Browsing Category
Featured
୨୦ଟି ଜିଲ୍ଲାରେ ଗଠନ ହେଲା ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ; ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଗଠନ ହେବ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ । ଏହା ବ୍ୟତୀତ ୫ଟି NACକୁ ମୁନିସିପାଲଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦ଟି…
ଲୋକସଭା ନିର୍ବାଚନ ପାଇଁ ଆପ୍-କଂଗ୍ରେସ ମଧ୍ୟରେ ଭାଗିଦାରୀ; ଜାଣନ୍ତୁ କିଏ କେଉଁଠି ଲଢିବେ?
ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି । ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।…
ନିର୍ବାଚନ କମିଶନଙ୍କ ବଡ ଘୋଷଣା, ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂକୁ ନେଇ ନେଲେ ଏହି ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂକୁ ନେଇ ନିର୍ବାଚନ କମିଶନ ବଡ ପଦକ୍ଷେପ ନେଇଛନ୍ତି । ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିତ କରିବାକୁ…
କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: କୋଟି କୋଟି କୃଷକଙ୍କ ଖାତାକୁ ଆସିବ ଅର୍ଥ
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ଅନ୍ୟ ଦାବିକୁ ନେଇ କୃଷକମାନେ ପଞ୍ଜାବ-ହରିୟାଣା ସୀମାରେ ଗତ ୧୧ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଏହି ଆନ୍ଦୋଳନ ସମୟରେ କିଛି କୃଷକ ଓ ପୋଲିସ…
ବଦଳିଲା ବିଦ୍ୟୁତ ନିୟମ; ଏଣିକି ୩ ଦିନ ମଧ୍ୟରେ ମିଳିବ ନୂଆ ସଂଯୋଗ, ଇଭି ପାଇଁ ଦେବେ ଅଲଗା ବିଲ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରି ମହାନଗରରେ ବିଦ୍ୟୁତ୍ ସଂଯୋଗ ପ୍ରକ୍ରିୟାକୁ ୩ ଦିନ ପର୍ଯ୍ୟନ୍ତ ତ୍ୱରାନ୍ୱିତ କରିବା ସହିତ ରୁଫ୍ ଟପ୍ ସୋଲାର ପ୍ୟାନେଲ୍ ଲଗାଇବା ପ୍ରକ୍ରିୟାକୁ ସହଜ…
ରାଜେଶ ପାଟିଲ BMCର ନୂଆ କମିଶନର: GA ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଦଳିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର । ବିଏମସିର ନୂଆ କମିଶନର ହୋଇଛନ୍ତି ରାଜେଶ ପାଟିଲ । ରାଜେଶ ବର୍ତ୍ତମାନ ରାଜ୍ୟ ସରକାରଙ୍କର ସହଯୋଗ ବିଭାଗର କମିଶନର ତଥା ସଚିବ…
୫ ବର୍ଷର ଶିଶୁ ହାଇକୋର୍ଟରେ ଦାଖଲ କଲା ଜନହିତ ଯାଚିକା, କ’ଣ ରହିଛି ଏହି ଶିଶୁର ଅଭିଯୋଗ ଜାଣନ୍ତୁ
କାନପୁର: ଏଠିକାର ଏକ ଛୋଟ ଶିଶୁ ଆହ୍ଲାବାଦ ହାଇକୋର୍ଟ ବିଚାରପତିଙ୍କ ସାମ୍ନାରେ ଏପରି ଗୁହାରୀ ନେଇ ପହଞ୍ଚିଛି ଯାହାକୁ ନେଇ ସର୍ବତ୍ର ଚର୍ଚ୍ଚା ଜୋର ଧରିଛି । ୫ ବର୍ଷର ଏହି ଶିଶୁ ହାଇକୋର୍ଟରେ ଆବେଦନ କରିଛି କି ତାଙ୍କ…
ତନ୍ତ୍ର କରି ବାହାଘର କରାଇଥିଲେ; ସ୍ତ୍ରୀ ଅନ୍ୟତ୍ର ପଳାଇବାରୁ ତାନ୍ତ୍ରିକକୁ ହତ୍ୟା କଲେ
ଜୟପୁର: ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ସାମଦାରୀରୁ ଜଣେ ତାନ୍ତ୍ରିକର ମୃତଦେହ ଉଦ୍ଧାର କରାଯାଇଛି। ଏବେ ପୋଲିସ ଏହି ଘଟଣାର ସମାଧାନ କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣ ଅଭିଯୁକ୍ତଙ୍କୁ…
ପାକିସ୍ତାନରେ ବଦଳିଲା ୭୮ ବର୍ଷର ଇତିହାସ: ପ୍ରଥମ ଥର ପାଇଁ ଜଣେ ଅଣମୁସଲିମ ହେବେ ଉପବାଚସ୍ପତି
ନୂଆଦିଲ୍ଲୀ: ନିକଟରେ ପାକିସ୍ତାନରେ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ନୂଆ ସରକାର ଗଠନଇ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି । ତେବେ ଏହା ମଧ୍ୟରେ ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଦେଶରେ…
ଅମୃତ ଯାତ୍ରାରେ ସାମିଲ ହେଲା ଆଉ ଏକ ବଡ ଉପଲବ୍ଧି, ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାର ଉଦ୍ଘାଟନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମବାୟ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବୃହତ୍ତ ଶସ୍ୟ ସଂରକ୍ଷଣ ଭଣ୍ଡାର ଲାଗି ପାଇଲଟ୍ ପରିଯୋଜନାର ଉଦଘାଟନ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏହାକୁ…