fbpx
BSKY
BJD MC SKY
BJD YOUTH SKY
Browsing Category

Featured

କର୍ଣ୍ଣାଟକ ସରକାରଙ୍କ ଗୃହଲକ୍ଷ୍ମୀ ଯୋଜନାରେ ୨୦୦୦ଟଙ୍କା ସହାୟତା ପାଇବ କିଏ? ଶାଶୂ ନା ବୋହୂ, ସେ ନେଇ ଲାଗିଛି ଝଗଡା

ନୂଆଦିଲ୍ଲୀ:ସରକାର ରାଜ୍ୟର ହେଉ କି କେନ୍ଦ୍ରର ଏହାର ଲକ୍ଷ୍ୟ ରହିଥାଏ ନିଜ ନାଗରିକଙ୍କ ସୁଖ ସୁବିଧା ପ୍ରତି ଧ୍ୟାନ ଦେବା । ଏଥିପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଥାନ୍ତି । କର୍ଣ୍ଣାଟକ ସରକାର…

୫ଟି ଭିଟାମିନ-ମିନେରାଲ୍ସ କମିବାରୁ ଝଡିବାକୁ ଲାଗେ କେଶ, ଏହି ଜିନିଷ ଉପରେ ରଖନ୍ତୁ ଧ୍ୟାନ, ନଚେତ ହୋଇଯିବେ ଚନ୍ଦା!

ଆଜିର ସମୟରେ, କେଶ ଝାଡ଼ିବା ସମସ୍ୟା ବହୁ ସଂଖ୍ୟକ ଲୋକଙ୍କୁ ପ୍ରଭାବିତ କରୁଛି। କେଶ ଝଡ଼ିବାର ଅନେକ କାରଣ ଥାଇପାରେ, ଖରାପ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ଚିକିତ୍ସା ଅବସ୍ଥା ଏବଂ ଜେନେଟିକ୍ କାରଣଗୁଡିକ।…

ଚିକେନ୍ ଖାଉଥିଲେ ହେବ ଭୟଙ୍କର ରୋଗ, ମେଡିସିନ୍ ବି କାମ ଦେବ ନାହିଁ

ନୂଆଦିଲ୍ଲୀ:ଆମିଷ ପ୍ରିୟ ଲୋକମାନେ ପ୍ରାୟ ଚିକେନ୍ ଖାଇବାକୁ ଭଲ ପାଆନ୍ତି । ବିଶେଷ କରି ଛୋଟ ପିଲାମାନେ ବେଶୀ ମାତ୍ରାରେ ଚିକେନ ପ୍ରିୟ । ଯେତେବେଳେ ଏହି ଚିକେନ୍ ଆମ ଶରୀରକୁ ଯାଇଥାଏ ସେତେବେଳେ ବହୁ ଆଣ୍ଟିବାଓଟିକ୍ସକୁ…

IBPS RRB Recruitment 2023: ୮,୬୦୦ ରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ, Clerk ଏବଂ PO ପଦବୀ ପାଇଁ ଆରମ୍ଭ ହେଲା ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ୍‌(ଆଇବିପିଏସ୍‌) Clerk ଏବଂ PO ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ…

ସୁନ୍ଦରତା ପାଇଁ ନୁହେଁ ଗଛକୁ ଧଳା କରାଯିବାର ବୈଜ୍ଞାନିକ କାରଣ ବି ରହିଛି

ଆପଣ ପ୍ରାୟ ସମୟରେ ହାଇୱେ କିମ୍ବା ସହରର ସଡକ ଉପରେ ଲାଗିଥିବା ଗଛରେ ଧଳା ରଙ୍ଗ ଲଗା ଯାଇଥିବାର ଦେଖିଥିବେ । ଭାରତରେ ବହୁ ଗଛରେ ଲାଲ ରଙ୍ଗ ମଧ୍ୟ ଦିଆଯାଇଥାଏ । ତେବେ ଏହା ପଛରେ କଣ କାରଣ ରହିଛି ତାହା ଆପଣ ଜାଣନ୍ତି କି?…

NCERT ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ: ପିରିୟଡିକ ଟେବୁଲ୍ ସମେତ ବାଦ୍ ପଡ଼ିଲା ଗଣତନ୍ତ୍ର ବିଷୟ

ନୂଆଦିଲ୍ଲୀ: ଏନ୍‌ସିଇଆରଟି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ କରିଛି। ଏଣିକିି ଦଶମ ଶ୍ରେଣୀ ବହିରେ ପିରିୟଡିକ ଟେବୁଲ୍‌, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ବିଷୟକୁ ବାଦ୍ ଦିଆଯାଇଛି। ଅର୍ଥାତ୍ ଏବେ…

Video: ନବ ନିର୍ମିତ ସଡ଼କକୁ ଖାଲି ହାତରେ ଉଠାଉଛନ୍ତି ଗ୍ରାମବାସୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗ୍ରାମବାସୀ ନିଜ ହାତରେ ଏକ ନବନିର୍ମିତ ସଡ଼କ ପରସ୍ତକୁ ଉଠାଉଛନ୍ତି । ଏହି ବିଚିତ୍ର ଘଟଣାଟି ମହାରାଷ୍ଟ୍ରର ରାଜ୍ୟରେ ଅଟେ । ୩୮ ସେକେଣ୍ଡର…

ଓଡ଼ିଶାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଗ୍ରୀଷ୍ମ ଛୁଟି ପ୍ରସଙ୍ଗ: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ଭଳି ଅନୁଷ୍ଠାନ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଥିବାବେଳେ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇ ନ…

NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟରେ ଭୂତଳ ଜଳ ବ୍ୟବହାର କରାଯାଇ ପାରିବନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆପାର୍ଟମେଣ୍ଟ ନିର୍ମାଣକୁ ନେଇ ନିୟମାବଳୀକୁ ଉଲ୍ଲଂଘନ କରାଯାଇଥାଏ । ତେବେ ଏଣିକି ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ…

କ’ଣ ସତରେ ମେଡିସିନ୍ ନେବା ପରେ ଅଙ୍ଗୁର ଖାଇଲେ ହୋଇଯିବ ମୃତ୍ୟୁ ? ଜାଣନ୍ତୁ ଏକ୍ସପର୍ଟଙ୍କ ରାୟ

ଇଣ୍ଟରନେଟରେ ଅନେକ ବିଷୟବସ୍ତୁ ସେୟାର କରାଯାଉଛି ଏବଂ ଏଥିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସୂଚନା ରହୁଛି । ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଘରୋଇ ଉପଚାର ଇଣ୍ଟରନେଟରେ ସେୟାର ହେଉଛି ଓ କିଛି ଟିପ୍ସ ବିଷୟରେ…