Browsing Category
ଅପରାଧ
ସିଲଭର ସିଟିରେ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର କପ୍ ସିରପ୍ ଜବତ, ଜଣେ ଅଟକ
କଟକ(ଭାସ୍କର ନ୍ୟୁଜ୍): କମିଶନରେଟ୍ ପୋଲିସ୍ ରାଜେନ୍ଦ୍ରନଗର ନିକଟରୁ ବେଆଇନ ଭାବେ ରଖାଯାଇଥିବା ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର କପ୍ ସିରପ ଜବତ କରିଛି । ଏହି ଘଟଣାରେ ପୋଲିସ୍ ଜଣକୁ ଅଟକ ରଖିଛି । ଚଢାଉ ବେଳେ ୧୦୦…
ଭୁବନେଶ୍ୱରରେ ଜାମତାରା ଗ୍ୟାଙ୍ଗ: ଗିରଫ ହେଲେ ୩ ଠକ
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବଜାରେ ଜାମତାର ଗ୍ୟାଙ୍ଗର ତିନି ଠକ । କ୍ରାଇମବ୍ରାଞ୍ଚ ପଞ୍ଝାରେ ପଡ଼ିଲେ ଜାମତାରା ଗ୍ୟାଙ୍ଗର ୩ ଠକ । ରସୁଲଗଡ଼ରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଏମାନେ ମୁଖ୍ୟତଃ ସାଇବର ଠକେଇରେ ସଂପୃକ୍ତ…
ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଲଣ୍ଡା କରି ରାସ୍ତାରେ ବୁଲାଇଲେ ମହିଳା: ୧୧ ଜଣକୁ ଗିରଫ କଲା ଦିଲ୍ଲୀ ପୋଲିସ୍
ନୂଆଦିଲ୍ଲୀ: ପ୍ରତିଶୋଧ ପରାୟଣ ହେଲା ପରିବାର । ପୁଅର ମୃତ୍ୟୁ ପାଇଁ ମହିଳାଙ୍କୁ ଦାୟୀ କରି ଦେଲେ ଅକଥନୀୟ ନିର୍ଯ୍ୟାତନା । ଅପହରଣ, ଗଣଦୁଷ୍କର୍ମ ଏବଂ ଶେଷରେ ସର୍ବ ସମ୍ମୁଖରେ ଘଟାଇଲେ ଜଘନ୍ୟ କାଣ୍ଡ । ଏଭଳି ଦୃଶ୍ୟ…
(Video) ବରଯାତ୍ରୀ ଭଳି ଆସିଲେ, ଗହଣା ଚୋରେଇ ଚାଲିଗଲେ; ସିସିଟିଭିରେ କଏଦ ହେଲା ଭିଡିଓ
ରାଜଧାନୀରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ । କେତେବେଳେ ମେଡିସିନ ଦୋକାନ, କେତେବେଳେ ଜନଗହଳି ସ୍ଥାନ ଆଉ ଏବେ ଲୁଟେରାଙ୍କ ଟାର୍ଗେଟ ବିବାହ ମଣ୍ଡପ । ଅତିଥି ପରି ଆସୁଛନ୍ତି, ମଣ୍ଡପରେ ବୁଲୁଛନ୍ତି, ସୁବିଧା ଦେଖି ଗହଣା…
ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼: ଅଭିଯୁକ୍ତକୁ ଥାନାରେ ଅଟକ
ଭୁବନେଶ୍ୱର: ପୁଣି ରାଜଧାନୀରେ ଭୁବନେଶ୍ୱରରେ ଛୁରାମାଡ଼, ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ଛୁରାମାଡ଼ରେ ଗୁରୁତର ହୋଇପଡ଼ିଛନ୍ତି ଇଞ୍ଜିନିୟରିଂ ଛାତ୍ର ।
ତେବେ ଗୁରୁତର…
ଲଜ୍ଜା: ୩ ଜଣ ଯବାନ ମିଶି କଲେ ମହିଳାଙ୍କୁ ଗଣଦୁଷ୍କର୍ମ, ଅଶ୍ଳୀଳ ଭିଡିଓ କରି ଦେଉଛନ୍ତି ଧମକ
ନୂଆଦିଲ୍ଲୀ: ରକ୍ଷକ ସାଜିଛନ୍ତି ଭକ୍ଷକ । ନୌସେନା ଓ ସ୍ଥଳସେନାର ୩ ଜଣ ଯବାନ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଖବର ସାମନାକୁ ଆସିଛି । ମହିଳା ଜଣକ ଦିଲ୍ଲୀ ପୋଲିସ୍ ରେ ଅଭିଯୋଗ କରିଛନ୍ତି । ପୋଲିସ୍…
ମସଜିଦ୍ ପରିସରରେ ୮ ବର୍ଷର ନିରୀହ ଝିଅକୁ ଦୁଷ୍କର୍ମ, ଶୋଷଣ ପରେ କୁରାନ୍ ଛୁଆଁଇ କରାଇଲେ ଶପଥ
ନୂଆଦିଲ୍ଲୀ: ୮ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମନାକୁ ଆସିଛି । ଖାଲି ସେତିକି ନୁହେଁ ଦୁଷ୍କର୍ମ ସମ୍ପର୍କରେ କାହାକୁ କିଛି ନକହିବା ପାଇଁ ଅଭିଯୁକ୍ତ ଜଣକ କୁରାନ୍ ଛୁଆଁଇ ଶପଥ ମଧ୍ୟ କରାଇଛନ୍ତି ।…
ମଦ ଧରିବାକୁ ଆସି ହଟହଟା ହେଲେ ପୋଲିସ ବାବୁ, ଅଟକ ରଖିଲେ ଗ୍ରାମବାସୀ
ଚିକିଟି, (ଭାସ୍କର ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କେ ନୂଆଗାଁ ଥାନା ଅଧିନସ୍ତ ମଧବନ୍ଧ ଗ୍ରାମକୁ ଗୁରୁବାର ସନ୍ଧ୍ୟା ୭ଟା ବେଳେ ମଦ ଚଢ଼ାଉ କରିବାକୁ ଆସିଥିଲେ । ଏହି ସମୟରେ ଗ୍ରାମର କିଛି ଯୁବକ ଓ ଜନ ସାଧାରଣ…
ଭୁବନେଶ୍ୱରରେ ଅଭିନବ ଉପାୟରେ ଲୁଟ୍ ର ପର୍ଦ୍ଦାଫାସ: ଲୁଟ୍ ପୂର୍ବରୁ ଲାଗିକରୁଥିଲେ ରସଗୋଲା ଭୋଗ
ଭୁବନେଶ୍ୱରରେ ଗତ ୨୦ ତାରିଖରୁ ଔଷଧ ଦୋକାନ ମାନଙ୍କରେ ହେଉଥିବା ଲୁଟ୍ ଘଟଣାର ଆଜି ପର୍ଦ୍ଦାଫାସ୍ ହୋଇଛି। ପ୍ରେସମିଟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି । ୪ ଅନ୍ତଃରାଜ୍ୟ ଅପରାଧୀଙ୍କୁ…
ସାଧାରଣତନ୍ତ୍ର ଦିବସରେ ଲଜ୍ଜା: ମହିଳାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ଚୁଟି କାଟି-ଜୋତା ମାଳ ପିନ୍ଧାଇ ଗଳିରେ ବୁଲାଇଲେ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରି ଏକ ପବିତ୍ର ଦିନରେ ରାଜଧାନୀ ଦିଲ୍ଲୀରେ ଜଣେ ମହିଳା ଅପହରଣ ପରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଅନେକ ଅତ୍ୟାଚାର କରାଯାଇଛି । ଏହି ଘଟଣା…