fbpx
Browsing Category

ମନୋରଞ୍ଜନ

ଚାଇନାରେ ୧୧ ହଜାର ସ୍କ୍ରିନରେ ରିଲିଜ୍ ହେବ ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ "ଛିଛୋରେ" ଏବେ ଚୀନର ୧୦୦ଟି ସହରରେ ରିଲିଜ୍ ହେବ । ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀ ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇସାରିଛନ୍ତି । ଟ୍ରେଡ୍…

ଏହିଦିନ ହେବ ଭିକି-କ୍ୟାଟଙ୍କ ରିସେପ୍ସନ୍ ପାର୍ଟି, ସଲମାନ ଖାନଙ୍କ ସମେତ ଏହି ଷ୍ଟାର୍ ମାନେ ହେବେ ସାମିଲ; ଜାଣନ୍ତୁ ତାରିଖ

ମୁମ୍ବାଇ: କାଟ୍ରିିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ପରେ ଦୁର୍ହେ ଲଗାତର ଭାବରେ ଖୁବ୍ ସୁନ୍ଦର ସୁନ୍ଦର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି । ଦୁହେଁ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟରେ…

ରିଲିଜ୍‌ ପୂର୍ବରୁ ଅଡୁଆରେ ଷ୍ଟାଇଲିଷ୍ଟ ଷ୍ଟାର ଅଲ୍ଲୁ ଅର୍ଜୁଙ୍କ ଫିଲ୍ମ ‘ପୁଷ୍ପା’, ମେକର୍ସଙ୍କ ବିରୋଧରେ ଆସିଲା ଅଭିଯୋଗ

ମୁମ୍ବାଇ (ଭାସ୍କର ନ୍ୟୁଜ୍‌): ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ପୁଷ୍ପା-ଦ ରାଇଜ’ ଆସନ୍ତା ୧୭ ତାରିଖରେ ରିଲିଜ୍‌ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ମିଳିଥିବା ଖବରରୁ ଜଣାପଡିଛି…

ସାମନ୍ଥାଙ୍କ ଆଇଟମ ସଙ୍ଗକୁ ନେଇ କୋର୍ଟରେ ମାମଲା: ଭିଡିଓ ଦେଖିଲେଣି ୭୧ ଲକ୍ଷ ଦର୍ଶକ

ମୁମ୍ବାଇ: ପୁଷ୍ପା: ଦ ରାଇଜ ଚଳଚିତ୍ରଟି ଆଉ ମାତ୍ର ୩ ଦିନ ପରେ ରିଲିଜ ହେବାକୁ ଯାଉଛି । ଡିଭୋର୍ସ ପରେ ପରଦାକୁ ଫେରିଥିବା ସାମନ୍ଥା ରଥ ପ୍ରଭୁଙ୍କ ପାଇଁ ଝଟକା । ଓ ଅଣ୍ଟାବା ନାମକ ଏହି ଗୀତଟି ଏକାସାଙ୍ଗରେ ତେଲୁଗୁ,…

କଙ୍ଗନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଆବେଦନ କଲେ ଜାଭେଦ ଅଖତର, ମାନହାନି କେସ୍ ସହ ଜଡ଼ିତ ଏହି ମାମଲା

ମୁମ୍ବାଇ: ଦିଗ୍ଗଜ ଲେଖକ ତଥା ଗୀତିକାର ଜାଭେଦ ଅଖତର ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ବିବାଦ ବିଷୟରେ କାହରିକୁ ଅଛପା ନାହିଁ । ଏହାରି ମଧ୍ୟରେ ଜାଭେଦ ଅଖତର ସୋମବାର ମୁମ୍ବାଇର ଏକ କୋର୍ଟରେ ଯାଚିକା…

ହିନ୍ଦି ସିରିଏଲରେ ଅଭିନୟ କରିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସାନ୍ଧୁ; ଭାଇରାଲ ହେଉଛି ପୁରୁଣା CLIP

ମୁମ୍ବାଇ: ତୃତୀୟ ଭାରତୀୟ ଭାବରେ ବ୍ରହ୍ମାଣ୍ଡ ସୁନ୍ଦରୀ ବା ମିସ୍ ୟୁନିଭର୍ସ ହେବାର ଗୌରବ ହାସଲ କରିଛନ୍ତି ହରନାଜ କୌର ସାନ୍ଧୁ । ୭୦ ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ୨୧ ବର୍ଷର ମରୁଡି ଅନ୍ତ କରିଥିଲେ…

ଭିକି-କ୍ୟାଟଙ୍କ ରିସେପ୍ସନ୍ ପାର୍ଟିରେ ସାମିଲ ହେବେ ଏହି ବଲିଉଡ୍ ଷ୍ଟାର୍ସ, ତାଲିକାରେ ନାହାନ୍ତି ସଲମାନ୍ ଖାନ୍!

ମୁମ୍ବାଇ: ରାଜସ୍ଥାନରେ ରୟାଲ୍ ୱେଡିଂ ପରେ ପାୱାର୍ କପଲ୍ କାଟ୍ରିନା କୈଫ୍ ଓ ଭିକି କୌଶଲ ରିସେପସନ୍ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ନୂତନ ବିବାହିତ କପଲ୍ ଙ୍କର ରିସେପସନ୍ ଏକଦମ୍ ଗ୍ରାଣ୍ଡ ହେବାକୁ ଯାଉଛି ।…

କରୀନା-ଅମୃତାଙ୍କ ବିଲ୍ଡିଂରେ ହେବ କୋଭିଡ୍ ଟେଷ୍ଟିଂ କ୍ୟାମ୍ପ, କରନ୍ ଜୋହରଙ୍କ ଘରକୁ ସାନିଟାଇଜ୍ କରିବ ବିଏମସି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଓ ତାଙ୍କ ତାଙ୍କ ବେଷ୍ଟ ଫ୍ରେଣ୍ଡ୍ ଅମୃତା ଅରୋଡା କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ବିଏମସି ବଡ଼ ପଦକ୍ଷେପ ଉଠାଇଛି । ଆଜି କରୀନା କପୁର ଓ ଅମୃତା ଅରୋରା, ଦୁହିଁଙ୍କ…

ନେଟଫ୍ଲିକ୍ସ ଗ୍ରାହକଙ୍କ ପାଇଁ ଖୁସିଖବର: ୫୦୦ ଟଙ୍କାର ପ୍ଲାନ୍ ହେଲା ମାତ୍ର ୧୯୯ ଟଙ୍କା, ଦେଖନ୍ତୁ ନୂଆ ଦାମର ତାଲିକା

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ଗ୍ରାହକଙ୍କ ପାଇଁ ଖୁସି ଖବର । ଭାରତରେ ନେଟପ୍ଲିକ୍ସ ନିଜର ପ୍ଲାନ୍ସକୁ ଶସ୍ତ କରିଛି । ଗୋଟେ ପଟେ ଆଜିଠାରୁ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍ ମହଙ୍ଗା ହୋଇଥିବା ବେଳେ ନେଟଫ୍ଲ୍ିକ୍ସ ନିଜର…

ମାଇନସ୍ ୧ ଡିଗ୍ରୀରେ ସାର୍ଟଲେସ୍ ହୋଇ ଦୌଡ଼ିଲେ ଟାଇଗର୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ନିଜକୁ ସବୁବେଳେ ଫିଟ୍ ରଖିବାକୁ ଭଲପାଆନ୍ତି । ଏ କଥା ସମସ୍ତେ ଜାଣନ୍ତି । ନିଜର ୱର୍କ ସିଡ୍ୟୁଲ୍ ରେ ସେ ଯେତେ ବ୍ୟସ୍ତ ଥିଲେ ବି ନିଜର ଫିଟନେସ୍ ରୁଟିନ୍ କୁ ସେ ସବୁବେଳେ…