ଆଲିଗଡ ମୁସଲିମ ୟୁନିଭର୍ସିଟି(ଏଏମ୍ୟୁ)ରେ ପୁଣି ଥରେ ଧର୍ମକୁ ନେଇ ଦେଖାଦେଇଛି ବିବାଦ । ହିନ୍ଦୁ ଦେବଦେବୀଙ୍କୁ ନେଇ ବିବାଦୀୟ ବୟାନ ପାଇଁ ଜଣେ ପ୍ରଫେସରଙ୍କୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ୍ ।…

SBI ୟୁଜର୍ସ ସାବଧାନ! ଯଦି ଆପଣଙ୍କୁ ଆସୁଛି ଏହି ମେସେଜ ତେବେ ଭୁଲରେ ବି କରନ୍ତୁନାହିଁ କ୍ଲିକ, ନହେଲେ…

ନୂଆଦିଲ୍ଲୀ: ଅନଲାଇନ ଫିଶିଙ୍ଗ ସ୍କାମ କଥା ଆପଣ ହୁଏତ ଅନେକ ସମୟରେ ଶୁଣିଥିବେ । ଗତ କିଛି ବର୍ଷରୁ ଅନଲାଇନ ଠକେଇ ବଢ଼ିଛି, ଫିଶିଙ୍ଗ ମଧ୍ୟ ଏହିପରି ଏକ ଅନଲାଇନ ଠକେଇ । ଅନେକ ସମୟରେ ଦେଖାଯାଇଛି ଯେ ୟୁଜରମାନେ ସେମାନଙ୍କର…

ରାଜ୍ୟର ୧୧୨ ଏମର୍‌ଜେନ୍ସି ରେସ୍‌ନ୍ସ ବାହାନର ଶୁଭାରମ୍ଭ କଲେ ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା, ପ୍ରଥମ ପର୍ଯ୍ୟୟରେ ୧୦୬ଟି ଗାଡ଼ି ହେଲା ସାମିଲ

କଟକ(ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଜରୁରୀକାଳୀନ ସେବା ଭିତିଭୂମିରେ ଉନ୍ନତି ପାଇଁ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ଏମରଜେନ୍ସି ରେସପନ୍ସ ଭେଇକିଲ(ଇଆରଭି)ର ଶୁଭାରମ୍ଭ କରାଯାଇଛି । ସ୍ୱତନ୍ତ୍ର ଡିଜି (ଏସଏପି) ମନୋଜ…

ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା, ଝୁନାକୁ ମୁହାଁମୁହିଁ ଜେରା ବେଳେ ଖୋଲୁନି ମେମୋରୀ ଚିପ୍ ରହସ୍ୟ,୨ଦିନରେ ଆହୁରି ଗୁମର ଉଗାରିବ…

କଟକ/ରଣପୁର, (ଭାସ୍କର ନ୍ୟୁଜ୍‌) : ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତାର ତଦନ୍ତ ପ୍ରକ୍ରିୟାକୁ ଅଧିକ ଶାଣିତ କରିଛି । ପୂର୍ବରୁ ଏହି ଘଟଣାରେ ଗିରଫ ହୋଇଥିବା ୪…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା: ଗାଧେଇବା ବେଳର ଫଟୋ ଉଠାଉଥିଲେ ହେଡ୍ ସାର୍ [Video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁରୁ ଏବଂ ଶିଷ୍ୟର ସଂପର୍କରେ ଲାଗିଲା କଳଙ୍କ ଛିଟା । ବିଦ୍ୟାଳୟ ଭିତରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ବା ଅଶାଳୀନ ମନ୍ତବ୍ୟ ଦେବା ସହିତ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଦେଲେ ଧମକ ।…

ସତ ଉଗାଳିବ ଶର୍ମିଷ୍ଠା: ଝୁନା ସହିତ ସାମ୍ନାସାମ୍ନି ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠାଙ୍କୁ ଜେରା କରିବା କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ କବଜାରେ ରହିଥିବା ବେଳେ ରିମାଣ୍ଡ ଅବଧି ବଢାଇବା ପାଇଁ…

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା: ଜେଲ ଗଲେ ନିରଞ୍ଜନ ଓ ରଞ୍ଜନ, ଶର୍ମିଷ୍ଠା ଓ ଝୁନାଙ୍କୁ ଆଉ ୩ ଦିନିଆ ରିମାଣ୍ଡରେ ଆଣିବ…

ଚାନ୍ଦବାଲି/କଟକ, (ଭାସ୍କର ନ୍ୟୁଜ୍‌): ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏହି ଜଘନ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡ…

ରାଉରକେଲାରେ ବଡ ଧରଣର ଜିଏସ୍‌ଟି ଠକେଇ ନେଇ ଚଢ଼ଉ, ରେଡ ବେଳେ ସଂସ୍ଥା ମାଲିକ ଅନୁପସ୍ଥିତ

ରାଉରକେଲା, (ଭାସ୍କର ନ୍ୟୁଜ୍‌) :୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଜିଏସ୍‌ଟି ଠକେଇ ନେଇ କେନ୍ଦ୍ରୀୟ ଜିଏସ୍‌ଟି ପକ୍ଷରୁ ଚଢ଼ଉ କରାଯାଇଛି । ରାଉରକେଲାରେ ଥିବା ଟପ୍‌ ଟେକର ନାମକ ଏକ ସଂସ୍ଥା ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର…

ଫିଟିଲା ଗୁମର: ଚାକିରି ନାଁରେ ଠକୁଥିବା ୫ ଦଲାଲ ଗିରଫ

କୋରାପୁଟ: ବଡ଼ କମ୍ପାନୀରେ ଚାକିରି ଦେବାକୁ କହି ଠକୁଥିବା ଠକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ । ଦାମନଯୋଡ଼ିର ନାଲକୋ ଏବଂ ସୁନାବେଡ଼ାର ହାଲରେ ଚାକିରି କରାଇଦେବାକୁ କହି ଠକୁଥିଲେ ଏହି ଠକ । ତେବେ ରବିବାର ଏହି ଗ୍ୟାଙ୍ଗର ୫…

କାଜୁ ଜଙ୍ଗଲରୁ ଠାବ ହେଲା କଙ୍କାଳ, ପ୍ରମାଣ ନଷ୍ଟ ପାଇଁ କେହି ଏଭଳି କରିଥିବା ସନ୍ଦେହ

କାଜୁ ଜଙ୍ଗଲରୁ ଠାବ ହେଳା ନର କଙ୍କାଳ । କୋରାପୁଟ ସଦର ଥାନା ଏକଟାଗୁଡ଼ା କାଜୁ ଜଙ୍ଗଲରେ ଠାବ ହୋଇଛି ଏହି ନର କଙ୍କାଳ । ଏହି ନରକଙ୍କାଳ ପୁରୁଷ କିମ୍ବା ମହିଳାଙ୍କର ତାହା ସ୍ପଷ୍ଟ ହୋଇନଥିବା ବେଳେ ନର କଙ୍କାଳ ଆଖପାଖ…