Browsing Category

ମନୋରଞ୍ଜନ

ବକ୍ସ ଅଫିସରେ ‘ପୁଷ୍ପା’ର କ୍ରେଜ୍, ପଛରେ ପଡ଼ିଲା ‘କେଜିଏଫ୍’

ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ଆଶ୍ଚର୍ଯ୍ୟ କରିଛି । ଏହା ବକ୍ସ ଅଫିସରେ ଦେଖାଇଛି ଜବରଦସ୍ତ ପରଫରମାନ୍ସ । ଫିଲ୍ମ…

‘ମଧୁବନ’ କୁ ନେଇ ବିବାଦରେ ସନ୍ନି ଲିଓନି, ହିନ୍ଦୁ ଧର୍ମକୁ ଆଘାତ କରୁଥିବା ନେଇ ଆସିଲା ଅଭିଯୋଗ

ବଲିଉଡର ଗ୍ଲାମରସ ଡିଭା ସନ୍ନି ଲିଓନି ନିଜର ନୂଆ ଗୀତ ‘ମଧୁବନ’କୁ ନେଇ ବିବାଦ ଘେରରେ । ୨୨ ଡିସେମ୍ବରରେ ରିଲିଜ ହୋଇଥିବା ତାଙ୍କର ଡାନ୍ସ ଭିଡିଓକୁ ନେଇ ଏବେ ଚର୍ଚ୍ଚାରେ ସନ୍ନି ଲିଓନି । ସନ୍ନିଙ୍କ ଏହି ନୂଆ ଗୀତକୁ…

ତପସ୍ୱିନୀଙ୍କ ସଂଘର୍ଷର ଯାତ୍ରା ବର୍ତ୍ତମାନ ଗୀତରେ: “ନାରୀ ରୂପେ ସେ ନାରାୟଣୀ” ଦେଖନ୍ତୁ Viral ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ନିଜର ହକ ପାଇଁ ଲଢେଇ କରୁଥିବା ତପସ୍ୱିନୀ ଦାସଙ୍କ କାହାଣୀକୁ ଗୀତରେ ସଜାଇଛନ୍ତି ଦୁଇ ଜଣ ଯୁବତୀ । ଆରମ୍ଭରୁ ତପସ୍ୱିନୀ ଯେଉଁଭଳି ଢଙ୍ଗରେ ସମସ୍ତ ପ୍ରତିକୂଳ ପରସ୍ଥିତିର…

ଓସ୍କାର ଦୌଡରେ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘Writing with Fire’: ବାଦ ପଡିଲା ଭାରତର ଅଫିସିଆଲ ଏଣ୍ଟ୍ରି କୁଝାଙ୍ଗାଲ

ନୂଆଦିଲ୍ଳୀ: ଏକାଡେମୀ ଅଫ୍ ମୋସନ ପିକଚର୍ସ ପକ୍ଷରୁ ୯୪ ତମ ଓସ୍କାର ପୁରସ୍କାର ପାଇଁ ଫିଲ୍ମ ଗୁଡିକୁ ଶର୍ଟ ଲିଷ୍ଟ କରାଯାଇଛି । ଏହି ତାଲିକାରୁ ଭାରତର ଅଫିସିଆଲ ଓସ୍କାର ଏଣ୍ଟ୍ରି କୁଝାଙ୍ଗାଲ(ପେବେଲ୍ସ) ବାଦ ପଡିଥିଲେ…

୨୦୦ କୋଟି ଠକେଇ ମାମଲା: ED ପାଇଁ ରାଜସାକ୍ଷୀ ହେବେ ନୋରା ଫତେହୀ

ନୂଆଦିଲ୍ଲୀ: କନମ୍ୟାନ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଦୁର୍ନୀତି ମାମଲାରେ ଇଡି ପାଇଁ ରାଜସାକ୍ଷୀ ପାଲଟିବେ ନୋରା ଫତେହୀ । ବୁଧବାର ମିଳିଥିବା ସୂଚନା ଅନୁଯାୟୀ ନୋରା ଏହି ମାମଲାରେ ରାଜସାକ୍ଷୀ ପାଲଟିବାକୁ ଯାଉଛନ୍ତି ।…

ଅଭ୍ୟାସ ସମୟରେ ନାଚିଲେ ଓ ଗାଇଲେ ଯବାନ: ଦେଖନ୍ତୁ ମଜାଦାର Video

ନୂଆଦିଲ୍ଲୀ:ଗୀତର ତାଳେ ତାଳେ ମସଗୁଲ ହୋଇଯାଇଛନ୍ତି ଆମ ଯବାନ । ଯବାନଙ୍କର ଟ୍ରେନିଂ ଚାଲିଥାଏ ପୁଣି ପୁରା କଦମତାଲ ସହ । ପୋଲିସ ଟ୍ରେନିଂ । ଏହି ଟ୍ରେନିଂ ସମୟରେ କ୍ୟାମ୍ପରେ କଠିନ ପରିଶ୍ରମ ସହ ଅନୁଶାସନ ସହ ରହିବାକୁ…

ରଣବୀର କପୁରଙ୍କୁ କଣ୍ଡୋମ ଦେବାକୁ ଚାହୁଁଥିଲେ ଦୀପିକା, ବଦଳରେ ଏପରି କହିଥିଲେ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜ ବ୍ୟକ୍ତଗତ ରିଲେସନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ବଲିଉଡ ଜଗତର ଅନେକ ଅଭିନେତ୍ରୀଙ୍କୁ ଡେଟ୍ କରିଛନ୍ତି, ଯେଉଁଥିରେ ଦାପିକା ପାଦୁକୋନଙ୍କ ନାଁ ମଧ୍ୟ ସାମିଲ ରହିଛି…

Disney+ Hotstarର ଜବଦରସ୍ତ ଅଫର୍! ମାତ୍ର ୪୯ ଟଙ୍କାରେ ଫିଲ୍ମ ଓ ୱେବ ସିରିଜ ଦେଖିବାର ନିଅନ୍ତୁ ମଜା

ନୂଆଦିଲ୍ଲୀ: ଆଣ୍ଡ୍ରଏଡରେ ନିଜ ଗ୍ରାହକମାନଙ୍କ ପାଇଁ ଏକ ନୂଆ ମାସିକ ମୋବାଇଲ ପ୍ଲାନର ଟେଷ୍ଟ ଆରମ୍ଭ କରିଛି Disney+ Hotstar । ଏହି ମୋବାଇଲ ପ୍ଲାନ ସିଲେକ୍ଟ ପେମେଣ୍ଟ ପଦ୍ଧତି ଉପରେ ଏକ ପ୍ରାରମ୍ଭିକ ଅଫର ଅଧିନରେ…

ଆସିବ ‘ବଜରଙ୍ଗୀ ଭାଇଜାନ’ ସିକ୍ୱେଲ, ଷ୍ଟୋରୀ ଲେଖୁଛନ୍ତି ଏସଏସ ରାଜାମୌଲୀଙ୍କ ବାପା: ଘୋଷଣା କଲେ ସଲମାନ୍

ବଜରଙ୍ଗୀ ଭାଇଜାନ ପାର୍ଟ-୨ ର ଘୋଷଣା କରିଛନ୍ତି ସଲମାନ୍ ଖାନ୍ । ମୁମ୍ବାଇରେ ଆରଆରଆର ମୁଭିର ପ୍ରି-ରିଲିଜ୍ ଇଭେଣ୍ଟରେ ଏନେଇ ଘୋଷଣା କରିଛନ୍ତି ସଲମାନ ଖାନ୍ । ସିକ୍ୱେଲକୁ ଏସଏସ ରାଜାମୌଲୀଙ୍କ ବାପା କେ.ଭି ବିଜୟେନ୍ଦ୍ର…

ମଇଁଷିର ମୂଲ୍ୟ ୮୦ ଲକ୍ଷ ଟଙ୍କା: ଦିନକୁ ପିଉଛି ୧୫ ଲିଟର କ୍ଷୀର, ଖାଉଛି ଆଖୁର ଚାରା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକ ମଇଁଷି ରହିଛି ଯାହାର ଦାମ ଶୁଣିଲେ ଅନେକ ଆଶ୍ଚର୍ଯ୍ୟ ହେବେ । ୪ ବର୍ଷ ବୟସର ଗଜେନ୍ଦ୍ର ନାମକ ମଇଁଷିର ମୂଲ୍ୟ ୮୦ ଲକ୍ଷ ଟଙ୍କା । ତା’ର ଓଜନ ଦେଢ଼ ଟନ୍ ବା ୧୫ କ୍ୱିଣ୍ଟାଲ । ମହାରାଷ୍ଟ୍ରର…