Browsing Category

Featured

ଭାରତରୁ ରପ୍ତାନୀ ହେଉଥିବା ମସଲାକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ: ଭାରତରୁ ରପ୍ତାନୀ ହେଉଥିବା ମସଲାରେ ଏଥିଲିନ ଅକ୍ସାଇଡ ଥିବା ନେଇ ଲଗାତାର ଅନେକ ଦେଶ ଅଭିଯୋଗ କରି ଆକ୍ସନ ନେଇଛନ୍ତି । ଇଟିଓ ଅର୍ଥାତ ଏଥିଲିନ ଅକ୍ସାଇଡ ଏକ କ୍ୟାନ୍ସର ଜାତ କରୁଥିବା କେମିକାଲ, ଯାହାକୁ…

ଖାରବେଳ ସ୍ୱାଇଁ ବିଜେପିରୁ ବହିଷ୍କୃତ: ୬ ଜଣଙ୍କ ବିରୋଧରେ ରାଜ୍ୟ ବିଜେପିର ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଏବେ ନିର୍ବାଚନୀ ଋତୁ ଚାଲିଛି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାରରେ ବ୍ୟସ୍ତ ରହିଥିବା ବେଳେ ଟିକେଟରୁ ବଞ୍ଚିତ ହୋଇଥିବା ନେତାମାନେ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ…

‘ପ୍ରଥମେ ମୁଁ ତାଙ୍କ ପାଇଁ ଲେଡି ସିଂଘମ ଥିଲି, ଏବେ ବିଜେପି ଏଜେଣ୍ଟ’, AAPକୁ ଟାର୍ଗେଟ କଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆପ ର ରାଜ୍ୟସଭା ସଦସ୍ୟ ସ୍ୱାତୀ ମାଲିୱାଲ ସୋମବାର ଦିନ ଅଭିଯୋଗ ଆଣିଛନ୍ତି ଯେ, ଦିଲ୍ଲୀ ସରକାରର ମନ୍ତ୍ରୀମାନେ ତାଙ୍କ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି । ସେ ମନ୍ତ୍ରୀମାନଙ୍କୁ କୋର୍ଟ ନେଇଯିବାର ଧମକ…

ମୋବାଇଲ ଧରିବା ଶୈଳୀରେ ଲୁଚି ରହିଛି ଆପଣଙ୍କ ବ୍ୟକ୍ତିତ୍ୱ, ଜାଣନ୍ତୁ କିପରି ?

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ମୋବାଇଲ ଫୋନ୍ ରହିଛି । ବର୍ତ୍ତମାନ ମୋବାଇଲ ଫୋନ୍ ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟିଯାଇଛି କହିଲେ ଭୁଲ ହେବନାହିଁ । ଫଟୋ ଉଠାଇବା, ଭିଡିଓ କଲିଂ, ଇ-ମେଲ,…

ଢେଙ୍କାନାଳ ସଂସଦୀୟ କ୍ଷେତ୍ର: ବିଜେଡିର ବିଜୟ ରଥକୁ ଅଟକାଇବାକୁ ପ୍ରୟାସ କରିବେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୫ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ଓଡ଼ିଶାରେ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ…

ଓଡ଼ିଶା ହାଇକୋର୍ଟରେ ASO ନିଯୁକ୍ତି: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ମେ ୨୦ରୁ ଅନଲାଇନ୍ ଆବେଦନ…

(Video) ଦିନରେ କହିଲେ ଭଗବାନ ଜଗନ୍ନାଥ ପିଏମ ମୋଦୀଙ୍କ ଭକ୍ତ, ରାତି ଅଧରେ ଭୁଲ ମାଗିଲେ ସମ୍ବିତ ପାତ୍ର

ପୁରୀ: ଓଡ଼ିଶା ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭକ୍ତ କହିଥିବାରୁ ଭୁଲ ମାଗିଛନ୍ତି । ସେ କହିଛନ୍ତି ଯେ, ଏହି ଭୁଲର ପ୍ରାୟଶ୍ଚିତ କରିବା…

ବିଳମ୍ବିତ ରାତି ୨.୩୦ରେ ବଡ଼ ଅଘଟଣ: ବ୍ରିଜ ତଳକୁ ଖସିଲା ବସ୍, ୨ ଜଣଙ୍କ ମୃତ୍ୟୁ ଓ ୪୧ ଯାତ୍ରୀ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଘଟିଯାଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଏକ ବ୍ରିଜ୍ ତଳକୁ ଖସି ପଡ଼ିବା ଫଳରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି । ରାଜ୍ୟର ରାଜଗଡ଼ ଜିଲ୍ଲାରେ ଏହି ଅଘଟଣ ଘଟିଛି । ଏହା…

ରାଜଧାନୀ ଦେଖିବ ବିରଳ ଦୃଶ୍ୟ! ଆଜି ଭୁବନେଶ୍ୱରରେ ଦେଖାଯିବନି କାହାର ଛାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଆମକୁ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଆପଣମାନେ ଯଦି…

ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ ହେଲେ ମହମ୍ମଦ ମୋଖବର

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ ହେଲେ ମହମ୍ମଦ ମୋଖବର। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି ସୋମବାର ଏହି…