Browsing Category

Featured

ରାଜ୍ୟସଭା ଲାଗି ମନୋନୀତ ସୁଧା ମୂର୍ତ୍ତି, ଟ୍ୱିଟରରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇନଫୋସିସ୍ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ରାଜ୍ୟସଭା ଲାଗି ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏ ବିଷୟରେ ଘୋଷଣା…

‘ସରି ବାପା, ମୁଁ JEE କ୍ଲିୟର କରିପାରିଲି ନାହିଁ’, ଏପରି କିଛି ଲେଖି ଆତ୍ମହତ୍ୟା କଲେ କୋଟାର ଛାତ୍ର

କୋଟା: ରାଜସ୍ଥାନ କୋଟାରେ ଛାତ୍ର ଆତ୍ମହତ୍ୟା ଘଟଣା ଥମିବାର ନାଁ ଧରୁନାହିଁ । ଆଜି ଶିବରାତ୍ରୀରେ ପୁଣି ସକାଳୁ ସକାଳୁ କୋଟାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ଜଣେ…

breaking news:ଦେବଗିରି ଶୈବପୀଠରୁ ଦୁଃଖଦ ଖବର, ମହାଦେବଙ୍କୁ ଦର୍ଶନ ପାଇଁ ଯିବାବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଭୁବନେଶ୍ୱର: ପବିତ୍ର ଶିବରାତ୍ରୀରେ ରାୟଗଡାର ଏକ ଶୈବପୀଠରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠିକାର ଦେବଗିରି ଶୈବପୀଠରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ମହାଦେବଙ୍କୁ ଦର୍ଶନ ପାଇଁ ଯିବାବେଳେ ଜଣେ ଶ୍ରଦ୍ଧାଳୁଙ୍କ…

କେନ୍ଦ୍ର କର୍ମଚାରୀମାନଙ୍କୁ ମିଳିଲା ଦ୍ୱିଗୁଣା ଖୁସି, DA Hike ପରେ ବୃଦ୍ଧି ପାଇଲା HRA

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏବଂ ପେନସନଧାରୀଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି । ହୋଲି ପୂର୍ବରୁ ମହଙ୍ଗା ଭତ୍ତା ପରେ ହାଉସ ରେଟ ଆଲାଉନ୍ସରେ ବୃଦ୍ଧି ଘଟି କର୍ମଚାରୀମାନଙ୍କୁ ବଡ଼…

କାହିଁକି ପାଳନ କରାଯାଏ ମହାଶିବରାତ୍ରି? ଜାଣନ୍ତୁ ପୌରାଣିକ କାହାଣୀ ବିଷୟରେ..

ଓଡ଼ିଶା ଭାଷ୍କର: ୮ ମାର୍ଚ୍ଚ ଅର୍ଥାତ ଆଜି ମହାଶିବରାତ୍ରୀ । ଭାରତରେ ଏହି ଦିନକୁ ବହୁ ଆଡମ୍ବରର ସହ ପାଳନ କରାଯାଇଥାଏ । ଏହି ଦିନ ଶ୍ରଦ୍ଧାଳୁ ଉପବାସ ବ୍ରତ କରି, ମନ୍ଦିର ଯାଇ ଭଗବାନ ଶିବଙ୍କୁ ଫଳ-ପୁଷ୍ପ ଅର୍ପଣ କରିବା…

୫ମ ଥର ବିବାହ କରିବାକୁ ଯାଉଛନ୍ତି ୯୨ ବର୍ଷୀୟ ଏହି ମିଡିଆ ଟାଇକୁନ, ପ୍ରେମିକା ଜୁକୋଭାଙ୍କ ସହ ସରିଲା ଏନଗେଜମେଣ୍ଟ

ନୂଆଦିଲ୍ଲୀ: ମିଡିଆ ଟାଇକୁନ୍ ରୁପୋର୍ଟ ମୁର୍ଡୋକ୍‌ଙ୍କର ୯୨ ବର୍ଷରେ ନିଜ ପ୍ରେମିକା ଏଲେନା ଜୁକୋଭାଙ୍କ ସହ ଏନଗେଜମେଣ୍ଟ ସଂପନ୍ନ ହୋଇଛି । ଏହା ତାଙ୍କର ୫ମ ଏନଗେଜମେଣ୍ଟ । ବିଶେଷ ସୂତ୍ରରୁ ଜଣାପଡିଛି କି ଏଲେନା…

ଜୀବନରେ ଏହି ଭୁଲ୍‌ରୁ ରୁଷ୍ଟ ହୁଅନ୍ତି ଭୋଳାନାଥ, ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ସୁଧାରି ନିଅନ୍ତୁ

ଓଡ଼ିଶା ଭାସ୍କର:ଧାର୍ମିକ ଗ୍ରନ୍ଥ ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । ମହାଦେବ ମାତ୍ର ଏକ କଳସୀ ଜଳରେ ବି ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଶିବ ପୁରାଣରେ ଏପରି କିଛି ଭୁଲ୍ ବିଷୟରେ ଉଲ୍ଲେଖ…

ରୋହିତ-ଗିଲଙ୍କ ଶତକ: ଏହି ମ୍ୟାଚ ଜିତିଲେ ୧୧୨ ବର୍ଷ ତଳର ଐତିହାସିକ ରେକର୍ଡ ଭାଙ୍ଗିବ ଭାରତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମାନମାନେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ ଶତକ ହାସଲ କରିଛନ୍ତି । ଗତକାଲି ଇଂଲଣ୍ଡ ପ୍ରଥମ…

ଦେଶରେ ପ୍ରଥମ ଥର ପାଇଁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୩ ଅନ୍ତରାଷ୍ଟ୍ରୀୟଙ୍କ ସମେତ ମୋଟ ୨୩ ଜଣ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ…

ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା-୨୦୨୪: ଗ୍ରୁପ-ବି ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)- ୨୦୨୪ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଗ୍ରୁପ-ବି ପଦରେ…