Browsing Category

Featured

IPL ୨୦୨୪: ବିଜୟରୁ ଅଭିଯାନ ଆରମ୍ଭ କଲା CSK, ଆଜି ହେବ ଡବଲ ଧମାକା

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ରୁତୁରାଜ ଗାଇକୱାଡଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର…

ଏୟାର ଇଣ୍ଡିଆ ଉପରେ ଲାଗିଲା ଲକ୍ଷ ଲକ୍ଷ ଟଙ୍କାର ଜରିମାନା, ଏହି କାରଣରୁ ଡିଜିସିଏ ନେଲେ ଆକ୍ସନ

ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାର ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଏହା ଉପରେ ବିମାନ ସେକ୍ଟରର ନିୟାମକ ଡିଜିସିଏ ଫ୍ଲାଇଟ ଡ୍ୟୁଟୀ ଟାଇମିଙ୍ଗ ଏବଂ କ୍ରୁ ମେମ୍ବରଙ୍କ ଥକ୍କାପଣ ରୋକିବା ଲାଗି ପ୍ରସ୍ତୁତ ନିୟମକୁ ଉଲ୍ଲଘଂନ…

(Video) ଆତଙ୍କୀ ଆକ୍ରମଣରେ ୬୦ ଲୋକଙ୍କ ମୃତ୍ୟୁ: କନସର୍ଟ ହଲରେ ପଶି ଆଖିବୁଜା ଗୁଳିମାଡ଼ କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ମସ୍କୋରେ ଭୟଙ୍କର ଆତଙ୍କୀ ଆକ୍ରମଣ ଦେଖିବାକୁ ମିଳିଛି । ଋଷର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ପଶି ଅଚାନକ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ୟୁନିଫର୍ମ ପିନ୍ଧି ଆସିଥିବା ଏହି ଆତଙ୍କବାଦୀ ଏହି…

ଇତିହାସ ରଚିଲେ ବିରାଟ: ପ୍ରଥମ ଭାରତୀୟ ଭାବେ ଟି-୨୦ରେ ପୂରଣ କଲେ ୧୨ ହଜାର ରନ୍

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଉଦଘାଟନୀ ମ୍ୟାଚରେ ଚେନ୍ନଇ ସୁପର କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରଙ୍କୁ ଭେଟିଥିଲେ । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦…

କର୍କଟ, ମଧୁମେହରୁ ମୁକ୍ତି ପାଇବ ପାଇଁ ରାମବାଣ ହେଉଛି ଏହି ଗଛର ଫୁଲ ଓ ପତ୍ର: ଜାଣନ୍ତୁ

ଆଜିକା ସମୟରେ ଅଧିକାଂଶ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତି । ପାଗ ବଦଳିବା ହେତୁ ଜ୍ଵର, ଥଣ୍ଡା, କାଶ, ସଂକ୍ରମଣ ଭଳି ରୋଗ ବି ଲାଗି ରହିଛି । ଏମିତିରେ ରୋଗରୁ ଇମ୍ୟୁନିଟି ପାୱାର୍ ବା ରୋଗ ପ୍ରତିରୋଧକ କ୍ଷମତା ବି…

ଜୀବନ ନେଇପାରେ ଅଧିକ ଲୁଣ ! ଅଭ୍ୟାସ ନବଦଳାଇଲେ ହୋଇପାରେ ଏହି ଗମ୍ଭୀର ରୋଗ

ଲୁଣ ବିନା ଖାଦ୍ୟର ସ୍ୱାଦ ଆସେନାହିଁ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି କୁହାଯାଏ। ଏଥିରେ ସୋଡିୟମ୍ ଭରପୂର ମିଳିଥାଏ। କିନ୍ତୁ, ଅଧିକ ଲୁଣ ଖାଇବା…

ନିର୍ବାଚନୀ ବଣ୍ଡ ଡାଟା: ସବୁଠାରୁ ଅଧିକ ଅର୍ଥ ପାଉଥିବା ରାଜନୈତିକ ଦଳ ଏବଂ ଯୋଗଦାନ କରୁଥିବା କମ୍ପାନୀଗୁଡିକ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗୁରୁବାର ଦିନ ସୁପ୍ରିମକୋର୍ଟଙ୍କୁ କହିଛି ଯେ, ସେ ନିର୍ବାଚନ ବଣ୍ଡ ଡାଟାର ସମ୍ପୂର୍ଣ୍ଣ ତାଲିକା ଭାରତର ନିର୍ବାଚନ ଆୟୋଗ (ଇସିଆଇ) କୁ ଦେଇଛି । ଡାଟା ଅନୁଯାୟୀ,…

ଓଡ଼ିଶା ହାଇକୋର୍ଟ ଜୁନିୟର ଗ୍ରେଡ ଟାଇପିଷ୍ଟ/ DEO ପ୍ରିଲିମିନାରୀ ରେଜଲ୍ଟ ଘୋଷଣା: ଏପ୍ରିଲ ୭ରେ ଲାଙ୍ଗୁଏଜ୍ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଗତ ବର୍ଷ ଡିସେମ୍ବର ମାସରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଡିସେମ୍ବର ମାସ ୮ରୁ…

କଂଗ୍ରେସର ଏହି ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର

ମୁମ୍ବାଇ: ସ୍ୱରା ଭାସ୍କରଙ୍କୁ ଅନେକ ସମୟରେ ବିଜେପିର ନୀତି ବିରୋଧରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥାଏ ।୨୦୨୦ରେ, ସେ ମହାରାଷ୍ଟ୍ରରେ ସିଏଏ ବିରୋଧରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ଭାଗ ନେଇଥିଲେ ଯେଉଁଥିରେ…

CBSE ବୋର୍ଡ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ: ୧୦ଟି ରାଜ୍ୟର ୨୦ଟି ସ୍କୁଲର ଆଫିଲିଏସନ ବାତିଲ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ କିଛି ସ୍କୁଲ ଉପରେ ଏକ ବଡ଼ ଧରଣର ଆକ୍ସନ ନିଆଯାଇଛି । ଦେଶର ୧୦ଟି ରାଜ୍ୟର ୨୦ଟି ସ୍କୁଲର ମାନ୍ୟତା ରଦ୍ଦ କରି ଦିଆଯାଇଛି । ଅନେକ ସ୍କୁଲ ସିବିଏସଇ…