Browsing Category
Featured
କୋଇଲା ଭାଟି ଜାଳି ଶୋଇଥିବା ସମୟରେ ଜଳିଗଲେ ୬ ଜଣ, ଏମାନଙ୍କ ମଧ୍ୟରେ ରହିଛନ୍ତି ୨ ଶିଶୁ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ରେ ଏବେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଏପରି ସ୍ଥିତିରେ ଲୋକମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଇଲା ଭାଟି ଜଳାଇ ଶୋଉଛନ୍ତି । ତେବେ ଏହି କୋଇଲା ଭାଟି କିଛି ଲୋକଙ୍କ ମୃତ୍ୟୁର କାରଣ…
ପାକ୍ ଆତଙ୍କୀର ହେବ ସର୍ବନାଶ: ‘ଅପରେସନ ସର୍ବଶକ୍ତି’ ନଷ୍ଟ କରିବ ପାକିସ୍ତାନର ଗେମ୍ ପ୍ଲାନ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ଆତଙ୍କବାଦୀ ଗତିବିଧି ବିରୋଧରେ ଭାରତ ପ୍ରସ୍ତୁତ କରିଛି ବଡ଼ ପ୍ଲାନ । ପାକ୍ ଆତଙ୍କବାଦକୁ ମୁହଁତୋଡ଼ ଜବାବ ଦେବା ପାଇଁ ଇଣ୍ଡିଆନ୍ ଆର୍ମି ନେଇଛି ବଡ଼ ପଦକ୍ଷେପ । ଜାମ୍ମୁ…
ମକର ସଂକ୍ରାନ୍ତିରେ ବ୍ୟାଙ୍କ ବନ୍ଦ କି ଖୋଲା ରହିବ ଜାଣିନିଅନ୍ତୁ, ଏହି ରାଜ୍ୟରେ ଏବେ ଲଗାତର ୫ ଦିନ ବ୍ୟାଙ୍କ ବନ୍ଦ
ନୂଆଦିଲ୍ଲୀ:ମକର ସଂକ୍ରନ୍ତିରେ ବିଭିନ୍ନ ଜୋନ୍ରେ ବ୍ୟାଙ୍କ ଛୁଟୀ ରହିବ । ତାମିଲନାଡୁରେ ୫ ଦିନ ଲମ୍ବା ଛୁଟୀ ରହିବ । ୧୩, ୧୪, ୧୫ ସମସ୍ତ ରାଜ୍ୟରେ ବ୍ୟାଙ୍କ ଛୁଟୀ ରହିବା ସହିତ ୧୬ ଜାନୁୟାରୀରେ ଥିିରୁବଲ୍ଲୁଭର ଦିବସ…
ପୁଣିଥରେ ଟିମ ଇଣ୍ଡିଆକୁ ଫେରିବେ ଯୁବରାଜ ସିଂ… ନିଜର Future PLan କହିଲେ ବିଶ୍ୱକପ ବିଜେତା
ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ଦଳକୁ ଫେରିବାକୁ ଚାହୁଁଛନ୍ତି ସିକ୍ସର କିଙ୍ଗ ଯୁବରାଜ ସିଂହ । କ୍ରିକେଟରୁ ବିଦାୟ ନେବା ପରେ ପୁଣିଥରେ ଟିମ ଇଣ୍ଡିଆ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି ଭାରତର ବିଶ୍ୱକପ ବିଜତୋ । ଆଇସିସି…
ଗୁଡ଼ିରେ ବ୍ୟବହାର ହେବନି ମାଞ୍ଜା ସୂତା! ସାଧାରଣ ଲୋକଙ୍କୁ ଓଡ଼ିଶା ପୋଲିସର ସତର୍କ ସୂଚନା
ଭୁବନେଶ୍ୱର: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ସାରା ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଛି । ଏହି ପର୍ବରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । କିନ୍ତୁ ଏହା ପୂର୍ବରୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ଗୁଡ଼ି ଉଡ଼ାଇବା ନେଇ…
(Video) କି ଚମତ୍କାର ଦୃଶ୍ୟ! ଦୀପରେ ଦୀପରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟଦର୍ଶନ: ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ରଙ୍କ ମନଲୋଭା ଚିତ୍ର
ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ମହୋତ୍ସବ ପୂର୍ବରୁ ସମଗ୍ର ଅଯୋଧ୍ୟା ସହର ଏବେ ରାମଭକ୍ତିରେ ଲୀନ ହୋଇଯାଇଛି । ସ୍ଥାନେ…
ମକର ସଂକ୍ରାନ୍ତିରେ ଏହି ଜିନିଷ ଦାନ କରି ଅର୍ଜନ କରନ୍ତୁ ଶନି ଦେବଙ୍କ କୃପା, କମ ହେବ ସାଢେସାତୀର ପ୍ରଭାବ
ଆସନ୍ତାକାଲି ଅର୍ଥାତ୍ ୧୫ ଜାନୁଆରୀରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯିବ। ଏହି ଦିନ ସୂର୍ଯ୍ୟଙ୍କ ଗତି ଉତ୍ତରା ହୋଇଥାଏ। ଏହି ଦିନ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରନ୍ତି।ପୌରାଣିକ ବିଶ୍ୱାସ ଅନୁଯାୟୀ, ଏହି ଦିନ…
କଂଗ୍ରେସକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ମିଳିନ୍ଦ ଦେଓରା, କହିଲେ- ‘୫୫ ବର୍ଷର ସମ୍ପର୍କ ଶେଷ କରୁଛି’
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇଛନ୍ତି । ସେ ସିନ୍ଦେ ଦଳର ଶିବସେନାରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି । ଶିବସେନା (ୟୁବିଟି) ମୁମ୍ବାଇ ଦକ୍ଷିଣ ଲୋକସଭା…
ବ୍ୟକ୍ତିଗତ ଭାବରେ ଚାଇଲ୍ଡ ପୋର୍ଣ୍ଣୋଗ୍ରାଫୀ ଦେଖିବା ଡାଉନଲୋଡ୍ କରିବା ଅପରାଧ ନୁହେଁ: ହାଇକୋର୍ଟ କହିଲେ କେବେ ଧରାଯିବ ଅପରାଧ
ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ନିକଟରେ ହୋଇଥିବା ଏକ ନିଷ୍ପତ୍ତିରେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍, ଲାପଟପ୍ କିମ୍ବା କୌଣସି ବ୍ୟକ୍ତିଗତ ଇଲେକ୍ଟ୍ରୋନିକ୍ ଉପକରଣରେ ଚାଇଲ୍ଡ ପୋର୍ଣ୍ଣୋଗ୍ରାଫୀ…
ଏକଲାପଣକୁ ନେଇ ଚିନ୍ତିତ କି ? ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ..
ଓଡ଼ିଶା ଭାସ୍କର: ଏକଲାପଣ ବ୍ୟକ୍ତିକୁ ଭିତରୁ ଦୁର୍ବଳ କରିଦିଏ । ଫଳରେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏକଲାପଣ (Loneliness) ଅର୍ଥ ଭିଡ଼ ଭିତରେ ବି ନିଜ ଭିତରେ ଶୂନ୍ୟତା ଅନୁଭବ କରିବା । ତେବେ…