Browsing Category

Featured

ଶିବଙ୍କ ଡମ୍ବୁରୁ, ପୃଥିବୀର ଘୂର୍ଣ୍ଣନ ଆଉ ବିନାଶର ଭବିଷ୍ୟବାଣୀ; ବୈଜ୍ଞାନିକଙ୍କ ଅଧ୍ୟୟନରେ ବି ସାମିଲ ଶିବ

ନୂଆଦିଲ୍ଲୀ: ଭଗବାନ ଶିବଙ୍କୁ ସଂହାରର ଦେବତା କୁହାଯାଏ । ଏହି କଥା ସହ ବୈଜ୍ଞାନିକ ବି ସହମତ । ପୃଥିବୀର କେବେ ବିନାଶ ଘଟିବ? ପୃଥିବୀ ପୃଷ୍ଠରେ କେବେ ଜୀବସତ୍ତାର ବିଲୋପ ଘଟିବ ଓ ଏହା ପଛରେ କ’ଣ କାରଣ ରହିଛି ଏହା ଉପରେ…

ବିଜେଡି-ବିଜେପି ମେଣ୍ଟ କେଉଁଠି ଅଟକିଛି: ୧୫ ବର୍ଷ ପରେ ପୁଣି ଥରେ କାହିଁକି ଗଠବନ୍ଧନର ଆବଶ୍ୟକତା ପଡ଼ିଲା?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଚାଲିଥିଲା । ଏହା ମଧ୍ୟରେ ୧୫ ବର୍ଷ ଅତିକ୍ରାନ୍ତ ହୋଇଯାଇଛି । ନିକଟରେ ପୁଣି ଥରେ ରାଜ୍ୟରେ ପଦ୍ମ-ଶଙ୍ଖ…

ଦୁନିଆକୁ ମାଡି ଆସୁଛି ଭୟଙ୍କର ବିପର୍ଯ୍ୟୟ! ୧୦ ବର୍ଷରେ ଆର୍କଟିକରୁ ହଜିଯିବ ବରଫ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କେବଳ ୧୦ ବର୍ଷ ଏବଂ ଏହାପରେ ଗାୟବ ହୋଇଯିବ ଆର୍କଟିକରେ ବରଫ ଦେଖାଯିବନି । ଏଥିରେ ସାରା ଦୁନିଆର ମୌସୁମୀ ଏବଂ ସମୁଦ୍ର ଜଳସ୍ତର ଉପରେ ପ୍ରଭାବ ପଡିବ । ଏହି ଚେତାବନୀ ବୈଜ୍ଞାନିକ ଏକ ଷ୍ଟଡି ପରେ ଦେଇଛି ।…

ଆରମ୍ଭ ହେଲା ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ରେଜିଷ୍ଟ୍ରେସନ, ଜାଣନ୍ତୁ କିପରି କରିବେ APPLY

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୁକ୍ତ ବିଦ୍ୟୁତ୍ ଯୋଜନା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଏହାର ପଞ୍ଜୀକରଣ ଆରମ୍ଭ ହୋଇସାରିଛି। କେନ୍ଦ୍ର ସରକାରଙ୍କ ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ହିତାଧିକାରୀମାନେ ୩୦୦…

ଶିବ ଶୋଭାଯାତ୍ରା ବେଳେ ବଡ଼ ଅଘଟଣ: ବିଦ୍ୟୁତ ଆଘାତରେ ୧୪ ଶିଶୁଙ୍କ ଅବସ୍ଥା ଗମ୍ଭୀର, ସମସ୍ତେ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଶିବରାତ୍ରି ଅବସରରେ ଶୋଭାଯାତ୍ରା ବାହାରି ଥିବା ବେଳେ ବିଦ୍ୟୁତ ଆଘାତରେ ୧୪ ଜଣ ଶିଶୁଙ୍କ ଅବସ୍ଥା ବିଗିଡ଼ି ଯାଇଛି । ତେଣୁ…

ରାଜ୍ୟସଭା ଲାଗି ମନୋନୀତ ସୁଧା ମୂର୍ତ୍ତି, ଟ୍ୱିଟରରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇନଫୋସିସ୍ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ରାଜ୍ୟସଭା ଲାଗି ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏ ବିଷୟରେ ଘୋଷଣା…

‘ସରି ବାପା, ମୁଁ JEE କ୍ଲିୟର କରିପାରିଲି ନାହିଁ’, ଏପରି କିଛି ଲେଖି ଆତ୍ମହତ୍ୟା କଲେ କୋଟାର ଛାତ୍ର

କୋଟା: ରାଜସ୍ଥାନ କୋଟାରେ ଛାତ୍ର ଆତ୍ମହତ୍ୟା ଘଟଣା ଥମିବାର ନାଁ ଧରୁନାହିଁ । ଆଜି ଶିବରାତ୍ରୀରେ ପୁଣି ସକାଳୁ ସକାଳୁ କୋଟାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ଜଣେ…

breaking news:ଦେବଗିରି ଶୈବପୀଠରୁ ଦୁଃଖଦ ଖବର, ମହାଦେବଙ୍କୁ ଦର୍ଶନ ପାଇଁ ଯିବାବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଭୁବନେଶ୍ୱର: ପବିତ୍ର ଶିବରାତ୍ରୀରେ ରାୟଗଡାର ଏକ ଶୈବପୀଠରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠିକାର ଦେବଗିରି ଶୈବପୀଠରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ମହାଦେବଙ୍କୁ ଦର୍ଶନ ପାଇଁ ଯିବାବେଳେ ଜଣେ ଶ୍ରଦ୍ଧାଳୁଙ୍କ…

କେନ୍ଦ୍ର କର୍ମଚାରୀମାନଙ୍କୁ ମିଳିଲା ଦ୍ୱିଗୁଣା ଖୁସି, DA Hike ପରେ ବୃଦ୍ଧି ପାଇଲା HRA

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏବଂ ପେନସନଧାରୀଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି । ହୋଲି ପୂର୍ବରୁ ମହଙ୍ଗା ଭତ୍ତା ପରେ ହାଉସ ରେଟ ଆଲାଉନ୍ସରେ ବୃଦ୍ଧି ଘଟି କର୍ମଚାରୀମାନଙ୍କୁ ବଡ଼…

କାହିଁକି ପାଳନ କରାଯାଏ ମହାଶିବରାତ୍ରି? ଜାଣନ୍ତୁ ପୌରାଣିକ କାହାଣୀ ବିଷୟରେ..

ଓଡ଼ିଶା ଭାଷ୍କର: ୮ ମାର୍ଚ୍ଚ ଅର୍ଥାତ ଆଜି ମହାଶିବରାତ୍ରୀ । ଭାରତରେ ଏହି ଦିନକୁ ବହୁ ଆଡମ୍ବରର ସହ ପାଳନ କରାଯାଇଥାଏ । ଏହି ଦିନ ଶ୍ରଦ୍ଧାଳୁ ଉପବାସ ବ୍ରତ କରି, ମନ୍ଦିର ଯାଇ ଭଗବାନ ଶିବଙ୍କୁ ଫଳ-ପୁଷ୍ପ ଅର୍ପଣ କରିବା…