Browsing Category

Featured

କେଦାରନାଥ-ବଦ୍ରିନାଥ ପରେ ଏବେ ରାମ ମନ୍ଦିରରେ କରିପାରିବେନି ରିଲ୍ସ: ମୋବାଇଲ ବ୍ୟାନ୍

ନୂଆଦିଲ୍ଲୀ: କେଦାରନାଥ ଏବଂ ବଦ୍ରିନାଥ ଧାମ ପରେ ବର୍ତ୍ତମାନ ଭକ୍ତମାନେ ଅଯୋଧ୍ୟାରେ ଥିବା ରାମ ଜନ୍ମଭୂମି ମନ୍ଦିରରେ ରିଲ ଏବଂ ଭିଡିଓ କରିପାରିବେ ନାହିଁ । ମନ୍ଦିର ନିର୍ମାଣ କମିଟି ରାମ ମନ୍ଦିର ପରିସରରେ ମୋବାଇଲ୍…

ଭାଙ୍ଗିଲା ବର୍ତ୍ତମାନର ସମସ୍ତ ରେକର୍ଡ: ଏହି ଯୋଜନାରୁ ୨୦,୦୦୦ କର୍ମଚାରୀଙ୍କୁ ଛଟେଇ କଲା ଆଇଟି ସେକ୍ଟର

ନୂଆଦିଲ୍ଲୀ: ୩୧ ବର୍ଷୀୟ ଆକାଶ ସେହି ଦିନକୁ ମନେ ପକାନ୍ତି ଯେତେବେଳେ ତାଙ୍କ ମ୍ୟାନେଜର ଏବଂ ଏଚଆର କାର୍ଯ୍ୟନିର୍ବାହୀ ତାଙ୍କୁ ଏକ ଭର୍ଚୁଆଲ୍ ମିଟିଂରେ ଯୋଗଦେବାକୁ ଇମେଲ୍ ମାଧ୍ୟମରେ କହିଥିଲେ । ଏହି ସଭା ପ୍ରାୟ ୧୫ ରୁ…

ଏହି ଦୁଇଟି ସବୁଜ ପତ୍ର ଗ୍ରୀଷ୍ମଦିନ ପାଇଁ ରାମବାଣ, ବ୍ୟବହାର କରିବା ଦ୍ୱାରା ତାତିରୁ ମିଳିଥାଏ ମୁକ୍ତି

ଓଡିଶା ଭାସ୍କର: ଗ୍ରୀଷ୍ମ ଋତୁରେ ଆପଣ ଶରୀରକୁ ଥଣ୍ଡା ରଖିବା ପାଇଁ ଅନେକ ଜିନିଷ ଖାଉଥିବେ । ଯାହାକୁ ଖାଇବା ଦ୍ୱାରା ଶରୀରକୁ ଶୀତଳ ପ୍ରଦାନ କରିବା ସହ ଅନେକ ରୋଗରୁ ମଧ୍ୟ ଏହା ରକ୍ଷା କରିଥାଏ । ଆଜି ଆମେ ଏପରି ପତ୍ର…

ରାଜ୍ୟରେ ପୁଣି ବଢିଲା ତାତି, ୫ ଦିନ ପର୍ଯ୍ୟନ୍ତ ଲାଗିରହିବ ଖରା

ଭୁବନେଶ୍ୱର: ରାଜ୍ୟରେ କିଛିଦିନର ଖରାରୁ ଆଶ୍ୱସ୍ତି ମିଳିବା ପରେ ପୁଣି ତାତି ବଢିଛିା ଏହି ତାତି ଆଗାମୀ ୫ ଦିନ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି । ଦିନ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇ ୩ ରୁ ୫ ଡିଗ୍ରୀ…

ତରଭୁଜ ଖାଇ ଫୋପାଡି ଦେଉଛନ୍ତି କି ମଞ୍ଜି? ଜାଣନ୍ତୁ ଏହାର ୫ଟି ଉପକାରିତା

ଓଡ଼ିଶା ଭାସ୍କର: ଗ୍ରୀଷ୍ମ ସମୟରେ ଖାଉଥିବା ତରଭୁଜ ମୁଖ୍ୟ ଫଳ ମଧ୍ୟରୁ ଅନ୍ୟତମ । ଗ୍ରୀଷ୍ମ ଋତୁରେ ତରଭୁଜର ଚାହିଦା ବଢିଥାଏ। ଏହି ଗରମ ଋତୁରେ ତରଭୁଜ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ତରଭୁଜ ଖାଇଲେ ଏହା…

WHO ରିପୋର୍ଟ: HIV, ଭାଇରାଲ୍ ହେପାଟାଇଟିସ୍ ଏବଂ ଯୌନ ସଂକ୍ରମଣ ଯୋଗୁୁଁ ପ୍ରତିବର୍ଷ ହେଉଛି ୨୫ ଲକ୍ଷ ଲୋକଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଏଚ୍ଆଇଭି, ଭାଇରାଲ୍ ହେପାଟାଇଟିସ୍ ଏବଂ ଯୌନ ସଂକ୍ରମଣ ରୋଗ (ଏଚଆଇଭି) ସମ୍ବନ୍ଧରେ 'ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ' (ଡବ୍ଲୁଏଚଓ) ଏହାର ରିପୋର୍ଟରେ ଆଶ୍ଚର୍ଯ୍ୟକର ଖୁଲାସା କରିଛି । ଏହି ରିପୋର୍ଟରେ କୁହାଯାଇଛି…

ଫୁଡ ପଏଜନିଂ କାରଣରୁ ମହିଳାଙ୍କର ମୃତ୍ୟୁ ! ଭୋଜନରେ ମିୟୋନିଜ୍ ମିଶାଇ ଖାଇବାରୁ ହୋଇଛି ଏପରି, ଅନେକ ଅସୁସ୍ଥ

ନୂଆଦିଲ୍ଲୀ: କେରଳର ତ୍ରୀସୁରରେ ଫୁଡ ପଏଜନିଂ ଅଭିଯୋଗ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ମହିଳା ମଙ୍ଗଳବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତକଙ୍କ ନାମ ନୁସୈବା ବୋଲି ଜଣାପଡିଛି, ଯେ କି…

Adani Group କରିବ ୟୁପିଆଇ-ଡିଜିଟାଲ ପେମେଣ୍ଟ ଏବଂ କ୍ରେଡିଟ କାର୍ଡ ବିଜନେସରେ ଏଣ୍ଟ୍ରି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦେଶର ବଡ଼ ଶିଳ୍ପ ଗୋଷ୍ଠୀ ଅଦାନୀ ଗ୍ରୁପ ୟୁପିଆଇ, ଡିଜିଟାଲ ପେମେଣ୍ଟ, କ୍ରେଡିଟକାର୍ଡ ସମେତ ଅନ୍ୟ ଇ-କମର୍ସ ଏବଂ ପେମେଣ୍ଟ ବିଜନେସରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହେଉଛି । ଦୁନିଆରେ ଅଧିକ ଜନସଂଖ୍ୟା…

ଛୋଟ ଛୋଟ କଥାକୁ ନେଇ କାନ୍ଦୁଛି କି ଆପଣଙ୍କ ପିଲା ? ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଶକ୍ତିଶାଳୀ କରିବାକୁ ଆପଣାନ୍ତୁ ଏହି ଟିପ୍ସ

ଅନେକ ବାପାମାଆ ଚିନ୍ତା ଥାଆନ୍ତି ଯେ ସେମାନଙ୍କ ପିଲା ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଆରମ୍ଭ କରନ୍ତି। କିନ୍ତୁ ଏଥିରେ ପିଲାଟିର କୌଣସି ଦୋଷ ନ ଥାଏ। ଏହା କେବଳ ଠିକ୍ ଲାଳନ ପାଳନ ଅଭାବରୁ ପିଲାଟି ଭାବନାତ୍ମକ ଭାବେ ଦୃଢ…

Xiaomi 14 Civi ର ଆସିଲା ଲଞ୍ଚ ଡେଟ, ଦମଦାର ଫିଚର୍ସ ସହ ଆସନ୍ତା ମାସରେ ମାରିବ ଏଣ୍ଟ୍ରୀ

ନୂଆଦିଲ୍ଲୀ: Xiaomi 14 Civi ର ଲଞ୍ଚ ଡେଟ କନଫର୍ମ ହୋଇସାରିଛି । ସାଓମୀର ଏହି ଫ୍ଲାଗସିପ ସ୍ମାର୍ଟଫୋନ ଆସନ୍ତା ମାସରେ ଭାରତରେ ଲଞ୍ଚ ହେବ । କମ୍ପାନୀ ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସରେ ଏହାର ଲଞ୍ଚ ଡେଟ…