Browsing Category
ଅପରାଧ
ଫିଟୁଛି ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଗୁମର, ସ୍ତ୍ରୀଙ୍କ ଥିଲା ପରକୀୟା ପ୍ରୀତି!
ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲୁଛି। ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ହୋଇନଥିବାବେଳେ ପୋଲିସ୍ ଚଳାଇଛି ତନାଘନା ।…
ଛୋଟ ପିଲାଙ୍କୁ ବିଦେଶ ଚାଲାଣ କରୁଛି ନୀଳାଚଳ ସେବା ପ୍ରତିଷ୍ଠାନ! ଆଶ୍ରମରୁ ଅନେକ ନିଖୋଜ
ପୁରୀ(ଓଡ଼ିଶା ଭାସ୍କର): ନୀଳାଚଳ ସେବା ପ୍ରତିଷ୍ଠାନ ନାଁରେ ଉଠିଛି ସାଂଘାତିକ ଅଭିଯୋଗ । ସେବାଶ୍ରମ ନାଁରେ ଆଶ୍ରମ ପାଲଟିଛି ମୃତ୍ୟୁର ଦ୍ୱାର । ପୁରୀ ଜିଲ୍ଲା ଉପକଣ୍ଠ କଣାସ ବ୍ଲକ ଦୟାବିହାର ଠାରେ ସେବା ଯୋଗାଇବା ନାମରେ…
୧୧୫ କୋଟିର ଜିଏସଟି ଠକେଇ: ୧୬ ନକଲି କମ୍ପାନୀ ନାଁରେ ଟ୍ୟାକ୍ସ ଚଳୁ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଏକ ବଡ ଧରଣର ଜିଏସଟି ଠକେଇକୁ ଧରିବାରେ ସଫଳ ହୋଇଛି ଆୟକର ବିଭାଗ । ୧୧୫ କୋଟି ଟଙ୍କାର ଜିଏସଟି ଠକେଇ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୬୪୧ କୋଟି ଟଙ୍କାର ବ୍ୟବସାୟରେ…
ବ୍ରାଣ୍ଡେଡ୍ ମଦ ନାଁରେ ବିଷ ଛାଡୁଥିଲେ ବଜାରକୁ, ବନ୍ଧାହେଲେ ୪ ଜଣ
ବାଲେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଧରାପଡ଼ିଲା ନକଲି ମଦ କାରଖାନା । ଠାବ ହେଲା ପେଟି ପେଟି ଡୁପ୍ଲିକେଟ୍ ମତ ବୋତଲ । ଏଥିସହ ବୋତଲ, ଠିପି, ଷ୍ଟିକର୍ ଆଦି ସରଞ୍ଜାମ ମିଳିଛି । ବ୍ରାଣ୍ଡେଡ୍ କମ୍ପାନି ନାଁରେ ବଜାରକୁ…
ଜଳେଶ୍ୱରରୁ ପିସ୍ତଲ ଓ ଗୁଳି ଜବତ, ଜଣେ ଗିରଫ
ବାଲେଶ୍ୱର(ଓଡ଼ିଶା ଭାସ୍କର): ଜଳେଶ୍ୱର ଥାନା ଉତ୍ତରପଡ଼ା-ଖଳାବାଡ଼ିଆ ଅଞ୍ଚଳରୁ ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଯୁବକକୁ ମଧ୍ୟ ପୋଲିସ୍ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଚନ୍ଦ୍ରକାନ୍ତ…
ବାଲେଶ୍ୱରରେ ନାରୀ ନିର୍ଯାତନା, ଆଖି ବୁଜିଲେ ବଧୂ, ଆଉଜଣେ କଲବଲ
ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ନାରୀ ନିର୍ଯାତନାର ଦୁଇଟି ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଖଇରା ଥାନା ଅଞ୍ଚଳର ଓ ଅନ୍ୟଟି ବସ୍ତା ଥାନା ଅନ୍ତର୍ଗତ ଘଟିଛି । ଖଇରା ଥାନା ଅଧୀନ ସରସତିଆ ଗାଁର ସସ୍ମିତା ଦାସ…
ମଦ୍ୟପ ସ୍ୱାମୀର ଉନ୍ମତକାଣ୍ଡ: ସ୍ତ୍ରୀ, ଶଳା ସହ ସଢୁକୁ ଭୁଜାଲି ଦେଲା ଚୋଟୋ, ଅଭିଯୁକ୍ତକୁ ଧରିଲା ପୋଲିସ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣରେ ଜଣେ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ କରି ଉନ୍ମତ୍ତକାଣ୍ଡ ଭିଆଇଛି । ସ୍ତ୍ରୀ, ସଢ଼ୁ ଓ ଶାଳକଙ୍କୁ ଅତର୍କିତ ଭୁଜାଲି ମାଡ଼ କରିଛି । ପୋଲିସ ଖବର ପାଇ…
ଧରାପଡ଼ିଲା ଚାଲ୍ବାଜ୍ ଚୀନ୍ର ନୂଆ ଚାଲ୍ , ଏଲ୍ଏସି ସୀମାରେ ନିର୍ମାଣ କରୁଛି ସ୍ଥାୟୀ କ୍ୟାମ୍ପ୍ ଓ ହେଲିପ୍ୟାଡ୍
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଚାଇନା ସହ ଲଦାଖ ଓ ସିକ୍କିମ ସୀମାରେ ବିବାଦ ଚାଲିଥିବା ବେଳେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଏକ ଲମ୍ବା ସମୟ ଧରି ରହିବାକୁ ଚୀନ ସେନା…
କମଫର୍ଟ ହୋଟେଲ୍ ରେ ଚାଲିଥିଲା ସେକ୍ସ ରାକେଟ, କାବୁ କଲା ପୋଲିସ୍
ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲାର କମଫର୍ଟ ହୋଟେଲ । ନାଁ ଯେମିତି କାମ ବି ସେମିତି । ପୂରା କମଫର୍ଟରେ ଚାଲିଥିଲା ଦେହ କାରବାର । ସହରରେ ଲାଗିଥିଲା କଡ଼ା କଟକଣା ଆଉ ସେହି ନାଇଟ୍ କର୍ଫ୍ୟୁର ସୁଯୋଗରେ ମାତିଥିଲେ ଦେହ…
୮ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା: ଅଭିଯୁକ୍ତକୁ ମିଳିଲା ଫାଶୀଦଣ୍ଡ, ସାଢ଼େ ଚାରି ମାସରେ କୋର୍ଟ ଶୁଣାଇଲା ସଜ୍ଜା
ବୁଲନ୍ଦସହର: ଗୋଟିଏ ୮ ବର୍ଷର ଝିଅକୁ ଅପହରଣ କରିବା ପରେ ଦୁଷ୍କର୍ମ କରି ମାରିଦେବା ଅଭିଯୋଗରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି । ପୋକ୍ସେ ଆକ୍ଟ ଅଧୀନରେ ଜଜ୍ ଡା. ପଲ୍ଲବୀ ଅଗ୍ରୱାଲ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ…