Browsing Category

ଅପରାଧ

ସାର କେଳେଙ୍କାରୀରେ ଫସିଲେ ଆରଜେଡି ଏମପି, ଗିରଫ କଲା ଇଡି

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବନ୍ଧାହେଲେ ରାଜ୍ୟସଭା ସାଂସଦ ଅମରେନ୍ଦ୍ର ଧାରୀ ସିଂହ । ସାର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଛି। ଆରଜେଡିର ଏମପି ଏଡି ସିଂହଙ୍କୁ ଇଡି ପକ୍ଷରୁ…

ରାଜଧାନୀରେ ୨ଜଣ ଧଳାଜହର ବେପାରିଙ୍କୁ କାବୁ କରିବାରେ କମିଶନରେଟ୍‌ ପୋଲିସ ୬ ଲକ୍ଷ ଟଙ୍କ ବ୍ରାଉନସୁଗର ଓ ଦୁଇଟି ମୋବାଇଲ ସହ ବାଇକ୍‌ ଜବତ

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଦୁଇ ଜଣ ବ୍ରାଉନସୁଗର ବେପାରିଙ୍କୁ କାବୁ କରିବାରେ କମିଶନରେଟ୍‌ ପୋଲିସ ସଫଳ ହେଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଟକ ରୋଡରେ ଏମାନଙ୍କୁ ମାଡି ବସିଥିଲା।…

ଚଳନ୍ତା ଟ୍ରେନ୍ ରେ ଯୁବତୀଙ୍କୁ ଗଳାକାଟି ହତ୍ୟା, ଖେଳିଗଲା ଆତଙ୍କ…

ଭୋପାଳ: ପୁଣି ଏକ ବୀଭତ୍ସ ହତ୍ୟା। ଚଳନ୍ତା ଟ୍ରେନରେ ଯୁବତୀଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ। ରକ୍ତ ରଞ୍ଜିତ ହେଲା ଷ୍ଟେସନ। ମଧ୍ୟପ୍ରଦେଶ ସିହୋର ଷ୍ଟେସନରେ ଘଟିଛି ଏଭଳି ଲୋମଟାଙ୍କୁରା କାଣ୍ଡ। ମଙ୍ଗଳବାର ରାତିରେ…

ପ୍ରେମ ବିବାହର ଅନ୍ତରାଳେ ବର୍ଷାଙ୍କୁ ମାରିଦେଲେ! ରାଜଧାନୀରେ ନବବଧୂକୁ ହତ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ସଂକଟ କାଳରେ ଗୋଟିଏ ପରେ ଗୋଟିଏ ଦୁଃସମ୍ବାଦ ମିଳୁଛି । ହତ୍ୟା, ଲୁଟ୍, ଛିନତାଇ ଆଦି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମୁନାହିଁ । ଏହିକ୍ରମରେ ଆଜି ରାଜ୍ୟ ରାଜଧାନୀରେ ଜଣେ…

ରାଜଧାନୀରେ ନକଲି ଟିଭି କାରବାର ରାକେଟର ପର୍ଦ୍ଦାଫାଶ

ଭୁବନେଶ୍ୱର: ରାଜଧାନୀରେ ନକଲି ଟିଭି କାରବାର ରାକେଟର ପର୍ଦ୍ଦଫାଶ କରିଛି କମିଶନରେଟ ପୋଲିସ । ଏହା ସହ୧୫୦ରୁ ଅଧିକ ନକଲି ଟିଭି ଜବତ ହୋଇଛି । ଭୁବନେଶ୍ୱର ଲକ୍ଷ୍ମୀସାଗର,ବଡଗଡ ଏବଂ ଏୟାର ପୋର୍ଟ ଏବଂ ମଞ୍ଚେଶ୍ୱର ଅଞ୍ଚଳରେ…

ନାବାଳିକାକୁ ବଳପୂର୍ବକ ବିବାହ କରି ଅଡୁଆରେ ବାପା-ମାଆ, ଚାଇଲ୍ଡ ଲାଇନକୁ ଫୋନ କରି ଅଭିଯୋଗ କଲା, ମାଗିଲା ସୁରକ୍ଷା

ପାତ୍ରୁର (ଓଡ଼ିଶା ଭାସ୍କର): ନାବାଳିକା ଝିଅର ଅନିଚ୍ଛା ସତ୍ତେ୍ୱ ବଳପୂର୍ବକ ବିବାହ କରିଥିବା ବାପା, ମାଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପାତ୍ରୁର ବ୍ଲକ୍‌ ତୁମ୍ବା ପଞ୍ଚାୟତ ପୁରିଆ ସାହିରେ । ଏହି…

ମୃତଦେହରୁ କାଢ଼ିନେଲେ କିଡନୀ! ସରକାରୀ ହସ୍ପିଟାଲ୍ ପ୍ରତି ସନ୍ଦେହ

କୋଲକାତା: ସରକାରୀ ହସ୍ପିଟାଲରେ ଚାଲିଛି କିଡନୀ ରାକେଟ୍! ମୃତ ଶରୀରରୁ କାଢ଼ିନେଲେ କିଡ୍ନୀ ।  ଏଭଳି ଏକ ଅଭିଯୋଗ ଆସିଛି ପଶ୍ଚିମବଙ୍ଗରୁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି ଓ ଘଟଣାର ନିରପେକ୍ଷ ତଦନ୍ତ ଜାବି…

କଶ୍ମୀରରେ ଆତଙ୍କୀ ଆକ୍ରମଣ ଉଦ୍ୟମକୁ ଦମନ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀକୁ ମିଳିଛି ପୁଣି ଏକ ସଫଳତା । ଏକ ବଡ଼ଧରଣର ଆତଙ୍କୀ ହମଲାକୁ ପଣ୍ଡ କରିଛି ସୁରକ୍ଷାବାହିନୀ । ସୂଚନାନୁସାରେ ଦକ୍ଷିଣ କାଶ୍ମୀରର ପଞ୍ଚଗାମ ଗାଁରେ ଆତଙ୍କବାଦୀଙ୍କ ଦ୍ୱାରା ଆଇଇଡି…

ମୃତ ବୟଫ୍ରେଣ୍ଡ ହାତରେ ନାବାଳିକାକୁ ସିନ୍ଦୁର ପିନ୍ଧାଇଲେ ପୁଅଘର ଲୋକେ

କୋଲକାତା: ପରସ୍ପରକୁ ଖୁବ ଭଲପାଉଥିଲେ ପୁଅ-ଝିଅ । ଦୁହେଁ ବିବାହ ମଧ୍ୟ କରିବାକୁ ଚାହୁଥିଲେ । ତେବେ ଏଥିରେ ରାଜି ହୋଇନଥିଲେ ଝିଅର ମା’ । ବାସ୍ ଏହି କାରଣରୁ ମର୍ମାହତ ହୋଇ ଆତ୍ମହତ୍ୟା କରିଦେଲା ପୁଅ । ଏତିକିରେ…

ଛାତ୍ର ସହ ଶାରିରୀକ ସମ୍ପର୍କ ରଖିଲେ ଶିକ୍ଷୟିତ୍ରୀ, ପରିଣାମ କଣ ହେଲା ଜାଣନ୍ତୁ…

ଭୁବନେଶ୍ୱର: ଶିକ୍ଷୟିତ୍ରୀ ପାର୍ କଲେ ସବୁ ସୀମା । ଭୁଲିଗଲେ ସବୁ ନୀତି-ନୈତିକତା । ନିଜ ଛାତ୍ର ସହ ରଖିଲେ ଶାରୀରିକ ସମ୍ପର୍କ । ଆଉ ଏହା ତାଙ୍କୁ ଖୁବ୍ ମହଙ୍ଗା ପଡ଼ିଲା । ସବୁଠି ନିନ୍ଦା ଓ ଚର୍ଚ୍ଚାର କାରଣ ପାଲଟିଲେ ।…