Browsing Category
ଅପରାଧ
ନାବାଳିକାକୁ ଗଣଦୁଷ୍କର୍ମ ପରେ ଏମିତି କଲେ ଆଶା କର୍ମୀ; ଶୁଣିଲେ ଉଡ଼ିଯିବ ହୋସ୍
ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା । ଯେଉଁଠାରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ୪ ମାସ ତଳେ ଗଣଦୁଷ୍କର୍ମ କରିଥିଲେ ୪ ଦୁବୁର୍ତ୍ତ । କେବଳ ସେତିକିି ନୁହେଁ ଏହି ଅପରାଧକୁ ଳୁଚାଇବା ପାଇଁ ଆଶା…
୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ୧୦ ବର୍ଷୀୟ କିଶୋରର ଅଭାବନୀୟ କାଣ୍ଡ
ନୂଆଦିଲ୍ଲୀ: ରାଜସ୍ଥାନରେ ଏବେ ଏକ ଚାଞ୍ଚଲ୍ୟକର ଦୁଷ୍କର୍ମ ମାମଲା ସାମ୍ମାନୁ ଆସିଛି । ଅଭିଯୋଗ ହୋଇଛି ଜଣେ ୧୦ ବର୍ଷର କିଶୋର ନିଜ ତିନି ବର୍ଷୀୟ ସମ୍ପକୀୟ ଭଉଣୀକୁ ଦୁଷ୍କର୍ମ କରିଛି । ତେବେ ଅଭିଯୋଗ ପରେ ଘଟଣାର ମାମଲା…
ମରାଠୀ ‘ମଲାଇକା’ ଆରେଷ୍ଟ୍ ହେଲେ, କାହିଁକି ଜାଣନ୍ତୁ ଭିତିରି ରହସ୍ୟ…
ମୁମ୍ବାଇ: ଦେଖାଯାଉଛନ୍ତି ଠିକ୍ ବଲିଉଡ୍ର ମଲାଇକା ଆରୋରାଙ୍କ ପରି। କିନ୍ତୁ ମରାଠୀ ଫିଲ୍ମର ଚର୍ଚ୍ଚିତ ଏହି ଅଭିନେତ୍ରୀଙ୍କୁ କେତେକ ଫ୍ୟାନ୍ସ ଓ ୟୁଜର୍ସ କୁହନ୍ତି ‘ଆଇଟମ୍ ମଲ୍ଲିକା’। ହଟ୍ ଆଉ ବୋଲ୍ଡ ଚେହେରା ପାଇଁ…
କରୋନା ମେଡିସିନ୍ ନାମରେ ବିଷ ବଟିକା ଦେଲେ ସ୍ୱାସ୍ଥ୍ୟକର୍ମୀ, ପରିବାରର ତିନିଜଣଙ୍କ ମୃତ୍ୟୁ
ଚେନ୍ନାଇ: ଗୋଟିଏ ପରିବାରକୁ ମେଡିସିନ୍ ନାମରେ ବିଷ ବଟିକା ଦିଆଯାଇଥିଲା । ଯାହା ଫଳରେ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ତାମିଲନାଡ଼ୁର ଇରୋଡରେ । ତେବେ ପୁଲିସ୍ ଏହି ମାମଲାରେ ଦୁଇ…
ନାବାଳିକା ସହ ଯୁବତୀଙ୍କ ଯୌନ କେଳେଙ୍କାରୀ, ହାତକଡ଼ି ପଡ଼ିଲା…
ଓଡ଼ିଶା ଭାସ୍କର ବ୍ୟୁରୋ: ଗାଁ ଝିଅ, ଭଲ କଥା କହୁଛି। ପିଲାମାନଙ୍କୁ ସିଲାଇ ଶିଖାଇ ଦେବ କହୁଛି। ଏ ତ ବଢ଼ିଆ କଥା। ହାତ ବୁଣାବୁଣି ଆଉ ସିଲାଇ ଶିଖିଲେ ଭବିଷ୍ୟତରେ ଭଲ। ଏମିତି ଭାବି ବସିଲେ ନାବାଳିକାର ମା’ ବାବା। ତେଣୁ…
ଜମାକାରୀଙ୍କ ୨୦ ଲକ୍ଷ ହେଲା ଆତ୍ମସାତ୍ କଲେ ପୋଷ୍ଟ ମାଷ୍ଟର, ଡାକଘରେ ବି ସୁରକ୍ଷିତ ନୁହେଁ ଟଙ୍କା
ଜଗତସିଂହପୁର(ଓଡ଼ିଶା ଭାସ୍କର): ଡାକଘରେ ବି ସୁରକ୍ଷିତ ନୁହେଁ ଆପଣଙ୍କ କଷ୍ଟୋପାର୍ଜିତ ଟଙ୍କା । କିଛି ଜମାକାରୀଙ୍କ ୨୦ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଛନ୍ତି ଜଣେ ପୋଷ୍ଟ ମାଷ୍ଟର । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା…
ବିବାହ ପରେ ବି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କଲା ପ୍ରେମିକ, ବ୍ଲାକମେଲିଂ ସହି ନପାରି ଜୀବନ ହାରିଲା ପ୍ରେମିକା
ଖନ୍ତାପଡା(ଓଡ଼ିଶା ଭାସ୍କର): ଲଭ, ସେକ୍ସ, ଧୋକା । ପ୍ରେମକୁ ନପାଇ ଝିଅର ଅତ୍ମହତ୍ୟା । ନ୍ୟାୟ ଦାବିରେ ବାର ଦ୍ୱାର ବୁଲି ଶୁଣ୍ଢିପିଣ୍ଡା ହେଉଛନ୍ତି ବାପା-ମା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡା…
ଏୟାରବେସ୍ ଆକ୍ରମଣର ଡ୍ରୋନ୍ ଅପରେଟ୍ ହେଉଥିଲା ଜମ୍ମୁରୁ, ସହଯୋଗ କରିଥିଲା ଚୀନ, ଜାଣନ୍ତୁ ସବିଶେଷ ବିବରଣୀ
ନୂଆଦିଲ୍ଲୀ: ଜମ୍ମୁ ଏୟାରବେସ୍ ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ପରେ ବର୍ତ୍ତମାନ ଯାଞ୍ଚ ଜାରି ରହିଛି । ତେବେ ଏହି ଆକ୍ରମଣ ପଛରେ ଚୀନର ହାତ ଥିବା ସନ୍ଦେହ କରାଯାଉଛି । ମାତ୍ର ୫ ମିନିଟ ମଧ୍ୟରେ ଦୁଇଟି ବଡ଼ଧରଣର…
ପୂର୍ବତନ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା, ଘରେ ପଶି ଆତଙ୍କବାଦୀଙ୍କ ତାଣ୍ଡବ
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତାର ସୀମା ଟପିଛି । ପୁଲୱାମା ଜିଲ୍ଲାର ହରିପରିଗାମ ଗ୍ରାମର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ପଶି ଆତଙ୍କରାଜ ରଚିଛନ୍ତି ଆତଙ୍କବାଦୀ । ଏହି ହମଲାରେ ପୂର୍ବତନ…
ଜୁଲାଇ ପହିଲାରେ ଓଡିଶା- ଆନ୍ଧ୍ର ବନ୍ଦ ଡାକରା ଦେଲେ ନକ୍ସଲ, ଜନସାଧାରଣଙ୍କ ସମର୍ଥନ ଲୋଡିଲେ ମାଓ ସଂଗଠନ
ମାଲକାନଗିରି (ଓଡ଼ିଶା ଭାସ୍କର) : ଜୁଲାଇ ପହିଲାରେ ଓଡିଶା- ଆନ୍ଧ୍ର ବନ୍ଦ ଡାକରା । ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ର-ଓଡିଶା ସୀମାରେ ନକ୍ସଲମାନଙ୍କ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିବା ସ୍ପେଶାଲ ଜୋନାଲ…