fbpx
BJD SKY
BJD SKY
Browsing Category

ମନୋରଞ୍ଜନ

ଚେକ୍ ବାଉନ୍ସ ମାମଲା: ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ

ନୂଆଦିଲ୍ଲୀ: ବଲିଉଡ଼ର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଚେକ୍ ବାଉନ୍ସ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତିି କୋର୍ଟ । ଏହା ସହ ଜୋରିମାନ ବାବଦକୁ ତାଙ୍କୁ ୨ କୋଟି ଟଙ୍କା ଜମା କରିବାକୁ…

‘ପୁଷ୍ପା ୨’ ରିଲିଜ ପୂର୍ବରୁ ‘ପୁଷ୍ପା ୩’ର ଘୋଷଣା, ନିଜେ ଅଲ୍ଲୁ ଅର୍ଜୁନ କଲେ Confirm

ନୂଆଦିଲ୍ଲୀ: ୨୦୨୧ରେ ଯେବେ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ ରିଲିଜ ହୋଇଥିଲା ଲୋକେ ଏହି ଫିଲ୍ମ ଦେଖି ଏତେ ମୁଗ୍ଧ ହୋଇଯାଇଥିଲେ ଯେ, ଯାହା ମୁଁହରୁ ଶୁଣିବେ ‘ଝୁକେଗା ନେହିଁ ସାଲା’ ବାହାରୁଥିଲା । ଏହି ଫିଲ୍ମର…

୧୯ ବର୍ଷରେ ଦୁନିଆକୁ ଅଲବିଦା କହିଲେ ‘ଦଙ୍ଗଲ’ ଫେମ୍ ସୁହାନୀ ଭଟନାଗର

ମୁମ୍ବାଇ: ବଲିଉଡ଼ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦଙ୍ଗଲ ଚଳଚ୍ଚିତ୍ରର ଫେମ୍ ଅଭିନେତ୍ରୀ ସୁହାନୀ ଭଟନାଗରଙ୍କ ଦେହାନ୍ତ ହୋଇଛି । ମାତ୍ର ୧୯ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ସୂତ୍ରରୁ ପ୍ରକାଶ…

ଓଲିଉଡରୁ ଆସିଲା ଦୁଃଖ ଖବର: ବରିଷ୍ଠ ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡରୁ ଆସିଛି ଏକ ଦୁଃଖ ଖବର । ବରିଷ୍ଠ ହାସ୍ୟା ଅଭିନେତା ଇନ୍ଦ୍ରମଣି ବେହେରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଶ୍ରୀ ବେହେରା ଢେଙ୍କାନାଳର ମହାବୀର…

ଘୋଷଣା ହେଲା ‘ଦେବରା’ର ନୂଆ ରିଲିଜ୍ ଡେଟ୍; ଏହି ତାରିଖରେ ପ୍ରେକ୍ଷାଳୟକୁ ଆସିବ ଜୁନିୟର ଏନଟିଆରଙ୍କ ଫିଲ୍ମ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଏବଂ ଜାହ୍ନବୀ କପୁର ଆଜିକାଲି ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ଦେବରା ପାର୍ଟ-୧କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଷ୍ଟାରଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା…

ଜଣାଶୁଣା ଟିଭି ଅଭିନେତ୍ରୀ କବିତା ଚୌଧରୀଙ୍କ ପରଲୋକ: ହାର୍ଟ ଆଟାକରେ ଶେଷ ନିଃଶ୍ୱାସ ତ୍ୟାଗ କଲେ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ କବିତା ଚୌଧୁରୀଙ୍କର ହାର୍ଟ ଆଟାକରେ ପରଲୋକ ଘଟିଛି । ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବାରୁ କବିତାଙ୍କର ଚିକିତ୍ସା…

(Video) ଆଖିରେ ଆଖିଏ ଲୁହ, ଶେଷ ଦର୍ଶନ ପରେ ବାପାଙ୍କୁ ମୁଖାଗ୍ନି ଦେଲେ ଅନୁଭବ

କଟକ: ଆଜି ଶେଷ ନିଦ୍ରାରେ ଶୋଇ ଯାଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି । ନିଜ ଜୀବନଠୁ ବେଶୀ ଭଲ ପାଉଥିବା ବାପାଙ୍କୁ କାନ୍ଧରେ ଧରି ମଶାଣି ଯାଉଛନ୍ତି ଅନୁଭବ । ବାପାଙ୍କ ସ୍ମୃତିରେ ଆଜି ଆଖିରେ ଆଖିଏ…

Breaking News; ଖଣ୍ଡଗିରି ଯାତ୍ରାରେ ଚାଲିବନି ଅଶ୍ଳୀଳତା: ଉତ୍ସବ ପୂର୍ବରୁ ଲାଗିଲା କଟକଣା

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱରର ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । କିନ୍ତୁ ଏହି ମେଳା ପୂର୍ବରୁ ଏହାର ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଏଥରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ପ୍ରଦର୍ଶନକୁ ବାରଣ…

‘Poacher’ର ଟ୍ରେଲର ରିଲିଜ, ହାତୀ ଦାନ୍ତ ଚୋରା ଚାଲାଣ ଉପରେ ଆଧାରିତ ଏହି ୱେବ୍ ସିରିଜ୍

ମୁମ୍ବାଇ: ଗୁରୁବାର ଓଟିଟିରେ ରିଲିଜ ହୋଇଛି ନୂତନ ୱେବ୍ ସିରିଜ୍ ‘Poacher’। ଏମି ପୁରସ୍କାର ବିଜେତା ବିଶିଷ୍ଟ ଫିଲ୍ମ ନିର୍ମାତା ରିଚି ମେହତାଙ୍କ ନିର୍ଦ୍ଦେଶିତ ‘Poacher’ ହେଉଛି ଏକ କ୍ରାଇମ୍ ୱେବ୍ ସିରିଜ । ହାତୀ…

ବଡ଼ ଦୁଃଖ ଖବର: ଅଭିନେତା ଅନୁଭବଙ୍କ ବାପାଙ୍କ ପରଲୋକ, ଦୁଃଖରେ ଭାଙ୍ଗି ପଡ଼ିଲେ ଅଭିନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।…