Browsing Category
ମନୋରଞ୍ଜନ
ସଲମାନଙ୍କୁ ପୁଣି ହତ୍ୟା ଧମକ, ‘2 କୋଟି ନଦେଲେ ଜୀବନରୁ ମାରିଦେବୁ’
ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ଜାରି ରହିଛି । ପୁଣି ଜୀବନରୁ ମାରିଦେବା ନେଇ ଧମକ ଦିଆଯାଇଛି । ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲକୁ କେହି ଅଜ୍ଞାତ ବ୍ୟକ୍ତି ମେସେଜ କରି ହତ୍ୟା ଧମକ ଦେଇଛନ୍ତି । 2 କୋଟି ଦିଅ…
(Video)ଅଭିନେତ୍ରୀଙ୍କୁ ନଜଣାଇ ବିମାନରୁ ବ୍ୟାଗ ଓହ୍ଲାଇଲା Indigo, ଭିଡିଓ ଜାରି କରି ଝାଡିଲେ ସମିତା
ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗିଗଲେ ଫିଲ୍ମ ଅଭିନେତ୍ରୀ ସମିତା ଶେଟ୍ଟୀ । ସୋସିଆଲ ମିଡିଆରେ ଏକ ଭିଡିଓ ରିଲିଜ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି । ସମିତା ଶେଟ୍ଟୀ ନିଜର କ୍ରୋଧ ପ୍ରକାଶ କରି କହିଛନ୍ତି…
ସଲମାନ ଖାନ ଓ ଜିଶାନ ସିଦ୍ଦିକିଙ୍କୁ ଧମକ ଦେଇଥିବା ଯୁବକ ଗିରଫ
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ ଓ ଏନସିପି ନେତା ଜିଶାନ ସିଦ୍ଦିକିଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ମୁମ୍ବାଇ ପୁଲିସ ଉତ୍ତରପ୍ରଦେଶର ନୋଏଡାରୁ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ନ୍ୟୁଜ୍ ଏଜେନ୍ସି…
ପୁଣି ଉଦାରତା ଦେଖାଇଲେ ଅକ୍ଷୟ, ମାଙ୍କଡ଼ଙ୍କ ଖାଦ୍ୟ ପାଇଁ ଦାନ କଲେ ଏତିକି କୋଟି ଟଙ୍କା, ଜିତିଲେ ଫ୍ୟାନ୍ସଙ୍କ ହୃଦୟ
ନୂଆଦିଲ୍ଲୀ: ବଲିଉଡର ଖିଲାଡ଼ି କୁମାର ଭାବେ ବେଶ ଜଣାଶୁଣା ଅକ୍ଷୟ କୁମାର । ଫିଲ୍ମ ବ୍ୟତୀତ ସାମାଜିକ କାର୍ଯ୍ୟ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି ଅକ୍ଷୟ । ବର୍ତ୍ତମାନ ପୁଣି ଥରେ ସେ ତାଙ୍କ ମହତ କାର୍ଯ୍ୟ ପାଇଁ ପ୍ରଶଂସାର…
ଭୁଲ ଭୁଲୈୟା ୩ ପାଇଁ ପ୍ରଥମ ପସନ୍ଦ ନଥିଲେ ତୃପ୍ତି, ଫିଲ୍ମରେ ତାଙ୍କ କାଷ୍ଟିଂକୁ ନେଇ ନିର୍ଦ୍ଦେଶକ କହିଲେ ଏହି କଥା
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତୃପ୍ତି ଡିମ୍ରି । ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ଆନିମଲ’ରୁ ସେ ଲାଇମଲାଇଟକୁ ଆସିଥିଲେ । ଏହି ଫିଲ୍ମରେ ସେ ତାଙ୍କ ଭୂମିକାକୁ ନିକ୍ଷୁଣ ଭାବେ…
ବାପା- ପୁଅଙ୍କ ସମ୍ପର୍କ, ସମ୍ପର୍କରେ ଫାଟ, ଖୁସି ଓ ଦୁଃଖର ସମ୍ମିଶ୍ରଣ ଫିଲ୍ମ ବନବାସର ଟିଜର ରିଲିଜ
ମୁମ୍ବାଇ: ବାପା ପୁଅଙ୍କ ସମ୍ପର୍କକୁ ନେଇ ପ୍ରସ୍ତୁତ ଫିଲ୍ମ ବନବାସର ଟିଜର ରିଲିଜ ହୋଇଛି । ଟିଜରରେ ନାନାଙ୍କ ଦମଦାର ସଂଳାପ ସହ ଭାବପ୍ରବଣତା ଦେଖିବାକୁ ମିଳିଛି । ଏଥିରେ ମୁଖ୍ୟ ଭୂମିକାରେ ନାନା ପାଟେକରଙ୍କ ସହ…
ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟ Bastianରୁ ଚୋରି, ଗାୟବ ହୋଇଗଲା ୮୦ ଲକ୍ଷ ଟଙ୍କାର କାର
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ରେଷ୍ଟୁରାଣ୍ଟ Bastian ଆଟ ଦି ଟପ, ଦାଦର ୱେଷ୍ଟର କୋହିନୂର ସ୍କୋୟାରରେ ୪୮ତମ ମହଲାରେ ଅଛି। ସେଠାରେ ରବିବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।…
ଷ୍ଟାଡିୟମ ଭିତରେ ମଦ ବୋତଲ, ଭଙ୍ଗା ଚଉକି…ଦିଲଜିତଙ୍କ କନସର୍ଟ ପରେ ବିଗିଡ଼ିଲା ଷ୍ଟାଡିୟମର ଅବସ୍ଥା, ଖେଳାଳି ଅସନ୍ତୁଷ୍ଟ
ନୂଆଦିଲ୍ଲୀ: ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜ । ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମ(JLS)ରେ ଅକ୍ଟୋବର ୨୬ ଏବଂ ୨୭ ତାରିଖ ଦିନ ଦିଲଜିତଙ୍କ ଏକ କନସର୍ଟ ଆୟୋଜିତ ହୋଇଥିଲା । ଏହି ସମାରୋହରେ ହଜାର…
ରାଜନୀତି ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ନେଇ ଏପରି କହିଲେ ବିଜୟ; ‘କ୍ୟାରିୟରର ସର୍ବୋଚ୍ଚ ନିଷ୍ପତ୍ତି ନେଇଥିଲି’
ମୁମ୍ୱାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପଥି ବିଜୟ ନିଜର ଦମଦାର ଫିଲ୍ମ ପାଇଁ ଜଣାଶୁଣା। ଫିଲ୍ମ ବ୍ୟତୀତ ଥାଲାପଥି ବିଜୟ ଏବେ ରାଜନୀତିରେ ମଧ୍ୟ ନିଜର ଷ୍ଟାଇଲ ଦେଖାଇବାପାଇଁ ପୂରା ପ୍ରସ୍ତୁତ ଅଛନ୍ତି।…
ପିଲାଦିନେ ଲଣ୍ଡା ହୋଇଥିଲେ ମାଧୁରୀ, ଦୀପାବଳି ଦିନ ଘଟଣାକୁ ଆଜି ବି ମନେପକାଇ ଡରନ୍ତି ଅଭିନେତ୍ରୀ
ମୁମ୍ବାଇ: ଆଲୋକର ପର୍ବ ଦୀପାବଳି । ସମସ୍ତେ ନିଜ ପରିବାର, ସାଙ୍ଗସାଥି ଓ ପ୍ରିୟଜନଙ୍କ ସହ ଉତ୍ସାହର ସହ ଦୀପାବଳି ପର୍ବ ପାଳନ କରିଥାନ୍ତି । ଏହି ଦିନ ପ୍ରଭୁ ଶ୍ରୀ ରାମ ୧୪ ବର୍ଷର ବନବାସ ଶେଷ କରି ରାବଣର ବଧ କରିବା ପରେ…