Browsing Category
Featured
ଆଖି କାଢ଼ିବା ସହ କାଟିଦେଲେ ସ୍ତନ! ଝିଅ ସହ ଏପରି ଅତ୍ୟାଚାର, ଏବେ କବରରୁ ମିଳିଥିବା ମୃତଦେହ ଖୋଲିବ ରହସ୍ୟ
କୋଲକାତା: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାବାଳିକାଙ୍କ ମୃତଦେହକୁ କବରରୁ ବାହାର କରାଯାଇଛି । ଝିଅର ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ୧୩ ବର୍ଷର ଝିଅକୁ ଅପହରଣ କରାଯାଇ…
(Video) ରୁଷ ଠାରୁ ତୈଳ କାହିଁକି କିଣୁଛି ଭାରତ, ଜୟଶଙ୍କର ଏପରି ଉତ୍ତର ଦେଲେ ହସିବାକୁ ଲାଗିଲେ ଆମେରିକା ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଡା.ଏସ ଜୟଶଙ୍କର ଶନିବାର ଦିନ ମ୍ୟୁନିଖ ସୁରକ୍ଷା ସମ୍ମିଳନୀରେ ସାମିଲ ହୋଇଥିଲେ । ଏହି ସମୟରେ ଏକ ପ୍ୟାନେଲର ଅଲୋଚନା ହେଉଥିବା ମଞ୍ଚରେ ଏସ ଜୟଶଙ୍କରଙ୍କ ସହ ଆମେରିକାର ବୈଦେଶିକ…
ହାଇକୋର୍ଟଙ୍କ ନିଷ୍ପତ୍ତିରୁ ଘର ମାଲିକଙ୍କୁ ବଡ ଆରାମ: ଏବେ କୌଣସି ଭଡ଼ାଟିଆ କରିପାରିବେନି ଦଖଲ
ନୂଆଦିଲ୍ଲୀ: ପ୍ରାୟତଃ ଦେଖାଯାଏ ଯେ ଘର ମାଲିକମାନେ ନିଜ ଭଡ଼ାଟିଆଙ୍କୁ ନେଇ ସବୁବେଳେ ଟେନସନରେ ଥାଆନ୍ତି । ତାହା ସେତେବେଳେ, ଯେତେବେଳେ ଭଡ଼ାଟିଆମାନେ ନୋଟିସ୍ ପିରିୟଡ ସମାପ୍ତ ହେବା ପରେ ମଧ୍ୟ ଘର ଖାଲି କରିବାକୁ…
୪୩୪ ରନର ବଡ଼ ବ୍ୟବଧାନରେ ଜିତିଲା ଭାରତ: ଇଂଲଣ୍ଡର ଲଜ୍ଜାଜନକ ପରାଜୟ
ନୂଆଦିଲ୍ଲୀ: ରାଜକୋଟଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି । ଇଂଲଣ୍ଡକୁ ୪୩୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ତୃତୀୟ…
(Video)ବିନା ପାରାଚୁୁଟ୍ରେ ବିମାନରୁ ଡେଇଁ ଆକାଶରେ ଭୟାନକ ଷ୍ଟଣ୍ଟ ଦେଖାଇଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବିନା ପାରାଚୁଟ୍ରେ ଆକାଶରୁ ତଳକୁ ଡେଇଁବା ଯମରାଜଙ୍କପୁ ଆମନ୍ତ୍ରଣ କରିବା ସହ ସମାନ । କିନ୍ତୁ ଜଣେ ବ୍ୟକ୍ତି ଏପରି ପାଗଳାମୀ କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ୍ ହେବାରେ…
ଜୁନ ଯାଏଁ ବୃଦ୍ଧି ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ
ଓଡ଼ିଶା ଭାସ୍କର: ବଢ଼ିଲା ଭାରତୀୟ ଜନତା ପାର୍ଟି(ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ଅବଧି । ଆସନ୍ତା ଜୁନ ଯାଏଁ ତାଙ୍କ କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ରବିବାର ବିଜେପି…
ଇତିହାସ ରଚିଲା ଭାରତ: ପ୍ରଥମ ଥର ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍ ଟାଇଟଲ ଜିତିଲା ମହିଳା ଟିମ୍
ନୂଆଦିଲ୍ଲୀ: ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣାକ୍ଷର ଯୋଡ଼ିଛି ଭାରତ । ପ୍ରଥମ ଥର ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍ ଟାଇଟଲ ଜିତିଛି ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍ । ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍…
(Video) ‘ଶିଖ ମହିଳାମାନଙ୍କ ସହ ଦୁଷ୍କର୍ମ କରୁଥିଲେ ଖାଲିସ୍ତାନୀ..’, କ୍ୟାପଟେନ ଅମରିନ୍ଦର ସିଂହ ଶୁଣାଇଲେ ଆତଙ୍କବାଦୀମାନଙ୍କ ଭୟଙ୍କର କାହାଣୀ
ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ କ୍ୟାପଟେନ ଅମରିନ୍ଦର ସିଂହ ଏକ କାର୍ଯ୍ୟକ୍ରମରେ ସେହି ସମୟ କଥା ମନେପକାଇଛନ୍ତି ଯେଉଁ ସମୟରେ ପଞ୍ଜାବରେ ଆତଙ୍କବାଦ ଚରମ ସୀମାରେ ଥିଲା । ସେ କହିଛନ୍ତି ଯେ, ଖାଲିସ୍ତାନୀମାନେ ଶିଖ…
ବିଜୁଳି ବିଲ୍ କମ୍ କରିବାର ୫ଟି ସରଳ ଉପାୟ: ବିଲ୍ ଆମାଉଣ୍ଟ ହୋଇଯିବ ଅଧା
ଓଡ଼ିଶା ଭାସ୍କର: ବର୍ତ୍ତମାନ ଅଧିକାଂଶ ଲୋକଙ୍କ ଘରେ ବିଭିନ୍ନ ଇଲେକ୍ଟ୍ରୋନିକ ଜିନିଷ ବ୍ୟବହାର କରାଯାଉଥିବାରୁ ବିଜୁଳି ବିଲ୍ ମଧ୍ୟ ଅଧିକ ଆସୁଛି । ୱାସିଙ୍ଗ ମେସିନ୍, ମାଇକ୍ରୋୱେଭ, ଓଭନ୍, ଫ୍ରିଜ ଏବଂ ଟିଭି ଇତ୍ୟାଦି…
(VIDEO)ଲୋକସଭା ନିର୍ବାଚନ ୨୦୨୪ ; ବିଜେପି ଜାରି କଲା ଏହାର ଥିମ୍ ସଙ୍ଗ ଭିଡିଓ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲାଗି ଭାରତୀୟ ଜନତା ପାର୍ଟି (ବିଜେପି) ପୁରା ନିର୍ବାଚନ ମୋଡ୍ରେ ଆସିଯାଇଛି । ଦଳର ଥିମ୍ ସଙ୍ଗ ୧୮ ଫେବୃୟାରୀ ରବିବାର ଜାରି ହୋଇଛି । ଏହି ୬ ମିନିଟ୍ର ଭିଡିଓରେ ମୋଦୀ ସରକାରଙ୍କ…