Browsing Category
Featured
ଡିସେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଅଙ୍ଗନବାଡ଼ି ୱାର୍କର ଓ ହେଲପର ଆବେଦନର ସମୟସୀମା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୂରଣ ହେବାକୁ ଥିବା ଅଙ୍ଗନବାଡ଼ି ୱାର୍କର ଓ ହେଲପର ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମୋଟ ୨୫୪୫ଟି ପଦ ପୂରଣ ପାଇଁ ଗତ ଗତ ଜୁଲାଇ…
ଡିସେମ୍ବର ୧୪ରେ ସରିଯିବ ଆଧାର କାର୍ଡ ମାଗଣା ଅପଡେଟ୍ ସମୟସୀମା: ଜରୁରୀ କାମ ଏବେ ନ ସାରିଲେ ପରେ ସମସ୍ୟାରେ ପଡ଼ିବେ
ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ତରଫରୁ ମାଗଣାରେ ଆଧାର କାର୍ଡ ଅପଡେଟ୍ କାର୍ଯ୍ୟ ଜାରି ରହିଛି । ଆଧାର କାର୍ଯ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ…
NEET PG କାଉନସେଲିଂ ୨୦୨୪ ଟାଇମଟେବୁଲ୍ ସଂଶୋଧନ: ଜାରି ହେଲା ନୂଆ ଶିଡ୍ୟୁଲ୍
ନୂଆଦିଲ୍ଲୀ: ନୀଟ୍ ପିଜି କାଉନସେଲିଂ ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମେଡିକାଲ କାଉନସେଲିଂ କମିଟି (ଏମସିସି) ତରଫରୁ ନୀଟ ପିଜି କାଉନସେଲିଂ ୨୦୨୪ର ନୂଆ ଶିଡ୍ୟୁଲ ଜାରି ହୋଇଛି । ଏହି କାଉନସେଲିଂ ପ୍ରୋସେସରେ…
ନିର୍ଦ୍ଦେଶ ନ ମାନିଲେ ସସପେଣ୍ଡ ହେବେ OAS ଅଧିକାରୀ: ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସରକାରୀ ନିର୍ଦ୍ଦେଶ ନ ମାନିବା ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିବ । ନିୟମ ଅବମାନନା କରୁଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…
DAF ଫର୍ମ ନ ଭରିଲେ ସାକ୍ଷାତକାର ବାତିଲ୍ ହୋଇଯିବ! UPSC ମୁଖ୍ୟ ପରୀକ୍ଷା କ୍ଲିୟର କରିଥିବା ପ୍ରାର୍ଥୀଙ୍କ ପାଇଁ ଜରୁରୀ ସୂଚନା
ନୂଆଦିଲ୍ଲୀ: ଗତ ୯ ତାରିଖରେ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବାର ମୁଖ୍ୟ ପରୀକ୍ଷା ରେଜଲ୍ଟ ଘୋଷଣା କରାଯାଇଥିଲା । ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା…
SDM ଗିରଫ: ଦୁଇ ଲକ୍ଷ ଟଙ୍କା ଲାଞ୍ଚ ସହ ମହଙ୍ଗା ଡିନର ସେଟ୍ ନେବା ସମୟରେ ଧରାପଡ଼ିଲେ
ନୂଆଦିଲ୍ଲୀ: ଲାଞ୍ଚ ନେବା ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । ଏହି ମାମଲାରେ ସମ୍ପୃକ୍ତ ଏସଡିଏମଙ୍କୁ ଗିରଫ କରାଯାଇଛି । ଦୁଇ ଲକ୍ଷ ଟଙ୍କା ସହ ଡିନର ସେଟ୍ ଲାଞ୍ଚ ନେଇ ଏସଡିଏମ୍ ଧରାପଡ଼ିବା ତାଙ୍କ ବିରୋଧରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୧୧ରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ
ନୂଆଦିଲ୍ଲୀ: ଆସନ୍ତାକାଲି ବୁଧବାର ବନ୍ଦ ରହିବ ସମସ୍ତ ସ୍କୁଲ । ଡିସେମ୍ବର ୧୧ରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଡିସେମ୍ବର ୧୧କୁ ପବ୍ଲିକ ହଲିଡେ ଭାବେ…
ପିଲାମାନଙ୍କ ପାଇଁ ସାଂଘାତିକ ମୋବାଇଲ…ଜାଣନ୍ତୁ ଫୋନ୍ ଯୋଗୁ ପିଲାଙ୍କ ଉପରେ ପଡ଼େ କି ପ୍ରଭାବ….
ଓଡ଼ିଶା ଭାସ୍କର: ମାତା ପିତା ପିଲାମାନଙ୍କୁ ନେଇ ସବୁବେଳେ ଚିନ୍ତିତ । ବିଶେଷ କରି ପିଲାର ଖାଇବା ନେଇ । ଛୁଆମାନେ ନ ଖାଇଲେ ସେମାନଙ୍କୁ ଖୁଇବା ପାଇଁ ମା’ ବାପା ନାନା ପ୍ରକାର ଉପାୟ ପାଞ୍ଚନ୍ତି । ଯେଉଁଥିରୁ ମୋବାଇଲ…
ବିଜ୍ଞାନର ଚମତ୍କାର ଭ୍ୟାକ୍ସିନ: ଏଣିକି ମଶା କାମୁଡ଼ିଲେ ମ୍ୟାଲେରିଆ ହେବା ବଦଳରେ ରୋଗରୁ ସୁରକ୍ଷା ମିଳିବ
ନୂଆଦିଲ୍ଲୀ: ମ୍ୟାଲେରିଆ କିପରି ବ୍ୟାପେ, ତାହା ଆମେ ସମସ୍ତେ ଜାଣିଛେ । ମଶା ଆମକୁ କାମୁଡ଼ିବା ଫଳରେ ଆମ ଶରୀରରେ ମ୍ୟାଲେରିଆ ରୋଗ ସଂକ୍ରମଣ ହୋଇଥାଏ । ତେବେ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁ ମଶା…
କ’ଣ ଆପଣଙ୍କ Gmail ରେ ଷ୍ଟୋରେଜ ଫୁଲ୍ ହୋଇଯାଇଛି କି? ଜାଣନ୍ତୁ କିପରି କରିବେ ଖାଲି
ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB ଷ୍ଟୋରେଜ ପ୍ରଦାନ କରାଯାଇଥାଏ । ଇମେଲ ଆଟାଚମେଣ୍ଟ, ବଡ଼ ଫାଇଲ ଏବଂ ଅବାଞ୍ଛିତ ଇମେଲ ଯୋଗୁଁ ଏହି ଷ୍ଟୋରେଜ ଶୀଘ୍ର ଫୁଲ ହୋଇଯାଏ । ଯେତେବେଳେ ଷ୍ଟୋରେଜ ଫୁଲ…