Browsing Category

Featured

ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାର ବଡ଼ ଅପଡେଟ୍: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଗତ ୧୫ ତାରିଖ ଦିନ ଘଟଣାସ୍ଥଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତକ ଦ୍ୱୟ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନଙ୍କ…

ନବୀନଙ୍କ ବଡ଼ ଗ୍ୟାରେଣ୍ଟି: ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିବ ‘ଯୁବ ବଜେଟ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନରେ ଜିତିବା ଲକ୍ଷ୍ୟରେ ପ୍ରତ୍ୟେକ ରାଜନୈତିକ ଦଳମାନେ ଏକାଧିକ ଗ୍ୟାରେଣ୍ଟି ଦେବାରେ ବ୍ୟସ୍ତ । ଏହି ରେସରେ ବିଜେଡି ମଧ୍ୟ ପଛରେ ପଡ଼ିନାହିଁ । ବିଜେଡିର ନିର୍ବାଚନୀ ଇସ୍ତାହାରରେ…

ଏଣିକି ହ୍ୱାଟ୍ସଆପର ଲିଙ୍କଡ ଡିଭାଇସରେ ବି ଲକ କରିପାରିବେ ଚାଟ, ଜାଣନ୍ତୁ କିପରି କରିବ କାମ?

ନୂଆଦିଲ୍ଲୀ: ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମ ହ୍ୱାଟ୍ସଆପ ଆଉ ଏକ ଫିଚର ଆଣିଛି, ଯାହା ସାହାଯ୍ୟରେ ଆପଣଙ୍କ ପ୍ରାଇଭେସିକୁ ଆହୁରି ବଢାଯାଇପାରିବ । ଏବେ ଆପଣ ଲିଙ୍କଡ ଡିଭାଇସରେ ବି ନିଜ ଚାଟକୁ ଲକ କରିପାରିବେ । ଏହି…

ପୃଥିବୀରେ କେବେ ଓ କେଉଁଠି ହେବ ଭୂମିକମ୍ପ? ପୂର୍ବରୁ ସୂଚନା ଦେବ ଏହି ଉପଗ୍ରହ

ଚେନ୍ନାଇ: ଆଗକୁ ଭୂମିକମ୍ପ ଆଉ ଏତେ ମାତ୍ରାରେ କ୍ଷତି ଘଟାଇ ପାରିବନି କାରଣ ଭୂମିକମ୍ପ ବିଷୟରେ ଆଗରୁ ସୂଚନା ଦେବ ଏହି ଉପଗ୍ରହ । ଇସ୍ରୋ ମୁଖ୍ୟ ଡା. ଏସ୍ ସୋମନାଥ କହିଛନ୍ତି ନିସାର – (ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର…

(Video) ଅଟଳ ସେତୁ ବ୍ରିଜରେ ଭିଡିଓ କଲେ ରଶ୍ମିକା ମନ୍ଦାନା, ଏହାକୁ ଦେଖି ଅଭିନେତ୍ରୀଙ୍କର ପ୍ରଶଂସା କଲେ PM ମୋଦୀ

ନୂଆଦିଲ୍ଲୀ: ନେସନାଲ କ୍ରସ ରଶ୍ମିକା ମନ୍ଦାନା କେବଳ ସାଉଥ ସିନେମା ନୁହେଁ, ସେ ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ବି ଲୋକପ୍ରିୟ ହୋଇସାରିଲେଣି । ରଶ୍ମିକା ଗତ କିଛି ବର୍ଷରେ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ସେ ଶେଷଥର ପାଇଁ…

ଖୁସି କରିଦେବ ଜାତିସଂଘର ତାଜା ରିପୋର୍ଟ, ସବୁଠୁ ଆଗରେ ଭାରତ

ନୂଆଦିଲ୍ଲୀ: ଏ ପର୍ଯ୍ୟନ୍ତ ରେଟିଂ ଏଜେନ୍ସୀ, ଆଇଏମଏଫ୍ ଓ ବିଶ୍ୱବ୍ୟାଙ୍କ ମୋହର ମାରିଥିଲା କିନ୍ତୁ ଏବେ ପୁରା ଦୁନିଆ ଭାରତ ସବୁଠାରୁ ଦ୍ରୁତ ଗତିରେ ବିକାଶ କରୁଛି ବୋଲି ମୋହର ମାରିଛି । ବିଶ୍ୱର ୧୯୩ ଦେଶକୁ ନେଇ ଗଢି…

ଆଇପିଏଲ ପ୍ଲେ- ଅଫ ରେସ୍: ଚତୁର୍ଥ ସ୍ଥାନ ପାଇଁ ମୁହାଁମୁହିଁ ହେବେ ଧୋନୀ ଓ କୋହଲି

ଓଡିଶା ଭାସ୍କର: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ ସିଜିନ ଜାରି ରହିଥିବା ବେଳେ ମେ ୧୬ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟନ ମଧ୍ୟରେ ହୋଇଥିବା ମ୍ୟାଚ ପ୍ରବଳ ବର୍ଷା କାରଣରୁ ଟସ ପଡିବା ଆଗରୁ ବାତିଲ…

EPFO ଆରମ୍ଭ କଲା ‘AMS’ ସୁବିଧା: ପିଏଫ ଖାତାରୁ ଅର୍ଥ ଉଠାଣ ନିୟମ ବଦଳିଲା, ୬.୫ କୋଟି ଗ୍ରାହକଙ୍କ ପାଇଁ ଗୁଡ୍ ନ୍ୟୁଜ୍

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ନିୟମ ବଦଳି ଯାଇଛି । ୬.୫ କୋଟି ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ପିଏଫରୁ ଅର୍ଥ ଉଠାଣ ପ୍ରକ୍ରିୟାକୁ ଇପିଏଫଓ ଆହୁରି ସରଳ କରିବା ସହିତ ଆଟୋ…

World Hypertension Day 2024: ଆପଣଙ୍କୁ ହାଇପରଟେନସନ ରୋଗୀ କରିପାରେ ଏହି ଅଭ୍ୟାସ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସାରା ଦୁନିଆରେ ହାଇପରଟେନସନର ରୋଗୀ ବଢିବାରେ ଲାଗିଛନ୍ତି । ହାଇପରଟେନସନ ଅର୍ଥାତ ହାଇ ବିପି ସାଇଲେଣ୍ଟ କିଲର ପରି ହୋଇଥାଏ । ହାଇ ବ୍ଲଡ ପ୍ରେସର କାରଣରୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକେ ହାର୍ଟ ଆଟାକ ଏବଂ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର: ସ୍ଥାୟୀ ଜମାର ସୁଧ ହାର ବୃଦ୍ଧି କଲା SBI

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ଏସବିଆଇର ଏହି ପଦକ୍ଷେପ ଫଳରେ କୋଟି କୋଟି ଗ୍ରାହକଙ୍କ ବିଶେଷ ଭାବେ ଉପକୃତ ହେବେ ।…