Browsing Category

ଅପରାଧ

ଭବାନୀପାଟଣାରେ ଗୁଣି ଗାରେଡ଼ି ପାଇଁ ବୃଦ୍ଧଙ୍କୁ ହତ୍ୟା, 2 ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଶ୍ବନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ଜଣେ ବୃଦ୍ଧ, ଯିଏ ଗତ ଜୁଲାଇ ୩୦ ତାରିଖରୁ ନିଖୋଜ ଥିଲେ, ତାଙ୍କର ମୃତଦେହ ରାୟଗଡ଼ା ଜିଲ୍ଲାର ଦହିଖାଲ ରେଳଧାରଣା ନିକଟରୁ…

“ମୁଁ ବଞ୍ଚିଛି, ମୋ ନିଶ୍ୱାସ ଏବେବି ଚାଲୁଛି …”, ସମ୍ପତ୍ତି ଲୋଭରେ ବଞ୍ଚି ଥାଉ ଥାଉ ବାପାକୁ ମାରିଦେଲା କୁଳାଙ୍ଗାର ପୁଅ

ବିହାର: ସମ୍ପତ୍ତି ଲୋଭରେ ବଞ୍ଚି ଥାଉ ଥାଉ ବାପାକୁ ମାରିଦେଲା ଅଯୋଗ୍ୟ ପୁଅ। ମୁଜାଫରପୁର ଜିଲ୍ଲାର କାଣ୍ଟି ଥାନା ଅଞ୍ଚଳର ବୀରପୁର ଗାଁରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୯୦ ବର୍ଷୀୟ ରାଜ…

ଜ୍ୱାଇଁର କାରନାମା, ଶାଶୁ, ଦୁଇ ଶଳାଙ୍କ ଉପରେ ଢ଼ାଳିଦେଲା ଏସିଡ୍‌, ଝଗଡ଼ା ସମାଧାନ କରିବାକୁ ଯାଇ…

ଉତ୍ତରପ୍ରଦେଶ: ଝଗଡ଼ା ସମାଧାନ କରିବାକୁ ଯାଇ ହଟାହଟା ହେଲେ ଝିଅ ଘର ଲୋକ। ଜ୍ୱାଇ ମାଡ଼ ମାରିବା ସହ ଶାଶୁ, ଶଳାଙ୍କ ଦେହରେ ଢ଼ାଳି ଦେଲା ଏସିଡ୍‌। ଉତ୍ତରପ୍ରଦେଶ ଗୋଣ୍ଡାରେ ଜ୍ୱାଇଁ ନିଜ ପରିବାର ଲୋକଙ୍କ ସହ ମିଶି ଶଶୁର…

3-3 ଟା ଛୁଆ ଥାଇ ପୁଣି ସ୍ତ୍ରୀର ଉଛୁଳିଲା ପ୍ରେମ, 50 ହଜାର ଟଙ୍କା ଦେଇ ନେଇଗଲା ସ୍ୱାମୀର ଜୀବନ

ନୂଆଦିଲ୍ଲୀ: ତିନି ତିନିଟା ଛୁଆ ଥାଇ ମଧ୍ୟ ମହିଳାଙ୍କୁ ହୋଇଗଲା ପ୍ରେମ; ତା ପରେ କରିବସିଲେ ସେ ଏଭଳି କାଣ୍ଡ। ଘଟଣାଟି ଦିଲ୍ଲୀ ଆଲିପୁରର। ଯେତେବେଳେ ସୋନିଆ 15 ବର୍ଷ ବୟସରେ ଥିଲେ, ସେ ପ୍ରୀତମଙ୍କୁ ପ୍ରେମ କରି ପରିବାରର…

ପ୍ରେମର ପ୍ରତିଶୋଧ; ମୁଣ୍ଡକୁ ଲୁହା ରଡ଼ରେ ପିଟିଲା, ବ୍ଲେଡରେ କାଟିଲା ଶରୀର… ମା’ ସହ ୨ ଝିଅଙ୍କୁ ନିର୍ମମ ହତ୍ୟା

ଆନ୍ଧ୍ରପ୍ରଦେଶ: ପରକ୍ରିୟା ପ୍ରିତୀ। ନେଇଗଲା ୩ଜଣଙ୍କ ଜୀବନ। ପ୍ରଥମେ ରଡରେ ପିଟିପଟି ହତ୍ୟା ପରେ ବ୍ଲେଡରେ ଶରୀର କାଟିଦେଲା ଅଭିଯୁକ୍ତ। ହତ୍ୟା ପରେ ଫେରାର ମାରିଥିଲା ଅଭିଯୁକ୍ତ। ଆନ୍ଧ୍ରପ୍ରଦେଶର କାକିନାଡ଼ା…

ପ୍ରତି ରାତିରେ ସ୍ତ୍ରୀ ଆଗରେ ଶାଳୀ ସହ ସ୍ୱାମୀ କରୁଥିଲା…, ଶେଷରେ ଗର୍ଭବତୀ ହେବା ପରେ ନିଜ ଭଉଣୀ ବି..

ମୁମ୍ବାଇ: ସ୍ତ୍ରୀ ଥାଉ ଥାଉ ମାସ ମାସ ଧରି ଶାଳୀକୁ ଦୁଷ୍କର୍ମ କରୁଥିଲା ସ୍ୱାମୀ। ଶାଳୀ ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ପରି ସତ। ମହାରାଷ୍ଟ୍ରର ମୁମ୍ବାଇରୁ ଏଭଳି ଏକ ଭୟଙ୍କର ଘଟଣା ସାମ୍ନାକୁ…

ଲିଭ-ଇନ୍ ପାର୍ଟନର କଲା ପ୍ରତାରଣା, ବେକ କାଟି ହତ୍ୟା କଲା ପ୍ରେମିକ, ପୋଲିସ କହିଲା ନାହିଁ ଅନୁତାପ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ଇଜ୍ଜତନଗର ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ନଗର ନିଗମରେ ଝାଡ଼ୁଦାର ଭାବରେ କାମ କରୁଥିବା ଦୀପାଙ୍କୁ ଗଳା କାଟି ନିର୍ମମ ଭାବରେ ହତ୍ୟା…

ଚକୋଲେଟ ଦେବାକୁ ଡାକିନେଇ ୪ ବର୍ଷର ଝିଅକୁ ଝୁଣି ଖାଇଗଲା ରାକ୍ଷସ

ଯାଜପୁର: ଯାଜପୁରରେ ଲଜ୍ଜା; ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ। ଚକୋଲେଟ ଦେବାକୁ କହି କୁନିଝିଅକୁ ଡ଼ାକିନେଇଥିଲା ଅଭିଯୁକ୍ତ। ତା ପରେ ତା ସହ ଭିଆଇଥିଲା ଏଭଳି କାଣ୍ଡ। ଯାଜପୁର ଜିଲ୍ଲାରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ…

କୁରାଢ଼ୀରେ ଖଣ୍ଡ ଖଣ୍ଡ କରି ହାଣିଲା, ପୋଷ୍ଟ କଲା ଷ୍ଟାଟସ୍‌… ପୂର୍ବତନ ପ୍ରେମିକାର ପ୍ରେମିକକୁ ନିର୍ମମ ଭାବରେ ହତ୍ୟା

କର୍ଣ୍ଣାଟକ: ସେ କେବଳ ମୋର।ସେ ଆଉ କାହାର ହେଲେ ମୁଁ ପାରିବିନି ସହି। ତୁ ଆମ ମଝିରେ ଆସି ଆମ ଭିତରେ ଭଲପାଇବା ଭାଙ୍ଗିଲୁ କହି ପ୍ରେମିକାର ବୟପ୍ରେଣ୍ଡକୁ କୁରାଢ଼ୀରେ ହାଣିଦେଲା ଯୁବକ। କର୍ଣ୍ଣାଟକର କୋପ୍ପାଲ ସହରର…

ମୃତ୍ୟୁର ୨ ମାସ ପରେ ଆକାଉଣ୍ଟକୁ ଆସିଲା କୋଟି କୋଟି ଟଙ୍କା, ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା

ଗ୍ରେଟର ନୋଏଡା: ମୃତ୍ୟୁ ପରେ ବି ଆକାଉଣ୍ଟକୁ ଆସୁଛି କୋଟି କୋଟି ଟଙ୍କା; ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଆଜ୍ଞା ହଁ, ଗ୍ରେଟର ନୋଏଡାର ଉଞ୍ଚି ଦାନକୌର ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କର ପ୍ରାୟ ଦୁଇ ମାସ ପୂର୍ବେ…