Browsing Category

ମନୋରଞ୍ଜନ

ଏହି ଦେଶରେ ଗାଈକୁ ଭୟଙ୍କର ପଶୁ ଭାବେ ଗ୍ରହଣ କରାଯାଏ, କାରଣ…

ଗାଈକୁ ଆମ ଦେଶରେ ଗୋମାତା ଭାବେ ପୂଜା କରାଯାଏ । କିନ୍ତୁ ଏପରି ଏକ ଦେଶ ରହିଛି ଯେଉଁଠାରେ ଗାଈମାନଙ୍କୁ ଲୋକମାନେ ଭୟଙ୍କର ପଶୁ ଭାବେ ମାନୁଛନ୍ତି । ବ୍ରିଟେନରେ ଗାଈକୁ ଏକ ବିପଜ୍ଜନକ ପଶୁ ଭାବେ ମାନାଯାଏ ବୋଲି ଏକ…

‘ଗୋଟିଏ ଗଛରୁ ବାହାରୁଛୁ ବିୟର’, ଶୁଣିବା ମାତ୍ରେ ଲାଗିଗଲା ଲୋକଙ୍କ ଲମ୍ବା ଲାଇନ୍

ଆମେ ସମସ୍ତେ ଜାଣୁ ଯେ, ଗଛ ଆମକୁ ଫଳ, ଫୁଲ, ପତ୍ର ଆଉ ଛାଇ ଦେଇଥାଏ । ମାତ୍ର ଯଦି ଆମେ ଶୁଣିବା ଗୋଟିଏ ଗଛରୁ ବିୟର ବାହାରୁଛି, ତେବେ କଥାଟି ନିଶ୍ଚୟ ଆମକୁ ଅଡ଼ୁଆ ଲାଗିବ । ଦିଲ୍ଲୀର ଏକ ନିମ୍ବ ଗଛରୁ ବିୟର ବାହାରିବା ଖବର…

ଘୋଡ଼ାର ଜନ୍ମଦିନରେ ମାଲିକ କାଟିଲେ ୫ ହଜାର ଟଙ୍କାର କେକ୍

ନୂଆଦିଲ୍ଲୀ, ୩ା୩: ପଶୁମାନଙ୍କ ପ୍ରତି ଆଜି ବି ମଣିଷର ଅତୁଟ ଭଲପାଇବା ରହିଛି, ଏହାକୁ ପ୍ରମାଣ କରିଛନ୍ତି ବିହାରର ଜଣେ ଯୁବକ । ଘୋଡ଼ାର ଜନ୍ମଦିନ ଅବସରରେ ଯୁବକ ଜଣକ ୫ ହଜାର ଟଙ୍କାର ଏକ କେକ୍ କାଟିଛନ୍ତି । ଏହାସହିତ…

ସର୍ପାଘାତରେ ହୋଇଥିଲା ମହିଳାଙ୍କ ମୃତ୍ୟୁ, ୪୨ ବର୍ଷ ପରେ ପୁଣି ଫେରିଲେ ଘରକୁ

ଉତ୍ତରପ୍ରଦେଶର କାନପୁରର ଏକ ଗାଁରେ ଏକ ଅଜବ ଘଟଣା ଘଟିଛି । ସାପ କାମୁଡ଼ାରେ ଜଣେ ୪୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ମହିଳା ଜଣକ ୪୨ ବର୍ଷ ପରେ ପୁଣି ନିଜ ଘରକୁ ଫେରିଆସିଛନ୍ତି । ବର୍ତ୍ତମାନ…

ଆପଣଙ୍କ ପାଖରେ ପୁରୁଣା ୨୫ ପଇସା କଏନ୍ ଅଛି କି? ଆପଣ ହୋଇପାରିବେ ଲକ୍ଷପତି

ଆପଣଙ୍କ ପାଖରେ ପୁରୁଣା ୨୫ ପଇସା କଏନ୍ ଅଛି କି? ଯଦି ହିଁ, ତେବେ ଏହା ଦ୍ୱାରା ଆପଣ ଲକ୍ଷ ପତି ହୋଇପାରିବେ । ଏହି କଏନକୁ ବିକ୍ରି କରି ଆପଣ ୧.୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କ କଏନର ଫଟୋ…