fbpx
Browsing Category

ମନୋରଞ୍ଜନ

ବିକିନିରେ ନିଆଁ ଲଗାଇଲେ ଦୀପିକା, ଭାଇରାଲ୍ ହେଉଛି ନୂଆ ଫିଲ୍ମର ଚୁମ୍ବନ ଦୃଶ୍ୟ; ସିନ୍ ଦେଖି ରଣବୀରଙ୍କୁ ଲାଗିପାରେ ଝଟକା

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ୍ ଙ୍କ ନୂଆ ଫିଲ୍ମ ନାଁ ଓ ଫାଷ୍ଟ୍ ଲୁକ୍ ସାମନାକୁ ଆସିଛି । ଫିଲ୍ମର ନାମ ହେଉଛି "ଗେହରିୟା" । ଏହାର ଟିଜର୍ ରିଲିଜ୍ ହୋଇସାରିଛି ଓ ବିବାହ ପରେ ପ୍ରଥମ ଥର ପାଇଁ ଦୀପିକାଙ୍କୁ…

ପର୍ଣ୍ଣୋଗ୍ରାଫୀ ମାମଲାରେ ନୀରବତା ଭାଙ୍ଗିଲେ ରାଜ କୁନ୍ଦ୍ରା, ବୟାନ ଜାରି କରି କହିଲେ ଏପରି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଜେଲରୁ ବାହାରିବା ପରେ ପ୍ରଥମ ଥର ପାଇଁ ନିଜ ବୟାନ ଜାରି କରିଛନ୍ତି । ସେ ନିଜ ବୟାନରେ ଅନେକ କିଛି କହିଛନ୍ତି, ଯେଉଁଥିରୁ…

ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ, ଜାଣନ୍ତୁ କେଉଁ କେସରେ ଫସିଲେ ଅଭିନେତ୍ରୀ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ସମନ । ପାନାମ ପେପର ଲିକ୍ ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ସମନ ପଠାଯାଇଥିବା ଜଣାପଡିଛି । ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା…

ବିବାହ ବନ୍ଧନରେ ବାନ୍ଧି ହେଲେ ସମଲିଙ୍ଗି ଯୋଡ଼ି: ୮ ବର୍ଷର ରିଲେସନ୍ ପରେ ଏବେ ହେଲେ ‘Husband-and-Husband’

ନୂଆଦିଲ୍ଲୀ: ଆମ ସମାଜରେ ସାଧାରଣ ଭାବେ ପୁରୁଷ ଓ ନାରୀଙ୍କ ବିବାହ ପ୍ରଥା ପ୍ରଚଳିତ ରହିଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ହ୍ରାଇଦ୍ରାବାଦରେ । ନିକଟରେ ଏକ ସମଲିଙ୍ଗି ଯୋଡ଼ି ନିଜର ବନ୍ଧୁ, ପରିଜନଙ୍କ…

ପତ୍ନୀଙ୍କ ଠାରୁ ଅଲଗା ହେବେ ଅନିଲ: ନିଜ ଠାରୁ ୩୦ ବର୍ଷ ସାନ ଏହି ଅଭିନେତ୍ରୀଙ୍କ ହାତ ଧରିବେ

ନୂଆଦିଲ୍ଲୀ: ବଲିଉଡ ତାରକାଙ୍କ କ୍ଷେତ୍ରରେ ବିବାହ ଆଉ ଛାଡ଼ପତ୍ର ଏକ ସାଧାରଣ କଥା । ତେବେ ଖୁବଶୀଘ୍ର ବଲିଉଡ ଅଭିନେତା ଅନିଲ କପୁର ନିଜର ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଛି । । ନିକଟରେ…

ମା’ ହେବାକୁ ଯାଉଛନ୍ତି ତେଜସ୍ୱୀ ପ୍ରକାଶ! ଆଶ୍ଚର୍ଯ୍ୟ ହୋଇଗଲେ ପ୍ରତିଯୋଗୀ

ମୁମ୍ବାଇ: ବିଗ୍ ବସ୍ ସିଜିନ୍ ୧୫ ରେ କିଛି ଏମିତି ହେବାକୁ ଯାଉଛି ଯାହାକୁ ଦେଖି ଆପଣଙ୍କୁ ନିଶ୍ଚୟ ହସ ଲାଗିବ । କାରଣ ସଲମାନଙ୍କ ସହ ଏଥର ଷ୍ଟେଜରେ ଗୋବିନ୍ଦା ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଖାସ୍ କଥା ହେଉଛି…

BOX Officeରେ ନିଆଁ ଲଗାଇଲା ପୁଷ୍ପା: ଦୁଇ ଦିନରେ ଆୟ ୧୦୦ କୋଟି ପାର, ଫ୍ୟାନଙ୍କ ପସନ୍ଦ ସାମନ୍ଥାଙ୍କ Item ନମ୍ବର

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା: ଦ ରାଇଜ୍ ବକ୍ସ ଅଫିସରେ ଧମାଲ ମଚେଇଛି । ଫିଲ୍ମଟିକୁ ଦର୍ଶକ ବେଶକ ପସନ୍ଦ କରିଥିବା ବେଳେ ମାତ୍ର ଦୁଇ ଦିନ ମଧ୍ୟରେ ଏହା ୧୦୦ କୋଟି ଅତିକ୍ରମ…

୨୦୨୨ ହେବ ରୋମାଞ୍ଚଭରା: ନୂଆ ବର୍ଷରେ ରିଲିଜ୍ ହେବ ଏହି ୧୦ଟି ହିଟ୍ ୱେବ୍ ସିରିଜର ସିକ୍ୱେଲ୍

ମୁମ୍ବାଇ: କୋଭିଡ୍ ମହାମାରୀ କାରଣରୁ ୨୦୨୧ରେ ଅଧିକ ସମୟ ଲୋକଙ୍କୁ ଘରେ ରହିବାକୁ ପଡ଼ିଲା । ତେଣୁ ଏହି ସମୟରେ ଓଟିଟି ପ୍ଲାଟଫର୍ମକୁ ଲୋକେ ଅଧିକ ପସନ୍ଦ କରିଥିଲେ । ଯାହାର ଧାରା ଜାରି ରହିଛି । ସିନେମା ହଲ୍ ଖୋଲିଥିଲେ…

R Madhavan ଓ Surveen Chawla ଏହି ଖାଦ୍ୟକୁ କହିଲେ ସେକ୍ସ ଲାଇଫର ସିକ୍ରେଟ୍, VIDEOରେ କଲେ ଖୁଲାସା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୁରଭିନ୍ ଚାୱଲ ନିକଟରେ ନିଜର କାଷ୍ଟିଂ କାଉଚକୁ ନେଇ ଏକ ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି । ସେ ଏକ ଇଣ୍ଟରଭ୍ୟୁରେ ଏହି ଅନୁଭବ ବିଷୟରେ କହିଛନ୍ତି । ସେ ଅଭିନେତା ଆର ମାଧବନଙ୍କ ସହିତ…

ବକ୍ସଅଫିସରେ ‘Spider-Man’ ଭାଙ୍ଗିଲା ଏପର୍ଯ୍ୟନ୍ତର ସବୁ ରେକର୍ଡ, ମାତ୍ର ୨ଦିନରେ କଲା ଏତିକି କୋଟିର ବ୍ୟବସାୟ

ନୂଆଦିଲ୍ଲୀ: ସୋନି ପିକ୍ଚରର୍ସ ଏଣ୍ଟରଟେନମେଣ୍ଟର ଫିଲ୍ମ "ସ୍ପାଇଡର୍-ମ୍ୟାନ: ନୋ ୱେ ହୋମ୍" ଡିସେମ୍ବର ୧୬ ତାରିଖରେ ଭାରତରେ ରିଲିଜ୍ ହୋଇଯାଇଛି । ଫ୍ୟାନ୍ସ ମାନେ ଖୁବ୍ ଲମ୍ବା ସମୟ ଧରି ଏହି ଫିଲ୍ମର ରିଲିଜ୍ ଅପେକ୍ଷାରେ…