Browsing Category

Featured

ଘରୋଇ ମାଟିରେ ଭାରତର ବୋଲିଂ ଦୁର୍ବଳତା: ୧୧୨ ରନରେ ଇଂଲଣ୍ଡର ୫ଟି ୱିକେଟ ଯାଇଥିଲା, ୩୫୩ ରନ୍ କଲା କିପରି

ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଭାରତୀୟ ବୋଲିଂ ଦୁର୍ବଳତା ପଦାରେ ପଡ଼ିଛି । ପ୍ରଥମ ଦିନରେ ୩୦୨ ରନରେ ୭ ୱିକେଟ ହରାଇଥିବା ଇଂଲଣ୍ଡ ଏହା ମଧ୍ୟରେ ପ୍ରଥମ ଇନିଂସାରେ ୩୫୩ ରନ୍…

ଫିକ୍ସଡ ଡିପୋଜିଟରେ ମିଳୁଛି ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ: କେଉଁ ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ଦେଉଛି ଅଧିକ ଫାଇଦା

ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ସେଥିପାଇଁ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ତେବେ ଆଜିର ସମୟରେ ବ୍ୟାଙ୍କ ସ୍ଥାୟୀ ଜମା ବା ଫିକ୍ସଡ…

କର୍ଣ୍ଣାଟକରେ ମନ୍ଦିରରେ ଟିକସ ଲଗାଇବା ପ୍ରସଙ୍ଗ; ବିଧାନ ପରିଷଦରେ ଖାରଜ ହେଲା ବିଲ୍

ବେଙ୍ଗାଲୁର: କର୍ଣ୍ଣାଟକରେ ବାର୍ଷିକ ୧ କୋଟିରୁ ଅଧିକ ଆୟ କରୁଥିବା ମନ୍ଦିରଗୁଡ଼ିକର ଆୟ ଉପରେ ୧୦ ପ୍ରତିଶତ ଟିକସ ଲଗାଇବା ବିଲ୍ ବିଧାନ ପରିଷଦରେ ଖାରଜ ହୋଇଛି। ଦୁଇ ଦିନ ତଳେ ରାଜ୍ୟ ବିଧାନସଭାରେ ଏହି ବିଲ୍ ପାରିତ…

କ୍ରୀଡ଼ା ଜଗତରେ ଦୁଃଖର ଲହରୀ: ଆଖି ବୁଜିଲେ ୩୪ ବର୍ଷୀୟ ଯୁବ କ୍ରିକେଟର

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖଦ ଖବର । ମାତ୍ର ୩୪ ବର୍ଷ ବୟସରେ ଜଣେ ଯୁବକ କ୍ରିକେଟରଙ୍କ ବିୟୋଗ ଘଟିଛି । ସବୁଠାରୁ ଦୁଃଖର କଥା ହେଉଛି, ମ୍ୟାଚ ବିଜୟର ଖୁସି ମନାଉଥିବା ସମୟରେ ସତେ ଯେମିତି ମୃତ୍ୟୁ ମାଡ଼ି…

ଟିଭି ଆଙ୍କରଙ୍କୁ ଦେଖି ପାଗଳ ହେଲେ ମହିଳା; ବାହା ହେବା ପାଇଁ କଲେ ଅପହରଣ, ଏବେ…

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ମହିଳା ଜଣେ ଟିଭି ଆଙ୍କରଙ୍କୁ ବିବାହ କରିବା ପାଇଁ ତାଙ୍କୁ ଅପହରଣ କରି ନେଇଛନ୍ତି। ଜଣେ ମହିଳା ବ୍ୟବସାୟୀ ଜଣେ ଟିଭି ମ୍ୟୁଜିକ୍ ଚ୍ୟାନେଲ୍ ଆଙ୍କରଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ…

OPSC ପକ୍ଷରୁ ବିଜ୍ଞପ୍ତି: ରାଜ୍ୟ ଆଇନ ବିଭାଗରେ ନିଯୁକ୍ତି ପାଇବେ ଭାଷା ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅଧିନରେ ଭାଷା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ମାର୍ଚ୍ଚ ମାସ ୧୫…

ରାଜ୍ୟରେ ସ୍ଥାପନ ହେବ ୨୭ଟି ଶିଳ୍ପ ପ୍ରକଳ୍ପ: ୪୨,୨୭୫ ଜଣଙ୍କୁ ମିଳିବ କର୍ମନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି । ତେବେ ଏହା ମଧ୍ୟରେ ୨୭ଟି ଶିଳ୍ପ…

ଭଗବନ୍ତ ସରକାରଙ୍କ ଉପରେ ଚାପ ବଢ଼ାଇଲେ କୃଷକ ନେତା; କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ନୂଆଦିଲ୍ଲୀ: ପଞ୍ଜାବର ହରିୟାଣାର ଖାନୌରୀ ସୀମାରେ ଜଣେ ଯୁବ କୃଷକଙ୍କ ମୃତ୍ୟୁ ପରେ କୃଷକ ସଂଗଠନଗୁଡ଼ିକ ପଞ୍ଜାବର ଭଗବନ୍ତ ସରକାରଙ୍କ ଉପରେ ଚାପ ବଢ଼ାଇଛନ୍ତି। କୃଷକ ନେତାମାନେ ଦାବି କରିଛନ୍ତି ଯେ ବୁଧବାର ର ଆକ୍ରମଣ…

MIWvsDCW: ଶେଷ ବଲରେ ୬ମାରି ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ; ୪ୱିକେଟରେ ଜିତିଲା ମ୍ୟାଚ୍

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ୨୦୨୪ର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟରେ ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଶେଷ ବଲରେ ମୁମ୍ବାଇକୁ ୫ ରନ୍ ଦରକାର ଥିବା…

ରାଜଧାନୀ ଭୁବନେଶ୍ୱରରେ କୋହଲା ପାଗକୁ ଝିପିଝିପି ବର୍ଷା; ଯାତାୟତରେ ଅସୁବିଧା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜି ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ହାଲୁକା ବର୍ଷା ହେଉଛି । ଏହା ବ୍ୟତୀତ ସାମାନ୍ୟ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ଏହି ପାଗ ଆସନ୍ତାକାଲି ପର୍ଯ୍ୟନ୍ତ…