fbpx
Browsing Category

Featured

(Video) ମୁଁ ନ୍ୟାୟରେ ଅଛି, ମୁଁ ନିଶ୍ଚିତ ଜିତିବି: ତୁମେ ତୁମ ଜୀବନରେ ଖୁସିରେ ରୁହ, ମୁଁ ମୋ ଜୀବନରେ ଖୁସିରେ ରହିବି: ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି । ନିକଟରେ…

୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ ପାଇଁ ବ୍ୟାଙ୍କରେ ଫର୍ମ ଭରିବାକୁ ପଡ଼ିବ! Aadhaar ନମ୍ବର ଦେବା ସହ ସାଇନ୍ ମଧ୍ୟ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ୨୦୦୦ ଟଙ୍କିଆ ନୋଟର ନେଣଦେଣ ବନ୍ଦ କରିବା ନେଇ ଗତ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଥିଲା । ତେଣୁ ଜନସାଧାରଣ ମେ ମାସ ୨୩ରୁ ସେପ୍ଟେମ୍ବର ୩୦ ତାରିଖ…

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ବଢ଼ିଆ ଦରମା, ବଢ଼ିଆ ଚାକିରି

ବ୍ୟାଙ୍କିଂ ସେକ୍ଟରରେ ଚାକିରି କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ଯୋଗ୍ୟ…

ବନ୍ଦ ହୋଇଯିବ ଟ୍ୱିଟର! ଇନଷ୍ଟାଗ୍ରାମ ଆଣୁଛି Text Based Free ଆପ, ଜାଣନ୍ତୁ କେବେ ହେବ ଲଞ୍ଚ

ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କ ଅକ୍ଟୋବର ୨୦୨୨ରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କିଣିଥିଲେ। ଟ୍ୱିଟର ସେତେବେଳେ ମୁକ୍ତ ଥିଲା। କିନ୍ତୁ ଏଲୋନ୍ ମସ୍କ ଟ୍ୱିଟର ସବସ୍କ୍ରିପସନ୍ ଆଧାରିତ କରିଛନ୍ତି। ଅର୍ଥ ଆପଣ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର: ଦୁର୍ଘଟଣାଗ୍ରସ୍ତ ଅଙ୍ଗର ବିକଳ୍ପ ସାଜିବ ‘E-Skin’, ତାପମାତ୍ରା ଓ ଚାପକୁ ଅନୁଭବ କରିପାରିବ…

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରୁଥିବା ବେଳେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ନୂଆ ଆବିଷ୍କାର କରିଛନ୍ତି । ବୈଜ୍ଞାନିକମାନେ ନିକଟରେ…

ଆଜି ଭୁବନେଶ୍ୱରରେ ଦେଖାଯିବନି କାହାର ଛାଇ: ଜାଣନ୍ତୁ କେଉଁ ସମୟରେ ଦେଖାଯିବ ବିରଳ ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ଘରୁ ବାହାରକୁ ଯିବା ସମୟରେ ସବୁ ସମୟରେ ନିଜର ଛାଇକୁ ଦେଖିଥିବେ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ଏପ୍ରିଲ ୨୫ ତାରିଖରେ ବେଙ୍ଗାଲୁରୁ…

୧୩ ବର୍ଷର ନାବାଳକ ଓ ୩୧ ବର୍ଷୀୟା ମହିଳାଙ୍କ ଲଭ ଷ୍ଟୋରି: ଛୁଆ ଜନ୍ମ ପରେ ଖୋଲିଗଲା ସବୁ ରାଜ୍, ମହିଳା ଏବେ ଜେଲରେ

ନୂଆଦିଲ୍ଲୀ: ଆଜିକାଲି ବିବାହ ଓ ପ୍ରେମ ବ୍ୟାପାରକୁ ନେଇ ଅନେକ ନୂଆ ନୂଆ ଘଟଣା ସବୁ ଘଟୁଛି । ତେବେ ଏହା ମଧ୍ୟରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି । ଜଣେ ମହିଳା ଅନ୍ୟ ଜଣେ ଯୁବକଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା…

ରାଶିଫଳ(ରବିବାର,୨୧ ମେ.୨୦୨୩)

ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି।ବନ୍ଧୁମାନଙ୍କ କଥା ବାର୍ତ୍ତା  ଆପଣଙ୍କ ପାଇଁ ସମସ୍ୟାକୁ ବଢାଇ ଦେଇପାରେ । ନିର୍ଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା…

ମଧୁବାବୁ ପେନସନ ଯୋଜନା ନିୟମ କୋହଳ କଲେ ରାଜ୍ୟ ସରକାର: ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ଘରେ ପହଞ୍ଚିବ ପେନସନ, ସମସ୍ତ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜନସାଧାରଣଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଜନହିତକର ଯୋଜନା ଲାଗୁ କରିଛନ୍ତି । ତେବେ ବିଭିନ୍ନ ଯୋଜନାରେ ବେନିଫିଟ ପାଇବା କ୍ଷେତ୍ରରେ ହିତାଧିକାରୀଙ୍କୁ…

ବାଇଡେନ ମାଗିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଟୋଗ୍ରାଫ, କହିଲେ ଆମେରିକାରେ ଆପଣଙ୍କର କ୍ରେଜ ଅଛି ଜବରଦସ୍ତ

ହିରୋସୀମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି । ଆଜି ସେଠାରେ ତାଙ୍କର ଦ୍ୱିତୀୟ ଦିନ । ତେବେ କ୍ୱାଡ ଶିଖର ବୈଠକ- (ଆମେରିକା, ଅଷ୍ଟ୍ରେଲିଆ, ଭାରତ ଏବଂ ଜାପାନ)ରେ ଆମେରିକାର…