Browsing Category
Featured
କୋଭିସିଲ୍ଡ ପରି କୋଭାକ୍ସିନ ଟୀକାର ସାଇଡ୍ ଇଫେକ୍ଟକୁ ନେଇ ଆସିଲା ରିପୋର୍ଟ, କିଶୋରୀମାନେ ସବୁଠାରୁ ଅଧିକ ପ୍ରଭାବିତ
ନୂଆଦିଲ୍ଲୀ:କରୋନା ମହାମାରୀ ସମୟରେ ଏଥିରୁ ରକ୍ଷା ପାଇବା ଲାଗି ବହୁ ସଂଖ୍ୟାରେ ଲୋକମାନେ କୋଭିସିଲ୍ଡ ଓ କୋଭାକ୍ସିନ ଟୀକା ନେଇଥିଲେ । କିନ୍ତୁ ଧୀରେ ଧୀରେ ଏବେ ଏହି ଦୁଇ ଟୀକାର ସାଇଡ୍ ଇଫେକ୍ଟ କଥା ସାମ୍ନାକୁ ଆସିବାରେ…
(Video) ରାଜଧାନୀରେ ବଡ଼ ଅଘଟଣ: ରାତି ଅଧରେ ହଠାତ୍ ଘଟିଗଲା ଏକ ଭୟଙ୍କର ଅଗ୍ନିକାଣ୍ଡ, ଲୋକେ ଛାନିଆ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ପ୍ରମୁଖ ରାଜନୈତିକ ଦଳର ବଡ଼ ବଡ଼ ନେତାଙ୍କର ରୋଡ଼ ଶୋ’ରେ…
ଓଡ଼ିଶାରେ କଂଗ୍ରେସ ସଭାପତି ଖଡ୍ଗେ, ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ରହିଛି ଅନ୍ୟାନ୍ୟ କାର୍ଯ୍ୟକ୍ରମ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ମାହୋଲ ସରଗରମ ଥିବା ବେଳେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ଏହି କ୍ରମରେ ବିଭିନ୍ନ ଦଳର କେନ୍ଦ୍ରୀୟ…
ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି
ପୋଲସରା: ପୋଲସରାରେ ରାଜନୈତିକ ହିଂସାରୁ ଘଟିଛି ଗୁଳିକାଣ୍ଡ । ତୋଟାସାହିରେ ଜଣଙ୍କ ଉପରେ ହୋଇଛି ଗୁଳିମାଡ଼ । ଗୋଟିଏ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି…
National Dengue Day 2024: ଲଗାତାର ବାନ୍ତି ଏବଂ ହାତ ଏବଂ ପାଦରେ ଦାଗ ଡେଙ୍ଗୁ ରୋଗର ହୋଇପାରେ ଲକ୍ଷଣ, ଜାଣନ୍ତୁ କିପରି ବର୍ତ୍ତିବେ
ଆଜିକାଲିର ସବୁଠାରୁ ଗୁରୁତର ରୋଗ ମଧ୍ୟରୁ ଡେଙ୍ଗୁ ଅନ୍ୟତମ । ପ୍ରତିବର୍ଷ ସମଗ୍ର ବିଶ୍ୱରେ ଏହି ମାରାତ୍ମକ ରୋଗରେ ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଅଧିକାଂଶ ଡେଙ୍ଗୁ ରୋଗ ବର୍ଷାର ପ୍ରାରମ୍ଭିକ ପର୍ଯ୍ୟାୟରେ…
ଅନୁଭବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: NBW ଉପରେ ରୋକ୍ ଲଗାଇଲେ ହାଇକୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ଅଭିନେତ୍ରୀ ବର୍ଷା…
ଫ୍ରାନ୍ସରେ ଅଚାନକ୍ କାହିଁକି ଲାଗିଲା ଜରୁରୀକାଳୀନ ପରିସ୍ଥିତି? ନ୍ୟୁ କାଲେଡୋନିଆର ଏହି ଦାବିରେ ଉଡିଲା ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ…
ପ୍ୟାରିସ: ଫ୍ରାନ୍ସ ସରକାର ବୁଧବାର ଦିନ ନ୍ୟୁ କାଲେଡୋନିଆରେ ଅତି କମରେ ୧୨ ଦିନ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଘୋଷଣା କରିଛନ୍ତି । ଏହା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ପଦକ୍ଷେପ ପଛରେ ଫ୍ରାନ୍ସ…
ଓଡ଼ିଶାର ଭୋଟରଙ୍କ ମୁଡ୍ କିପରି ରହିଛି: ‘ବିଜୟ-ପରାଜୟ’କୁ ନେଇ ଟେନସନରେ ସବୁ ଦଳର ପ୍ରାର୍ଥୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଦେଶରେ ଏହା ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ସରିଗଲାଣି । ଆଗକୁ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ଓଡ଼ିଶାରେ ପ୍ରଥମ…
ହୃଦରୋଗ ଆଶଙ୍କାକୁ ହ୍ରାସ କରେ ତରଭୁଜ
ଧରାପୃଷ୍ଠରେ ଏବେ ଚାଲିଛି ଗ୍ରୀଷ୍ମର ରାଜତ୍ୱ । ଚାରିଆଡେ ଅଗ୍ନିବର୍ଷା । ତାପମାତ୍ରା ହୁହୁ ହୋଇ ବଢୁଛି । ଯେଉଁଆଡେ ଚାହିଁଲେ ଧୁଧୁ ଖରା । ଦ୍ୱିପ୍ରହରରେ ପୁଣି ଉତ୍ତପ୍ତ ପବନର ଝାସ । ଦେହରୁ ବହି ଯାଉଛି ଗମ୍ ଗମ୍ ଝାଳ ।…
କ୍ୟାନ୍ସରରେ ଜେଟ ଏୟାରୱେଜର ଫାଉଣ୍ଡର ନରେଶ ଗୋୟଲଙ୍କ ପତ୍ନୀ ଅନୀତାଙ୍କର ପରଲୋକ
ନୂଆଦିଲ୍ଲୀ: ଜେଟ୍ ଏୟାରୱେଜର ଫାଉଣ୍ଡର ନରେଶ ଗୋୟଲଙ୍କ ପତ୍ନୀ ଅନୀତାଙ୍କର ଗୁରୁବାର ସକାଳେ ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢ଼ୁଥିଲେ । ନିକଟରେ ନରେଶ ଗୋୟଲଙ୍କୁ…