Browsing Category
ଅପରାଧ
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ଖୁଲମ୍ ଖୁଲା ବୁଲୁଛନ୍ତି ଅଭିଯୁକ୍ତ, ଚୁପ ବସିଛି ପୋଲିସ
ଡେଲାଙ୍ଗ,(ଭାସ୍କର ନ୍ୟୁଜ): ଘରବାଡ଼ିରେ ପଶି ଜୋରଜବରଦସ୍ତ ଗଛରୁ ନଡିଆ ତୋଳିଲେ । ପ୍ରତିବାଦ କରିବାରୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କଲୋଜୀବନରୁ ମାରିଦେବାକୁ ଧମକ ଦେଇ ଘରୁ ଘୋଷାଡି ଆଣି ବଳାତ୍କାର କରିବାକୁ ଉଦ୍ୟମ କଲେ ।…
ଠିିପ ବନ୍ଦ ମଦ ଦୋକାନରୁ ଚୋରି ଘଟଣା: ୭୩୩୦ଟଙ୍କା ଓ ୫ ଗୋଟି ବୋତଲ ଜବତ, ଜଣେ ଗିରଫ
ନବରଙ୍ଗପୁର, (ଭାସ୍କର ନ୍ୟୁଜ୍): ନବରଙ୍ଗପୁର ସହର ଗବରିଏଲଗୁଡା ନିକଟରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଠିିପି ବନ୍ଦ ମଦ ଦୋକାନରେ ଗତ ଲୁଲାଇ ୩୦ ତାରିଖ ରାତରେ ଚୋରି ଘଟଣାରେ ନବରଙ୍ଗପୁର ପୋଲିସ ଜଣକୁ ଗିରଫ କରି…
ପଶୁ ଚୋରା ଚାଲାଣ ମାମଲା: ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଘରୁ ଉଠାଆଣିଲା ସିବିଆଇ
କୋଲକାତା : ପଶୁ ଚୋରା ଚାଲାଣ ମାମଲାରେ ଏକ ବଡ ପଦକ୍ଷେପ ନେଇ ସିବିଆଇ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି । ଗୁରୁବାର ଦିନ ସିବିଆଇ ଟିମ୍ ଅନୁବ୍ରତ ମଣ୍ଡଳଙ୍କ ଘରେ ପହଞ୍ଚିଥିଲା । ୨୦୨୦ ମସିହାରେ ପଶୁ…
ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରାଜ୍ୟ ଆଇନ ସଚିବଙ୍କୁ ASIର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୋଲିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିର…
PAN Card Fraud Alert! ଆସିଲା ତିନି ମେସେଜ୍ ଉଡ଼ିଗଲା ୧ ଲକ୍ଷ ଟଙ୍କା, ଜାଣନ୍ତୁ ପୁରା ଘଟଣା
ମୁମ୍ବାଇ: ବର୍ତ୍ତମାନ ସମୟରେ ଦିନକୁ ଦିନ ଡିଜିଟାଲ ସେବା ବଢିଚାଲିଛି। ଯେତେ ଡିଜିଟାଇଜେସନ ବୃଦ୍ଧି ପାଉଛି ଏହାକୁ ପାଥେୟ କରି ସାଇବର ଲୁଟେରା ସେତେ ସକ୍ରିୟ ହେଉଛନ୍ତି। ନିକଟରେ ମୁମ୍ବାଇରେ ରହୁଥିବା ଜଣେ ମହିଲାଙ୍କୁ…
ଶୁଣିଲେ ନାହିଁ ସିବିଆଇର ସମନ, ଘରୁ ଟାଣିଆଣିଲା ସିବିଆଇ…
ପଶ୍ଚିମବଙ୍ଗ: ପୁଣି ବିବାଦରେ ମମତାଙ୍କ ଘନିଷ୍ଠବନ୍ଧୁ ତଥା ଟିଏମସି ବୀରଭୂମି ଜିଲ୍ଳାର ସଭାପତି ଅନୁବ୍ରତ ମଣ୍ଡଳ । ସମନ ଉପରେ ସମନ ମୋଟ ୧୦ ଟି ସିବିଆଇ ସମନ ଏଡାଇବା ପରେ ଆଜି ତାଙ୍କୁ ସିବିିଆଇ ତରଫରୁ ଗିରଫ କରାଯାଇଛି ।…
ଝିଅଘର ଭାଙ୍ଗିଦେଲେ ନିର୍ବନ୍ଧ: ରାଗରେ ପୁଅ ଘରଲୋକେ କାଟିଦେଲେ କନିଆ ପିତାଙ୍କ ନାକ
ନୂଆଦିଲ୍ଲୀ: ବାହାଘରକୁ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ । କିନ୍ତୁ ବାହାଘର ପାଇଁ ଉପଯୁକ୍ତ ଜୀବନ ସାଥୀ ବାଛିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଘରଲୋକ ନିଜ ପିଲାଙ୍କ ବାହାଘର ପାଇଁ ଏକ ଭଲ ଜୀବନ ସାଥୀ ବାଛିବା…
ଜିନ୍ସ ପିନ୍ଧିବାକୁ ମନା କରିବାରୁ ପତ୍ନୀ କରିଲେ ଏପରି କାଣ୍ଡ: କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ଝାଡ଼ଖଣ୍ଡ: ଆଜିକାଲି ଝିଅ ହୁଅନ୍ତୁ ଅବା ମହିଳା ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ତେବେ ଏହି ଜିନ୍ସ ପିନ୍ଧିବା କଥାକୁ ନେଇ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ…
୫୮ କୋଟି ନଗଦ, ୩୨ କିଲୋ ସୁନା…ବ୍ୟବସାୟୀଙ୍କ ଘରେ ଆଇଟି ରେଡ: ମିଳିଲା ୩୯୦ କୋଟିର ବେନାମୀ ସମ୍ପତ୍ତି
ମୁମ୍ବାଇ: ଇଡି ପରେ ଆକ୍ସନ ମୋଡ଼ରେ ଆୟକର ବିଭାଗ । ପଶ୍ଚମବଙ୍ଗ ପରେ ମହାରାଷ୍ଟ୍ରରେ ବି ଆୟକର ବିଭାଗର ରେଡରେ ପ୍ରବଳ ବେନାମୀ ସମ୍ପତ୍ତି ଜବତ ହୋଇଛି । ମହାରାଷ୍ଟ୍ରର ଜାଲନାରେ ଷ୍ଟିଲ୍, କପଡ଼ା ବ୍ୟବସାୟୀ ଓ ରିଏଲ ଇଷ୍ଟେଟ…
ଜଳିଲା ଘର,ଜଳିଗଲା ଶିଶୁକନ୍ୟା:ଭୋ ଭୋ ହୋଇ କାନ୍ଦୁଛି ମା
ମୟୁରଭଞ୍ଜ : ଭୋ ଭୋ ହୋଇ କାନ୍ଦୁଛି ମା ନିଜ ୨ ମାସର ଶିଶୁ କନ୍ୟା କୁ ହରାଇବା ପରେ ନିଜ କୋହ ସମ୍ଭାଳି ପାରୁନି ଆଉ ମା। ସର୍ବସ୍ୱ ହରାଇ ହତବାକ ହୋଇ ଯାଇଛନ୍ତି ବାପା । ତେବେ ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା…